୨ ଯୁବତୀଙ୍କ ଉପରେ ମାଡ଼ିଗଲା ପୁଲିସ ଗାଡ଼ି, ଜଣକର ମୃତ୍ୟୁ

ଜଳନ୍ଧର: ସୋମବାର ଜଳନ୍ଧରରେ ଦୁଇଜଣ ଯୁବତୀଙ୍କ ଉପରେ ପୁଲିସ ଅଧିକାରୀଙ୍କ ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ଜାତୀୟ ରାଜପଥ ଅବରୋଧ କରିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳା ଜଣକ ଜଲନ୍ଧରର ଧାନୋୱାଲି ନିବାସୀ ନବଜୋତ କୌର। ଦ୍ରୁତ ଗତିରେ ପୁଲିସ ଗାଡିଟି ଜଳନ୍ଧର -ଫଗୱାରା ଜାତୀୟ ରାଜପଥରେ ସମ୍ପୃକ୍ତ ଦୁଇ ଜଣ  ଯୁବତୀଙ୍କୁ ଧକ୍କା ଦେଇଥିଲା। ସମ୍ପୃକ୍ତ ୨ […]

tyi

tyi

Tapas Behera
  • Published: Monday, 18 October 2021
  • Updated: 18 October 2021, 04:00 PM IST

Sports

Latest News

ଜଳନ୍ଧର: ସୋମବାର ଜଳନ୍ଧରରେ ଦୁଇଜଣ ଯୁବତୀଙ୍କ ଉପରେ ପୁଲିସ ଅଧିକାରୀଙ୍କ ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ଜାତୀୟ ରାଜପଥ ଅବରୋଧ କରିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳା ଜଣକ ଜଲନ୍ଧରର ଧାନୋୱାଲି ନିବାସୀ ନବଜୋତ କୌର।

ଦ୍ରୁତ ଗତିରେ ପୁଲିସ ଗାଡିଟି ଜଳନ୍ଧର -ଫଗୱାରା ଜାତୀୟ ରାଜପଥରେ ସମ୍ପୃକ୍ତ ଦୁଇ ଜଣ  ଯୁବତୀଙ୍କୁ ଧକ୍କା ଦେଇଥିଲା। ସମ୍ପୃକ୍ତ ୨ ଜଣ ମହିଳା ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ବର୍ତ୍ତମାନ ଚିକିତ୍ସା ଚାଲିଛି। ନବଜୋତ କୌର ଏକ  କାର ସୋରୁମ୍‌ରେ କାମ କରନ୍ତି । ସୋମବାର ଉକ୍ତ ର ସୋରୁମ୍‌ ଯିବା ପାଇଁ ରସେ ରାସ୍ତା ପାରି ହେଉଥିଲେ। ଏହି ସମୟରେ ପୁଲିସ ଜିପ୍‌ଟି ଆସି ଧକ୍କା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story