୧୯୯ ଜିଲ୍ଲାରେ କମୁଛି ସଂକ୍ରମଣ, ରିକଭରୀ ରେଟ୍ ୮୫.୬ %

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରଭାବ ଏବେ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ରିକଭରୀ ମଧ୍ୟ ବଢ଼ୁଛି । ଅର୍ଥାତ୍ ଦେଶର କରୋନା ରିକଭରୀ ହାର ୮୫.୬ ପ୍ରତିଶତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ମେ’ ୩ ତାରିଖରେ ଦେଶରେ କରୋନା ରିକଭରୀ ହାର ୮୧.୭ ପ୍ରତିଶତ ଥିଲା । ଅର୍ଥାତ୍ ଏବେ ରିକଭରୀ ହାରରେ ପାଖାପାଖି ୪ ପ୍ରତିଶତ ବୃଦ୍ଧି ହୋଇଛି । […]

corona-recovery

corona-recovery

Ranjit Kumar Jena
  • Published: Tuesday, 18 May 2021
  • Updated: 18 May 2021, 07:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରଭାବ ଏବେ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ରିକଭରୀ ମଧ୍ୟ ବଢ଼ୁଛି । ଅର୍ଥାତ୍ ଦେଶର କରୋନା ରିକଭରୀ ହାର ୮୫.୬ ପ୍ରତିଶତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ମେ’ ୩ ତାରିଖରେ ଦେଶରେ କରୋନା ରିକଭରୀ ହାର ୮୧.୭ ପ୍ରତିଶତ ଥିଲା । ଅର୍ଥାତ୍ ଏବେ ରିକଭରୀ ହାରରେ ପାଖାପାଖି ୪ ପ୍ରତିଶତ ବୃଦ୍ଧି ହୋଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୪,୨୨,୪୩୬ ଜଣ ଲୋକ ସୁସ୍ଥ ହୋଇଛନ୍ତି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ, ଯାହା ଏକ ପଜିଟିଭ୍ ଟ୍ରେଣ୍ଡ ବୋଲି କହିଛନ୍ତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସମ୍ପାଦକ ଲଭ୍ ଅଗ୍ରୱାଲ୍ । ଲଭ୍ ଅଗ୍ରୱାଲ କହିଛନ୍ତି, ଦେଶରେ କରୋନାର ଲହର ଧିମା ପଡ଼ିଛି । ମଙ୍ଗଳବାର ପଜିଟିଭ୍ ହାର ୧୪.୧୦ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଆକ୍ଟିଭ୍ ମାମଲା ଧିରେ ଧିରେ କମୁଛି । ଗତ ୧୫ ଦିନରେ କରୋନାର ଆକ୍ଟିଭ୍ ମାମଲା ଲଗାତର ହ୍ରାସ ପାଉଛି । ଦେଶର ୮ଟି ରାଜ୍ୟରେ ଆକ୍ଟିଭ୍ ମାମଲାର ସଂଖ୍ୟା ୧ଲକ୍ଷରୁ ଅଧିକ ରହିଛି । ସେହିପରି ୧୦ଟି ରାଜ୍ୟରେ ଆକ୍ଟିଭ ମାମଲାର ସଂଖ୍ୟା ୫୦ହଜାରରୁ ୧ ଲକ୍ଷ ମଧ୍ୟରେ ରହିଛି ଏବଂ ୧୮ ରାଜ୍ୟରେ ଆକ୍ଟିଭ୍ ମାମଲା ୫୦ହଜାର ତଳକୁ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶର ୧୯୯ ଜିଲ୍ଲାରେ ଗତ ୩ ସପ୍ତାହ ଧରି କରୋନା ମାମଲାରେ ଲଗାତର ଅବନତି ଓ ପଜିଟିଭିଟି ଦେଖା ଦେଇଛି। ଦେଶରେ ଲଗାତର ଟେଷ୍ଟିଂ ବଢ଼ୁଛି ଏବଂ ପ୍ରତିଦିନ ୧୮ଲକ୍ଷରୁ ଅଧିକ ଲୋକଙ୍କର ଟେଷ୍ଟ କରାଯାଉଛି । ଗତ କିଛି ଦିନ ଧରି କଣ୍ଟେନମେଣ୍ଟ ଜୋନରେ ଅଧିକ ଫୋକସ୍ ଦିଆଯାଇଛି, ଯାହାର ପ୍ରଭାବ ଦେଖିବାକୁ ମିଳିଛି । ପଜିଟିଭ୍ ହାର ଲଗାତର ଘଟୁଛି । ମେ’ ୭ ତାରିଖରେ ସବୁଠାରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ଏପର୍ଯ୍ୟନ୍ତ ନୂଆ ମାମଲାର ସଂଖ୍ୟାରେ ୨୭ ପ୍ରତିଶତ ହ୍ରାସ ପାଇଛି ।

ହେଲେ ଏହାରି ଭିତରେ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣରେ ହେଉଥିବା ମୃତ୍ୟୁ ସଂଖ୍ୟା ଲଗାତର ବଢ଼ୁଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୨ଲକ୍ଷ ୬୩ ହଜାର ମାମଲା ସାମ୍ନାକୁ ଆସିଛି । କିନ୍ତୁ ଦିନକ ଭିତରେ ରେକର୍ଡ ୪୩୨୯ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୮.୪୪ କୋଟି ଲୋକଙ୍କର ଟିକାକରଣ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story