ରିଆ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଆଜି ତୃତୀୟ ଦିନରେ ଜେରା କରିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା  ଅନ୍ୟ ଅଭିଯୁକ୍ତଙ୍କ ସହିତ ରିଆଙ୍କୁ ସେପ୍ଟେମ୍ବର ୯ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ। ଏନସିବି ଏହି ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଡ୍ରଗ୍ସ କିଣିବା ଏବଂ ସେବନ […]

Rhea-2

Rhea-2

Jitendra Garnayak
  • Published: Tuesday, 08 September 2020
  • Updated: 08 September 2020, 06:32 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଆଜି ତୃତୀୟ ଦିନରେ ଜେରା କରିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା  ଅନ୍ୟ ଅଭିଯୁକ୍ତଙ୍କ ସହିତ ରିଆଙ୍କୁ ସେପ୍ଟେମ୍ବର ୯ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ। ଏନସିବି ଏହି ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିପାରେ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଡ୍ରଗ୍ସ କିଣିବା ଏବଂ ସେବନ କରିବା ଅଭିଯୋଗରେ ରିଆଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯିବାର ଅଛି। ଏନସିବି ବର୍ତ୍ତମାନ ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲରୁ ତଦନ୍ତ କରୁଛି।

ଏହା ପୂର୍ବରୁ ଡ୍ରଗ୍ସ କିଣା ଅଭିଯୋଗରେ ଏନସିବି ରିଆଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ ରୋଷେୟା ଦୀପେଶ ସାଓ୍ବନ୍ତଙ୍କୁ ଗିରଫ କରିସାରିଛି। ରିଆଙ୍କ ପାଇଁ ଡ୍ରଗ୍ସ କିଣୁଥିବା ସୌଭିକ୍ ମାନିସାରିଛନ୍ତି।

ତାଙ୍କୁ ଗତ ତିନି ଦିନ ଧରି ଜେରା କରାଯାଉଛି। ଏନସିବି ପ୍ରଥମେ ସେପ୍ଟେମ୍ବର ୬ ଏବ ପରେ ୭ ଓ ୮ ତାରିଖରେ ହାଜର ପାଇଁ ସମନ୍ ଜାରି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story