‘ସୁରକ୍ଷା ଢିଲା ନୁହଁ, ବରଂ ଏକ ଷଡ଼ଯନ୍ତ୍ର’

ଅମୃତସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ବିବାଦ ଘନେଇବାରେ ଲାଗିଛି। ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି ପ୍ରସଙ୍ଗରେ ଆଜି ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱିନୀ ଶର୍ମା ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଫିରୋଜପୁରରେ ମୋଦିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ନୁହଁ ବରଂ ଏକ ଷଡ଼ଯନ୍ତ୍ର। ତାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ପ୍ରଧାନମନ୍ତ୍ରୀଙ୍କ ଯାତ୍ରାପଥକୁ ଅବରୋଧ କରିଥିବା ଲୋକମାନଙ୍କୁ ଯୋଜନାବଦ୍ଧ […]

5t-750x428

5t-750x428

Tapas Behera
  • Published: Thursday, 06 January 2022
  • Updated: 06 January 2022, 06:09 PM IST

Sports

Latest News

ଅମୃତସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ବିବାଦ ଘନେଇବାରେ ଲାଗିଛି। ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି ପ୍ରସଙ୍ଗରେ ଆଜି ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱିନୀ ଶର୍ମା ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଫିରୋଜପୁରରେ ମୋଦିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ନୁହଁ ବରଂ ଏକ ଷଡ଼ଯନ୍ତ୍ର। ତାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ପ୍ରଧାନମନ୍ତ୍ରୀଙ୍କ ଯାତ୍ରାପଥକୁ ଅବରୋଧ କରିଥିବା ଲୋକମାନଙ୍କୁ ଯୋଜନାବଦ୍ଧ ଭାବେ ଅଣାଯାଇଥିଲା।

ସେମାନଙ୍କୁ ପୁଲିସର ଏକ କଳା ରଙ୍ଗର ଏସୟୁଭିରେ ଘଟଣାସ୍ଥଳକୁ ଅଣାଯାଇଥିଲା। ପରେ ସେମାନଙ୍କୁ ରାସ୍ତାରେ ବସାଯାଇଥିଲା। ପୂର୍ବରୁ ବିଜେପି ରାଲିରେ ବସ୍‌ରେ ଆସିଥିବା ସମର୍ଥକଙ୍କୁ ସେଠାରେ ଅଟକାଯାଇଥିଲା ।ଏହା ପରେ ପୁଲିସ ସହ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବାରୁ ଏତେ ସବୁ  ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ ସମ୍ମିଳିନୀ କରି ଅଶ୍ୱିନୀ କହିଛନ୍ତି ଯେ, ଆନ୍ଦୋଳନ ଯୋଗୁ  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ହେବା ସରକାରଙ୍କ ଉଦ୍ଦେଶ୍ୟପ୍ରଣୋଦିତ।

ଫିରୋଜପୁରରେ ପ୍ରଧାମନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା ନୁହଁ ବରଂ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଦେଇଥିବା ବୟାନକୁ  ପୁନରାବୃତ୍ତି କରି ଶର୍ମା କହିଛନ୍ତି ଯେ, ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଏୟାର ବଦଳରେ ରୋଡ଼(ସ୍ଥଳଭାଗ) ସ୍ଥିର ହୋଇଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସ୍ଥିର ହୁଏ, ଏୟାର ରୁଟ୍‌ ହେଲେ ମଧ୍ୟ ବିକଳ୍ପ ଦିଗ ସ୍ଥିର ହୋଇଥାଏ । ଗତକାଲିର ଗସ୍ତ ବେଳେ ସମାନ ପଦକ୍ଷେପ ନିଆଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସୂଚୀ ନେଇ ପଞ୍ଜାବ ମୁଖ୍ୟ ସଚିବ ଏବଂ ପୁଲିସ ଡିଜିପି ଜାଣିଥିଲେ।  ସେମାନଙ୍କ କ୍ଲିଅରାନ୍ସ ପରେ ପ୍ରଧାନମନ୍ତ୍ରୀଙ୍କ କନଭୟେ ଯାତ୍ରା କରିଥାଏ। ହେଲେ ପଞ୍ଜାବର କ୍ଷମତାସୀନ କଂଗ୍ରେସ ସରକାର ମୋଦିଙ୍କ ଗସ୍ତକୁ ବିଫଳ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ସେ ଅଭିଯୋଗ ଆଣିଛନ୍ତି । ପଞ୍ଜାବ ସରକାରଙ୍କ ବିଫଳତା ନେଇ ରାହୁଲ ଗାନ୍ଧି କାହିଁକି ଚୁପ୍‌ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତିକି ପାକିସ୍ତାନ ସୀମା ରାସ୍ତାରେ  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲେ ମଧ୍ୟ ସେଠାରେ ପଞ୍ଜାବ ସରକାରଙ୍କ ମୁଖ୍ୟ ସଚିବ, ଡିଜିପିଙ୍କର ‌ଉପସ୍ଥିତ ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story