ବିରୋଧୀ ଦଳର ନେତାମାନଙ୍କୁ ଧରି ଚାଷୀ ଆନ୍ଦୋଳନରେ ସାମିଲ ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧ କରି ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚାଷୀଙ୍କୁ ସମର୍ଥନ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକାଧିକ ବିରୋଧୀ ଦଳର ନେତାଙ୍କୁ ସାଙ୍ଗରେ ନେଇ ଯନ୍ତରମନ୍ତରରେ ବିକ୍ଷୋଭ କରିଛନ୍ତି। ସେଠାରେ ସେମାନେ କେନ୍ଦ୍ରର କୃଷି ଆଇନକୁ କଳା ଆଇନ ବୋଲି କହିବା ସହ ପୂରା ଦେଶ ଚାଷୀଙ୍କ ସହ ରହିଛି ବୋଲି କହିଛନ୍ତି। ଏଥିସହ କେନ୍ଦ୍ର ବିରୋଧରେ ରଣହୁଙ୍କାର ମଧ୍ୟ ଦେଇଛନ୍ତି। ଚାଷୀଙ୍କ […]

Rahul

Rahul

Hemant Lenka
  • Published: Friday, 06 August 2021
  • Updated: 06 August 2021, 06:16 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧ କରି ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚାଷୀଙ୍କୁ ସମର୍ଥନ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକାଧିକ ବିରୋଧୀ ଦଳର ନେତାଙ୍କୁ ସାଙ୍ଗରେ ନେଇ ଯନ୍ତରମନ୍ତରରେ ବିକ୍ଷୋଭ କରିଛନ୍ତି।

ସେଠାରେ ସେମାନେ କେନ୍ଦ୍ରର କୃଷି ଆଇନକୁ କଳା ଆଇନ ବୋଲି କହିବା ସହ ପୂରା ଦେଶ ଚାଷୀଙ୍କ ସହ ରହିଛି ବୋଲି କହିଛନ୍ତି। ଏଥିସହ କେନ୍ଦ୍ର ବିରୋଧରେ ରଣହୁଙ୍କାର ମଧ୍ୟ ଦେଇଛନ୍ତି।

ଚାଷୀଙ୍କ ଯନ୍ତରମନ୍ତର ଆନ୍ଦୋଳନରେ ସାମିଲ ହୋଇ ରାହୁଲ ଗାନ୍ଧି କହିଛନ୍ତି, “କଳା କାନୁନ୍‌ ବିରୋଧରେ ଆଜି ସମସ୍ତ ବିରୋଧୀ ଦଳର ନେତାମାନେ ଏକାଠି ହୋଇଛନ୍ତି। ସେମାନେ ଏହି ଆଇନକୁ ବିରୋଧ କରିବା ସହ ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି। ଆମେ ସଂସଦରେ ପେଗାସସ୍‌ ଉପରେ ଆଲୋଚନା କରିବାକୁ ଚାହୁଁଛୁ। କିନ୍ତୁ ସେମାନେ ଏପରି ହେବାକୁ ଦେଉନାହାନ୍ତି। ନରେନ୍ଦ୍ର ମୋଦି ପ୍ରତି ଭାରତୀୟଙ୍କ ଫୋନକୁ ଯାଞ୍ଚ କରୁଛନ୍ତି।”

ରାହୁଲ ଗାନ୍ଧିଙ୍କ ସହ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଅଧୀର ରଞ୍ଜନ ଚୌଧୁରୀ, ଶିବସେନା ସଞ୍ଜ ରାଉତ, ଆରଜେଡି ନେତା ମନୋଜ ଝା ପ୍ରମୁଖ ଆଜି ଯନ୍ତମନ୍ତର ଯାଇ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନେ ବ୍ୟାନର ଓ ପୋଷ୍ଟର ଦେଖାଇ କୃଷି ଆଇନକୁ ବିରୋଧ କରିଛନ୍ତି। ତେବେ ବିଏସ୍‌ପି, ଟିଏମସି ଓ ଆପ୍‌ ରାହୁଲଙ୍କ ନେତୃତ୍ୱରେ ଯନ୍ତରମନ୍ତରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି। କିନ୍ତୁ ସେମାନେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଛନ୍ତି।

ଯନ୍ତରମନ୍ତର ଯିବା ପୂର୍ବରୁ ସଂସଦ ଗୃହରେ ୧୪ଟି ବିରୋଧୀ ଦଳର ନେତାମାନେ ଏକାଠି ହୋଇଥିଲେ। ଏଥିରେ କଂଗ୍ରେସ, ଡିଏମକେ, ଟିଏମସି, ଏନସିପି, ଶିବସେନା, ଆରଜେଡି, ସପା, ସିପିଆଇଏମ, ଆପ, ସିପିଆଇ, ଆଇୟୁଏମଏଲ, ଆରଏସପି, ଏନସି ଓ ଏଲଜେଡି ପ୍ରମୁଖ ଦଳର ସଦସ୍ୟମାନେ ରହିଥିଲେ। ବୈଠକରେ ସମସ୍ତେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ।

ଏହାପରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ମଧ୍ୟାହ୍ନ ୧୨.୩୦ରେ ଗୋଟିଏ ବସ୍‌ରେ ଆପ୍, ଟିଏମସି ଓ ବିଏସପିକୁ ଛାଡ଼ି ଆଉ ସବୁ ଦଳର ନେତା ଯନ୍ତରମନ୍ତର ଯାଇଥିଲେ। ସେଠାରେ ଚାଷୀମାନେ ଆୟୋଜନ କରୁଥିବା କିଷାନ ସଂସଦରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story