୩୨ ସେକେଣ୍ଡର ଶୁଭବେଳାରେ ସଂପନ୍ନ ହେବ ଭୂମିପୂଜନ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଅଯୋଧ୍ୟାରେ ଭୂମିପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆହୁରି ୧୭୮ ଜଣ ବିଶିଷ୍ଟ ଅତିଥି ଯୋଗ ଦେବେ। ତେବେ ଏକ ବିଶେଷ ଶୁଭ ମୁହୂର୍ତ୍ତରେ ଏହି ଭୂମିପୂଜା କାର୍ଯ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ୪୦ […]

rammandir

rammandir

Jitendra Garnayak
  • Published: Wednesday, 05 August 2020
  • Updated: 05 August 2020, 10:15 AM IST

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଅଯୋଧ୍ୟାରେ ଭୂମିପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆହୁରି ୧୭୮ ଜଣ ବିଶିଷ୍ଟ ଅତିଥି ଯୋଗ ଦେବେ। ତେବେ ଏକ ବିଶେଷ ଶୁଭ ମୁହୂର୍ତ୍ତରେ ଏହି ଭୂମିପୂଜା କାର୍ଯ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ୪୦ ମିନିଟ୍ ପରେ ୩୨ ସେକେଣ୍ଡ ସମୟ ବହୁତ ଶୁଭ। ଆଉ ଏହି ଶୁଭ ବେଳାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ବା ଶିଳାନ୍ୟାସ କାର୍ଯ୍ୟ ସଂପନ୍ନ କରାଯିବ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଶିଳାନ୍ୟାସ ପାଇଁ ଦୁଇଟି ଶୁଭ ବେଳା ଦିଯାଇଥିଲା। ତେବେ ଦିଆଯାଇଥିବା ଦୁଇଟି ଶୁଭ ବେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ବଢ଼ିଆ ଢଙ୍ଗରେ ଉପଯୋଗ କଲେ। ସେଥିରୁ ଗୋଟିଏ ଜୁଲାଇ ୨୯ ତାରିଖରେ ଥିଲା। ଆଉ ସେହିଦନ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଲା। ଆଉ ଦ୍ୱିତୀୟ ଶୁଭ ମୁହୂର୍ତ୍ତ ଯାହା ଅଗଷ୍ଟ ୫ରେ ପଡୁଛି, ସେଥିରେ ରାମ ମନ୍ଦିରର ଶିଳାନ୍ୟାସ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story