ସୁନା ପୁଅ ନୀରଜଙ୍କୁ ଚୁର୍‌ମା ଖୁଆଇଲେ ମୋଦି

କାବୁଲ: ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କୁ ମିଳିଲା ତାଙ୍କ ଫେଭରେଟ୍‌ ଫୁଡ ଚୁରମ୍‌। ସେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରୁ। ବ୍ରେକ୍‌ଫାଷ୍ଟରେ ନୀରଜଙ୍କୁ ପ୍ରଧନମନ୍ତ୍ରୀ ମୋଦି ଖୁଆଇଛନ୍ତି ଚୁରମା। ସେହିପରି ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ପିଭି ସିନ୍ଧୁଙ୍କୁ ଦେଇଛନ୍ତି ଆଇସ୍‌କ୍ରିମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଖେଳାଳୁଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଖେଳାଳିଙ୍କ ସହ କରିଛନ୍ତି ବ୍ରେକଫାଷ୍ଟ ପାର୍ଟି। ସ୍ୱାଧୀନତା ଦିବସ ପରେ ଆଜି […]

Modi treet Neeraj-1

Modi treet Neeraj-1

Madhupriya Mistry
  • Published: Monday, 16 August 2021
  • Updated: 16 August 2021, 03:14 PM IST

Sports

Latest News

କାବୁଲ: ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କୁ ମିଳିଲା ତାଙ୍କ ଫେଭରେଟ୍‌ ଫୁଡ ଚୁରମ୍‌। ସେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରୁ। ବ୍ରେକ୍‌ଫାଷ୍ଟରେ ନୀରଜଙ୍କୁ ପ୍ରଧନମନ୍ତ୍ରୀ ମୋଦି ଖୁଆଇଛନ୍ତି ଚୁରମା। ସେହିପରି ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ପିଭି ସିନ୍ଧୁଙ୍କୁ ଦେଇଛନ୍ତି ଆଇସ୍‌କ୍ରିମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଖେଳାଳୁଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଖେଳାଳିଙ୍କ ସହ କରିଛନ୍ତି ବ୍ରେକଫାଷ୍ଟ ପାର୍ଟି। ସ୍ୱାଧୀନତା ଦିବସ ପରେ ଆଜି ମୋଦି ସମସ୍ତ ଅଲିମ୍ପିକ ପଦକ ବିଜେତାଙ୍କୁ ବ୍ରେକଫାଷ୍ଟରେ ନିମନ୍ତ୍ରଣ କରିଥିଲେ। ଆଜି ତାଙ୍କ ସହ ଭେଟି କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରିଛନ୍ତି ମୋଦି। ଏହି ସମୟରେ ମୋଦି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ପଦକ ଜିତିଥିବା ନୀରଜଙ୍କୁ ତାଙ୍କ ମନପସନ୍ଦ ଖାଦ୍ୟ ଦାଲ ବାଟି ଚୁରମା ଖାଇବାକୁ ଦେଇଛନ୍ତି ମୋଦି। ସେହିପରି ଟୋକିଓ ଅଲିମ୍ପିକ୍ସ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସିନ୍ଧୁଙ୍କୁ କହିଥିଲେ ଯେ ଯଦି ସେ ପଦକ ସହ ଫେରି ଆସନ୍ତି, ତେବେ ସେ ତାଙ୍କୁ ଆଇସକ୍ରିମ ଖାଇବାକୁ ଦେବେ। ପ୍ରତିଶ୍ରୁତି ଅନୁଯାୟୀ ଆଜି ସିନ୍ଧୁଙ୍କୁ ଆଇସ୍କ୍ରିମ୍ ପାର୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ହକିରେ ଭାରତକୁ ପଦକ ପ୍ରଦାନ କରିଥିବା ପୁରୁଷ ହକି ଦଳ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଦଳ ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ୱାକ୍ଷରିତ ହକି ଷ୍ଟିକ୍‌କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ। ପ୍ରଧାନମନ୍ତ୍ରୀ କ୍ୟାପଟେନ ମନପ୍ରୀତ ସିଂଙ୍କ ସହ ମଧ୍ୟ କଥା ହୋଇଥିଲେ। ଅଲିମ୍ପିକ୍ସରୁ ଦୁଇଟି ପଦକ ନେଇ ଫେରିଥିବା କୁସ୍ତି ଦଳ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗାଯୋଗ କରିଥିଲେ।

କିଛି ଦିନ ପୂର୍ବରୁ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ସମେତ ଭାରତ ମୋଟ ୭ଟି ପଦକ ଜିତିଛି। ଅଲିମ୍ପିକ୍ସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୬ଟି ପଦକ ଜିତିଥିଲା ଭାରତ।

https://twitter.com/mannkibaat/status/1427149834650210304?s=20

https://twitter.com/mannkibaat/status/1427148303536300032?s=20

https://twitter.com/mannkibaat/status/1427148638904487939?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story