ଅଲୱର ଦୁଷ୍କର୍ମ ଘଟଣା: ତଦନ୍ତ କରିବ ସିବିଆଇ

ଜୟପୁର: ଅଲୱର ଦୁଷ୍କର୍ମ ଘଟଣା ରାଜସ୍ତାନରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜସ୍ତାନ ସରକାର। ରାଜସ୍ତାନ ସିଏମଓ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାଜ୍ୟ ଗୃହମନ୍ତ୍ରୀ, ଉଚ୍ଚପଦାଧିକାରୀଙ୍କ ସହ ଡିଜିପି ଉପସ୍ଥିତ ଥିଲେ। ଏହା ପୂର୍ବରୁ  ଯଦି ପୀଡ଼ିତାଙ୍କ […]

rape

rape

Tapas Behera
  • Published: Sunday, 16 January 2022
  • Updated: 16 January 2022, 09:06 PM IST

Sports

Latest News

ଜୟପୁର: ଅଲୱର ଦୁଷ୍କର୍ମ ଘଟଣା ରାଜସ୍ତାନରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜସ୍ତାନ ସରକାର। ରାଜସ୍ତାନ ସିଏମଓ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାଜ୍ୟ ଗୃହମନ୍ତ୍ରୀ, ଉଚ୍ଚପଦାଧିକାରୀଙ୍କ ସହ ଡିଜିପି ଉପସ୍ଥିତ ଥିଲେ। ଏହା ପୂର୍ବରୁ  ଯଦି ପୀଡ଼ିତାଙ୍କ ପରିବାର ଚାହିଁବେ ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ କହିଥିଲେ ।

ସେ କହିଥିଲେ ଯେ, ବିଜେପି ଏହାକୁ ନେଇ ରାଜନୀତି କରୁଛି । ରାଜ୍ୟ ପୁଲିସ ଏହି ମାମଲାରେ ନିରପେକ୍ଷ ତଦନ୍ତ କରୁଛି। ଉକ୍ତ ମାମଲାରେ ସ୍ୱାଧୀନ ଭାବେ ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଆଣିବା ସରକାରଙ୍କ ଲକ୍ଷ୍ୟ । ଏହାବାଦେ ଯଦି ପୀଡ଼ିତାଙ୍କ ପରିବାର କୌଣସି ସ୍ୱତନ୍ତ୍ର ଅଫିସର, ସିଆଇଡି, କ୍ରାଇମବ୍ରାଞ୍ଚ, ଏସଓଜି କିମ୍ବା ସିବିଆଇ ତଦନ୍ତ ଚାହାନ୍ତି ତେବେ ମାମଲା ହସ୍ତାନ୍ତର କରିବାକୁ ସରକାର ରାଜି ବୋଲି ସେ କହିଥିଲେ  । ପୂର୍ବରୁ ପୁଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା ପୀଡ଼ିତାଙ୍କ ଭଉଣୀ କହିଥିଲେ ।

ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାଜସ୍ତାନ ଅଲୱରର ତିଜ୍ରା ଫ୍ଲାଏଓଭର ନିକଟକରୁ ପୀଡ଼ିତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା । ତାଙ୍କୁ ଅଲୱର ହସପିଟାଲରେ ଭର୍ତ୍ତି କରାଯାଇଥିଳା। ଡାକ୍ତରମାନେ ରକ୍ତ ପ୍ରବାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଗୁରୁତର ଅବସ୍ଥାରେ ଜୟପୁରର ଜେକେ ଲନ୍ ହସପିଟାଲଳୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକା ଜଣଳ ଜେକେ ଲନ୍‌ ହସପିଟାଲରେ ଏବେ ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛି । ସମ୍ପୃକ୍ତ ଯୁବତୀ ଗୁପ୍ତାଙ୍ଗରେ ଏକାଧିକ ସ୍ଥାନରେ ଆଘାତ ଥିବା  ଜେକେ ଲନ୍‌ ହସପିଟାଲରେ ଡା. ଅରବିନ୍ଦ ଶୁକ୍ଲା କହିଥିଲେ। ରାଜ୍ୟ ମହିଳା ଳକମିଶନର ପୀଡ଼ିତାଙ୍କ ପାଇଁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହ ରାଜସ୍ତାନ ସରକାର ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ସେହିପରି ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ୧ ଲକ୍ଷ ଟଙ୍କା ଏବଂ ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ୩.୫ ଲକ୍ଷ ଟଙ୍କା ଘୋଷଣା କରାଯାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story