ପ୍ରଭୁ ଶ୍ରୀରାମ ହେଉଛନ୍ତି ଛତିଶଗଡ଼ର ଭଣଜା: ମୁଖ୍ୟମନ୍ତ୍ରୀ  

ରାୟପୁର: ପ୍ରଭୁ ଶ୍ରୀରାମ ହେଉଛନ୍ତି ଛତିଶଗଡ଼ର ଭଣଜା। ମାତା କୌଶଲ୍ୟାଙ୍କ ବାପଘର ହେଉଛି ଏହି ଛତିଶଗଡ଼। ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହା କହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ କେତେକ ପର୍ଯ୍ୟଟନସ୍ଥଳର ବିକାଶମୂଳ ପ୍ରକଳ୍ପକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି। ବନଗମନ ବେଳେ ପ୍ରଭୁ ଶ୍ରୀରାମ ଛତିଶଗଡ଼ ଆସି କିଛି କାଳ କଟାଇଥିବା ବେଳେ ପୌରାଣିକ ସଂସ୍କୃତିର ନିଦର୍ଶନ ବହନ କରୁଥିବା ଶିଭିରିନାରାୟଣ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳ ଭାବେ ଉନ୍ନତ୍ତି ପାଇଁ ରାଜ୍ୟ ସରକାର ଅନେକ […]

baghel

baghel

Tapas Behera
  • Published: Monday, 11 April 2022
  • Updated: 11 April 2022, 04:01 PM IST

ରାୟପୁର: ପ୍ରଭୁ ଶ୍ରୀରାମ ହେଉଛନ୍ତି ଛତିଶଗଡ଼ର ଭଣଜା। ମାତା କୌଶଲ୍ୟାଙ୍କ ବାପଘର ହେଉଛି ଏହି ଛତିଶଗଡ଼। ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହା କହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ କେତେକ ପର୍ଯ୍ୟଟନସ୍ଥଳର ବିକାଶମୂଳ ପ୍ରକଳ୍ପକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି। ବନଗମନ ବେଳେ ପ୍ରଭୁ ଶ୍ରୀରାମ ଛତିଶଗଡ଼ ଆସି କିଛି କାଳ କଟାଇଥିବା ବେଳେ ପୌରାଣିକ ସଂସ୍କୃତିର ନିଦର୍ଶନ ବହନ କରୁଥିବା ଶିଭିରିନାରାୟଣ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳ ଭାବେ ଉନ୍ନତ୍ତି ପାଇଁ ରାଜ୍ୟ ସରକାର ଅନେକ କିଛି ପଦକ୍ଷେପ ନେଇଛନ୍ତି। ଏହି ପର୍ଯ୍ୟଟନସ୍ଥଳର ପୁନରୁଦ୍ଧାର କରାଯାଇ ଏହାକୁ ଉଦଘାଟନ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ।

ଭୂପେଶ କହିଛନ୍ତି ଯେ,  କଂଗ୍ରେସ ସରକାର ସରଳ ହିନ୍ଦୁତ୍ୱର ବିଚାରଧାରାକୁ ବିଶ୍ୱାସ କରେ। ବନବାସ ସମୟରେ ଅଯୋଧ୍ୟା ଛାଡ଼ି ବନଗମନ ବେଳେ ପ୍ରଭୁ ଶ୍ରୀରାମ ଛତିଗଡ଼ର ବିଭିନ୍ନ ସ୍ଥାନରେ ରହିଥିଲେ।  ପ୍ରଭୁଙ୍କ ଉଦ୍ଦଶ୍ୟରେ ନିର୍ମିତ ପ୍ରତିମୂର୍ତ୍ତି ଛତିଶଗଡ଼ ସଂସ୍କୃତିର  ଏକ ଅନନ୍ୟ ପରିଚୟ ମଧ୍ୟ । ୧୯୮୦ ପୂର୍ବରୁ ଏହି ସବୁ ଧାର୍ମିକ କାର୍ଯ୍ୟ ବିଜେପି ଏଜେଣ୍ଡାରେ ନଥିଲା।

ଏବେ ବିଜେପି ରାମଙ୍କ ନାମରେ ଭିକ୍ଷା ମାଗୁଛି ।  କିନ୍ତୁ  ପ୍ରଭୁ ଶ୍ରୀରାମ ହେଉଛନ୍ତି ଆମର ଭଣଜା।  ଭଣାଜା ହିସାବରରେ ରାମଙ୍କର ଛତିଶଗଡ଼ସହ ଏକ ଭିନ୍ନ ସମ୍ପର୍କ ରହିଛି। ଏହି ଅବସରରେ  ପୁରାତନ ମନ୍ଦିର କୌଶଲ୍ୟା ମନ୍ଦିର ପରିଦର୍ଶନ କରିଛନ୍ତି ବାଘେଲ । ରାଜଧାନୀ ରାୟପୁରଠାରୁ ୩୦ କିମି ଦୂର ଚଣ୍ଡଖୁରିରେ ଏହି ମନ୍ଦିର ରହିଛି।  କୌଶଲ୍ୟା ହେଉଛନ୍ତି ଛତିଗଡ଼ ମହିତାରୀଙ୍କ ମା।

ସେହି ଅନୁସାରେ ଛତିଶଗଡ଼ ହେଉଛି ପ୍ରଭୁ ଶ୍ରୀରାମଙ୍କ ମାମୁ ଘର। ତେଣୁ ରାମ ବନ ଗମନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କିଛି ପଦକ୍ଷେପ ନିଆଯାଇଛି।  ପ୍ରଭୁ ଶ୍ରୀରାମ ବନବାସ ବେଳେ ସବୁଠୁ ଅଧିକ ଦିନ ଛତିଶଗଡ଼ରେ ରହିଥିଲେ। ତାଙ୍କ ପାଦ ପଡ଼ିଥିବା ୯ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ଦେଇ ଏହାର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story