୧,୨୨୪ କୋଟି ଟଙ୍କା ହଡ଼ପ କରିଛନ୍ତି ଅଶୋକା ବିଶ୍ୱବିଦ୍ୟାଳୟ ମାଲିକ

ନୂଆଦିଲ୍ଲୀ: ଅଶୋକା ବିଶ୍ୱବିଦ୍ୟାଳୟର ସହ ପ୍ରତିଷ୍ଠାତା ପ୍ରଣଭ ଗୁପ୍ତା ଏବଂ ଭିନୀତ ଗୁପ୍ତାଙ୍କ ନାମରେ ଆସିଛି ମହାଦୁର୍ନୀତି ଅଭିଯୋଗ । ବିଭିନ୍ନ ବ୍ୟାଙ୍କକୁ ଚକମା ଦେଖାଇ ହଡ଼ପ କରିଛନ୍ତି କୋଟି କୋଟି ଟଙ୍କା। ଉଭୟେ ୧,୨୨୪ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଇଭୟଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଏହି ଟଙ୍କା ସେମାନଙ୍କ ଚଣ୍ଡିଗଡ଼ରେ ଥିବା  ଫାର୍ମା କମ୍ପାନୀ  ପାର୍ବୋଲିକ୍‌ ଡ୍ରଗସ୍‌ରେ ବିନିଯୋଗ ହୋଇଛି। ଉକ୍ତ କମ୍ପାନୀ ସହ ପ୍ରଣଭ ଗୁପ୍ତା , […]

90

90

Tapas Behera
  • Published: Thursday, 06 January 2022
  • Updated: 06 January 2022, 05:04 PM IST

Sports

Latest News

ନୂଆଦିଲ୍ଲୀ: ଅଶୋକା ବିଶ୍ୱବିଦ୍ୟାଳୟର ସହ ପ୍ରତିଷ୍ଠାତା ପ୍ରଣଭ ଗୁପ୍ତା ଏବଂ ଭିନୀତ ଗୁପ୍ତାଙ୍କ ନାମରେ ଆସିଛି ମହାଦୁର୍ନୀତି ଅଭିଯୋଗ । ବିଭିନ୍ନ ବ୍ୟାଙ୍କକୁ ଚକମା ଦେଖାଇ ହଡ଼ପ କରିଛନ୍ତି କୋଟି କୋଟି ଟଙ୍କା। ଉଭୟେ ୧,୨୨୪ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଇଭୟଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଏହି ଟଙ୍କା ସେମାନଙ୍କ ଚଣ୍ଡିଗଡ଼ରେ ଥିବା  ଫାର୍ମା କମ୍ପାନୀ  ପାର୍ବୋଲିକ୍‌ ଡ୍ରଗସ୍‌ରେ ବିନିଯୋଗ ହୋଇଛି। ଉକ୍ତ କମ୍ପାନୀ ସହ ପ୍ରଣଭ ଗୁପ୍ତା , ଭିନିତ ଗୁପ୍ତା ଏବଂ ଅନ୍ୟ ୧୦ ଜଣଙ୍କ ନାମରେ ମାମମଲା ରୁଜୁ କରିଛି ସିବିଆଇ। ସମ୍ପୃକ୍ତ ଅଭିଯୁକ୍ତମାନେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ‌ଏବଂ ଅନ୍ୟ ୧୧ଟି ବ୍ୟାଙ୍କରେ ଠକେଇ କରିଥିବା ଜଣାପଡ଼ିଛି। ତେବେ ଗୁପ୍ତା ବ୍ରଦର୍ସଙ୍କ ବିରୋଧରେ ବିଭିନ୍ନ ସହରରେ ଥିବା ଘର ଏବଂ ଅଫିସରେ ଚଢ଼ାଉ କରାଯାଇଛି।

ଚଢ଼ାଉ ବେଳେ  ୧.୫୮ କୋଟି ଟଙ୍କା ଜବତ କରାଯାଇଛି।  ଏଥିସହ ଗୁପ୍ତା ବ୍ରଦର୍ସଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଏବଂ ଫୋର୍ଜରି ମାମଲା ରୁଜୁ କରିଛି ସିବିଆଇ।  ଅଶୋକା ବିଶ୍ୱବିଦ୍ୟାଳୟର ୱେବସାଇଟରୁ ମିଳିଥିବା ତଥ୍ୟ  ଅନୁଯାୟୀ ଭିନିତ ଗୁପ୍ତା ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ଟ୍ରଷ୍ଟି ଏବଂ ପ୍ରଣଭ ଗୁପ୍ତା ସହ ପ୍ରତିଷ୍ଠାତା ‌ଏବଂ ଟ୍ରଷ୍ଟି ଅଛନ୍ତି।

ପାର୍ବୋଲିକ୍‌ ଡ୍ରଗସ୍‌ କମ୍ପାନୀ ଉଭୟଙ୍କ ପୃଷ୍ଟପୃଷକତାରେ ପରିଚାଳିତ ହେଉଛି। ଯାହା ୧୯୯୬ରେ ପ୍ରତିଷ୍ଠା ହୋଇଥିଲା । ଏହା ଔଷଧ ତିଆରି କରିବା ସହ  ମେଡିକାଲ ସମ୍ପନ୍ଧୀୟ ସମାଗ୍ରୀ ବିକ୍ରି କରେ।  ତେବେ ପାର୍ବୋଲିକ୍‌ କମ୍ପାନୀ ନକଲି କାଗଜପତ୍ର ଦେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ୟକୋ ବ୍ୟାଙ୍କ, ଷ୍ଟେଟ ବ୍ୟଶଙ୍କ ଅଫ ପଟିଆଲା, ଆସିଆଆଇ, ଆଇଡିବିଆଇ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ଏକ୍ସିମ ବ୍ୟାଙ୍କ, କାନାଡା ବ୍ୟାଙ୍କ ଏବଂ ଏସଆଇଡିବିଆଇ ବ୍ୟାଙ୍କରୁ  ଟଙ୍କା ଉଠାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କର ଅଭିଯୋଗ କ୍ରମେ  ସିବିଆଈ ଏତଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, କମ୍ପାନୀ ବିରୋଧରେ  ୨୦୧୨ରୁ ଋଣ ଖିଲାପି ରେକର୍ଡ଼ ରହିଛି। ସେହିପରି ଯାଞ୍ଚ ବେଳେ କମ୍ପାନୀ ଜାଲିଆତି କରି ଋଣ ଉଠାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story