ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ବଦଳିଲେ ପଞ୍ଜାବ ଡିଜିପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ପଞ୍ଜାବର ପୁଲିସ ମହାନିର୍ଦ୍ଦଶକଙ୍କୁ ବଦଳି କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହଳା ପାଇଁ ସିଦ୍ଧାର୍ଥ ଚଟୋ ପାଧ୍ୟାୟଙ୍କୁ ବଦଳି କରାଯାଇଛି।  ତାଙ୍କ ସ୍ଥାନରେ ଆଇପିଏସ ଭିରେଶ କୁମାର ଭାୱରାଙ୍କୁ ନିଯୁକ୍ତି ମିଳିଛି। ୟୁପିଏସି ପ୍ୟାନେଲର ସୁପାରିଶ କରିଥିବା ୩ ଜଣଙ୍କ ମଧ୍ୟରେ ୧୯୮୭ ବ୍ୟାଚ୍‌ର ଆଇପିଏସ ଅଫିସର ଭିରେଶଙ୍କ ନାଁ ରହିଥିଲା। ଏହାକୁ ଆଧାର କରି ପଞ୍ଜାବ ସରକାର […]

Modi

Modi

Tapas Behera
  • Published: Saturday, 08 January 2022
  • Updated: 08 January 2022, 03:35 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ପଞ୍ଜାବର ପୁଲିସ ମହାନିର୍ଦ୍ଦଶକଙ୍କୁ ବଦଳି କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହଳା ପାଇଁ ସିଦ୍ଧାର୍ଥ ଚଟୋ ପାଧ୍ୟାୟଙ୍କୁ ବଦଳି କରାଯାଇଛି।  ତାଙ୍କ ସ୍ଥାନରେ ଆଇପିଏସ ଭିରେଶ କୁମାର ଭାୱରାଙ୍କୁ ନିଯୁକ୍ତି ମିଳିଛି। ୟୁପିଏସି ପ୍ୟାନେଲର ସୁପାରିଶ କରିଥିବା ୩ ଜଣଙ୍କ ମଧ୍ୟରେ ୧୯୮୭ ବ୍ୟାଚ୍‌ର ଆଇପିଏସ ଅଫିସର ଭିରେଶଙ୍କ ନାଁ ରହିଥିଲା।

ଏହାକୁ ଆଧାର କରି ପଞ୍ଜାବ ସରକାର ତାଙ୍କ ନାମରେ ମୋହର ମାରିଛନ୍ତି।  ୟୁପିଏସିସୁ ସୁପାରିଶ କରିଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ  ଆଇପିଏସ ଦିନକର ଗୁପ୍ତା ଏବଂ ପ୍ରବୋଧ କୁମାରଙ୍କ ନାଁ ରହିଥିଲେ।  ସୂଚନା ଯୋଗ୍ୟ ଯେ, ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ବଡ଼ଧରରଣର ସୁରକ୍ଷା ତ୍ରୁଟି ହୋଇଥିବା ଅଭିଯୋଗ ଆସିଥିଲା। ପ୍ରଧାନମନନ୍ତ୍ରୀ ଫିରୋଜପୁର ଗସ୍ତରୁ ଅଧାରୁ ବାତିଲ କରି ଫେରି ଆସିଥିଲେ।

ଏହାକୁ ନେଇ ଦେଶବ୍ୟାପି ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ସୁରକ୍ଷା ପ୍ରସଙ୍ଗକୁ ରାଜନୈତିକ ବୟାନବାଜି ତୀବ୍ର ହୋଇଥିଲା। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସେପଟେ ଘଟଣାରେ କଂଗ୍ରେସରର ଚନ୍ନି ସରକାର ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ବିବାଦ ଥମି ନଥିଲା। ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ତ୍ରୁଟି ପାଇଁ ପଞ୍ଜାବ ଡିଜିପିଙ୍କୁ ଦାୟୀ କରାଯାଥିଲା। ଏବେ ତାଙ୍କୁ ବଦଳି କରାଯାଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story