ସିଦ୍ଧୁ ଶୁଭେଚ୍ଛା ଜଣାଇଲେ, ସମର୍ଥକ ବିରୋଧ କଲେ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ କରିଛି।  ଅମରିନ୍ଦର ସିଂ ରାଜାଙ୍କୁ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି କଂଗ୍ରେସ। ତେବେ ନୂଆ ପସିସି ସଭାପତିଙ୍କୁ ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ପ୍ରଶଂସା କରିଥିବା ବେଳେ ତାଙ୍କ ସମର୍ଥକ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସିଦ୍ଧୁଙ୍କ ପ୍ରତି ଅନ୍ୟାୟ କରାଯାଇଛି। ନିଷ୍ପତ୍ତି ବଦଳାଯାଉ ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି। ପଞ୍ଜାବ ନିର୍ବାଚନରେ ଶୋଚନୀୟ […]

sidhu

sidhu

Tapas Behera
  • Published: Sunday, 10 April 2022
  • Updated: 10 April 2022, 08:24 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ କରିଛି।  ଅମରିନ୍ଦର ସିଂ ରାଜାଙ୍କୁ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି କଂଗ୍ରେସ। ତେବେ ନୂଆ ପସିସି ସଭାପତିଙ୍କୁ ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ପ୍ରଶଂସା କରିଥିବା ବେଳେ ତାଙ୍କ ସମର୍ଥକ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସିଦ୍ଧୁଙ୍କ ପ୍ରତି ଅନ୍ୟାୟ କରାଯାଇଛି। ନିଷ୍ପତ୍ତି ବଦଳାଯାଉ ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି।

ପଞ୍ଜାବ ନିର୍ବାଚନରେ ଶୋଚନୀୟ ପରାଜାୟ ପରେ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ। ଅମରିନ୍ଦର ସିଂ ରାଜା  ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ଦଳ ଶୀର୍ଷ ନେତୃତ୍ୱ ରାଜା ବରାଡଙ୍କ ସହ ପ୍ରତାପ ସିଂ ବାଜୱାଙ୍କୁ ରାଜ୍ୟରେ ବିରୋଧୀ ଦଳ ନେତା ନିଯୁକ୍ତ କରିଛି। ଏଥିସହ ଭାରତ ଭୂଷଣ ଆଶୁଙ୍କୁ ରାଜ୍ୟର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛି ଦଳ । ତେବେ ପିସିସି ସଭାପତି ନିଯୁକ୍ତିକୁ ସିଦ୍ଧୁଙ୍କ ଅନୁଗାମୀ ତଥା ପୂର୍ବତନ ଅମରଗଡ଼ ପୂର୍ବତନ କଂଗ୍ରେସ ବିଧାୟକ ସୁରଜିତ ସିଂହ ଧିମନ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ନୂଆ ପିସିସି ସଭାପତି ଦୁର୍ନୀତିରେ ଲିପ୍ତ ଅଛନ୍ତି।

ତାଙ୍କର ନିଯୁକ୍ତି ଦଳ ପାଇଁ ଘାଟା ହେବ। ପଞ୍ଜାବ ବିରୋଧରେ ଏହି ନିର୍ଣ୍ଣୟ ନିଆଯାଇଛି। ଦଳ ପାଇଁ ଏହା ମହଙ୍ଗା ପଡ଼ିବ। ଦୀର୍ଘ ବର୍ଷ ପର୍ଯ୍ୟନ୍ତ  କଂଗ୍ରେସ କ୍ଷମତାକୁ ଆସିବପାରିବ ନାହିଁ। ଅମରିନ୍ଦର ସିଂ ରାଜାଙ୍କୁ ଅମେ ସମର୍ଥନ କରିପାରୁ ନାହୁଁ ବୋଲି ସୁରଜିତ ସିଂହ ଧିମନ କହିଛନ୍ତି । ସେ କଂଗ୍ରେସର ଯୁବ ନେତା ଥିଲା ବେଳେ ଟିକେଟ ବିକ୍ରି କରିଥିଲେ। । ଆମେ  ତାଙ୍କଠାରୁ କିଛି ଆଶା ରଖିନାହୁଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story