ବ୍ଲାକ ଆଉଟ୍‌କୁ ନେଇ ଓଡ଼ିଶା ବି ଚିନ୍ତିତ: କେଜ୍ରିୱାଲ

ନୂଆଦିଲ୍ଲୀ: କୋଇଲା ସଙ୍କଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସମଗ୍ର ଦେଶରେ ବିଦ୍ୟୁତ୍ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ଦେଶରେ ସ୍ଥିତି ଭାରି ଜଟିଳ। ଅନେକ ମୁଖ୍ୟମନ୍ତ୍ରୀ ଏବିଷୟରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ସମସ୍ତେ ଏକତ୍ରିତ ହୋଇ ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ,ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ଓଡିଶା ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟ ବ୍ଲାକଆଉଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ବିଦ୍ୟୁତ […]

kejriwal

kejriwal

Tapas Behera
  • Published: Monday, 11 October 2021
  • Updated: 11 October 2021, 10:28 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ସଙ୍କଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସମଗ୍ର ଦେଶରେ ବିଦ୍ୟୁତ୍ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ଦେଶରେ ସ୍ଥିତି ଭାରି ଜଟିଳ। ଅନେକ ମୁଖ୍ୟମନ୍ତ୍ରୀ ଏବିଷୟରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ସମସ୍ତେ ଏକତ୍ରିତ ହୋଇ ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ,ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ଓଡିଶା ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟ ବ୍ଲାକଆଉଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି ଯେ, ବିଦ୍ୟୁତ ସଙ୍କଟ ଦୂର ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ଦିଲ୍ଲୀରେ ଜରୁରୀକାଳୀନ ପରିସ୍ଥିତି ଉପୁଜିବା ନେଇ ତାଙ୍କ ସରକାର ଚାହୁଁନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ଏହାପୂର୍ବରୁ ଦିଲ୍ଲୀର ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଥିଲେ ଯେ,  ଏନଟିପିସି ସହରକୁ ବିଦ୍ୟୁତ ଯୋଗାଣକୁ ଅଧା କରିଦେଇଥିବାରୁ ରାଜ୍ୟ ସରକାର ମହଙ୍ଗା ଦରରେ ଗ୍ୟାସ୍ ଜନିତ ବିଦ୍ୟୁତ୍ ଏବଂ ଉଚ୍ଚ ବଜାର ଦରରେ ସ୍ପଟ୍ କ୍ରୟ ଉପରେ ନିର୍ଭର କରିବାକୁ ପଡିବ। ଅନ୍ୟପକ୍ଷରେ  ଦିଲ୍ଲୀର ବିଜୁଳି ଆବଶ୍ୟକତାକୁ ପୂରଣ ପାଇଁ ଏନଟିପିସିରେ ପର୍ଯ୍ୟାପ୍ତ କୋଇଲା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଛି। କୋଇଲା ଯୋଗାଣ ଏବଂ ବିଦ୍ୟୁତ ସଙ୍କଟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା କ୍ୟାବିନେଟ ସହକର୍ମୀଙ୍କୁ ଭେଟିଛନ୍ତି।

ଶ୍ରୀ ଜୈନ କହିଛନ୍ତି  ଯେ ଅଧିକାଂଶ NTPC କାରଖାନା 50-55 ପ୍ରତିଶତ କ୍ଷମତାରେ ଚାଲୁଛି । କାରଣ ସେମାନଙ୍କର କୋଇଲା ଷ୍ଟକ୍ ଦିନେ କି ଦୁଇଦିନ ପର୍ଯ୍ୟନ୍ତ ଉପଲବ୍ଧ ଅଛି। ଦିଲ୍ଲୀ ତାର ଅଧିକାଂଶ ପରିମାଣ ବିଜୁଳି ଏନଟିପିସିରୁ କିଣେ । କିନ୍ତୁ ଏବେ ଯୋଗାଣ ଅଧା ହୋଇଯାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। NTPC ଦିଲ୍ଲୀକୁ 4,000 ମେଗାୱାଟ ଶକ୍ତି ଯୋଗାଇଥାଏ। ଶ୍ରୀ ଜୈନ କହିଛନ୍ତି ଯେ କେନ୍ଦ୍ର କୋଇଲା ସଙ୍କଟକୁ ସ୍ୱୀକାର କରିବା  ଉଚିତ ଏବଂ ଏହାର  ସମାଧାନ କରିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story