ଶିକ୍ଷକଙ୍କ ମାଠିଆରୁ ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ଜୟପୁର: ହଜିଗଲା ମାନବିକତା। ଶିକ୍ଷା ଦେଉଥିବା ଶିକ୍ଷକଙ୍କ ହିଁ ପାଲଟିଗଲା ନୃଶଂସ। ମାଠିଆରୁ ପାଣି ପିଇବାରୁ ୯ ବର୍ଷର ଛାତ୍ରଙ୍କୁ ପିଟି ପିଟି ହତ୍ୟା। ଏଭଳି ଏକ ଛାତିଥରା ଘଟଣା ଘଟିଛି ରାଜସ୍ଥାନର ଜାଲୌର ଜିଲ୍ଲାରେ। ଛାତ୍ର ମୃତ୍ୟୁକୁ ନେଇ ଜିଲ୍ଲରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ରାଜସ୍ଥାନ ଜାଲୌର ଜିଲ୍ଲାର ସୁରାଣା ଗାଁ। ଜୁଲାଇ ୨୦ ତାରିଖରେ ଏଠାରେ ଏକ ଘରୋଇ ବିଦ୍ୟାଳୟରେ […]

Dalit Student

Dalit Student

Madhupriya Mistry
  • Published: Sunday, 14 August 2022
  • Updated: 14 August 2022, 12:47 PM IST

Sports

Latest News

ଜୟପୁର: ହଜିଗଲା ମାନବିକତା। ଶିକ୍ଷା ଦେଉଥିବା ଶିକ୍ଷକଙ୍କ ହିଁ ପାଲଟିଗଲା ନୃଶଂସ। ମାଠିଆରୁ ପାଣି ପିଇବାରୁ ୯ ବର୍ଷର ଛାତ୍ରଙ୍କୁ ପିଟି ପିଟି ହତ୍ୟା। ଏଭଳି ଏକ ଛାତିଥରା ଘଟଣା ଘଟିଛି ରାଜସ୍ଥାନର ଜାଲୌର ଜିଲ୍ଲାରେ। ଛାତ୍ର ମୃତ୍ୟୁକୁ ନେଇ ଜିଲ୍ଲରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

ରାଜସ୍ଥାନ ଜାଲୌର ଜିଲ୍ଲାର ସୁରାଣା ଗାଁ। ଜୁଲାଇ ୨୦ ତାରିଖରେ ଏଠାରେ ଏକ ଘରୋଇ ବିଦ୍ୟାଳୟରେ ଜଣେ ୯ ବର୍ଷର ଦଳିତ ଛାତ୍ର ଶୋଷ ଲାଗିବାରୁ ସ୍କୁଲରେ ରଖାଯାଇଥିବା ଶିକ୍ଷକଙ୍କ ମାଠିଆରୁ ପାଣି ପିଇ ଦେଇଥିଲା। ଏହା ଦେଖି ରାଗି ଯାଇଥିଲେ ଶିକ୍ଷକ ଛେଲା ସିଂହ। ଉକ୍ତ ଛାତ୍ରଙ୍କୁ ଅସଭ୍ୟ ଭାଷାରେ ଗଳି ଗୁଲଜ କରିବା ସହ ନିର୍ଧୁମ ମାଡ ମାରିଥିଲେ। ଫଳରେ ଛାତ୍ରଙ୍କ କାନର ଶିରା ଫାଟି ଯାଇଥିଲା। ଚିକିତ୍ସା ପାଇଁ ତାକୁ ପ୍ରଥମେ ସ୍ଥାନିୟ ହସ୍ପିଟାଲ ପରେ ଅହମ୍ମଦାବାଦ ନିଆ ଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ଛାତ୍ରଟି ପ୍ରାଣ ହରାଇଛି।

ଉକ୍ତ ମୃତ ଛାତ୍ର ଜଣଙ୍କ ନାଁ ଇନ୍ଦ୍ର କୁମାର ସେ ସୁରନା ଗାଁର ସରସ୍ୱତୀ ବିଦ୍ୟା ମଣ୍ଡଳର ତୃତୀୟ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି। ଏହି ମାମଲାରେ ମୃତ ଛାତ୍ରଙ୍କ ଦାଦା କିଶୋର କୁମାର ସାୟଲା ପୁଲିସ ଷ୍ଟେସନରେ ଛାତ୍ରଙ୍କୁ ଅପମାନିତ କରିବା, ଜାତିଗତ ଶବ୍ଦ ବ୍ୟବହାର କରିବା, ଏବଂ ହତ୍ୟା କରିବା ଅଭିଯୋଗରେ ସ୍କୁଲ ଶିକ୍ଷକ ଛେଲା ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଏସ୍‌ସି ଏସ୍‌ଟି ଆକ୍ଟ ଅଧୀନରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଅନ୍ୟପଟେ ମାମଲାର ତଦନ୍ତ ପାଇଁ ବ୍ଲକ ଶିକ୍ଷାଅଧିକାରୀଙ୍କ ତରଫରୁ ଏକ କମିଟି ଗଠନ ହୋଇଛି।

ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ଜାଲୋରରେ ଏକ ବେସରକାରୀ ସ୍ତୁଲ ଶିକ୍ଷକଙ୍କ ମାଡରେ ଛାତ୍ରର ମୃତ୍ୟୁ ଘଟିଛି। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏସସି-ଏସଟି ଆକ୍ଟରେ ମାମଲା ଚାଲିବ। ଛାତ୍ରଙ୍କୁ ଶୀଘ୍ର ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।

ତେବେ ମାମଲା ଗୁରୁତର ହୋଇଥିବାରୁ ରାଜନୈତିକ ବୟାନବାଜି ଜୋର୍ ଧରିଛି। ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର କହିଛନ୍ତି ଯେ, ପାଣି ସ୍ପର୍ଶ କରିବାକୁ ଛାତ୍ରକୁ ମାଡ ହୋଇଛି। ଯେଉଁଥିରେ ତାର ମୃତ୍ୟୁ ଘଟିଛି। ବିଜେପି ମଧ୍ୟ କଂଗ୍ରେସ ଶାସନରେ ଦଳିତ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story