ବିଜେପି ରାଜ୍ୟ ସଭାପତିଙ୍କୁ ଛୁରୀରେ ଆକ୍ରମଣ

ଜୟପୁର: ଏବେ ଦେଶରେ ହତ୍ୟା ଏବଂ ଆକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏଥିରୁ ଏବେ ରାଜନେତା ମଧ୍ୟ ବାଦ୍‌ ପଡି ନାହାନ୍ତି। ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କୁ ସର୍ବସମ୍ମୁଖରେ ଛୁରୀରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କୁ ଏହି ଆକ୍ରମଣ କରିଥିବା ଜଣାପଡିଛି। ବିଜେପି ନେତା ସତୀଶ ପୁନିଆ ରାଜସମନ୍ଦରେ ଚାଲିଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଛୁରୀରେ ଆକ୍ରମଣ ହୋଇଛି। ତେବେ ଏଥିରେ […]

satish-poonia

satish-poonia

Madhupriya Mistry
  • Published: Wednesday, 06 July 2022
  • Updated: 06 July 2022, 04:16 PM IST

Sports

Latest News

ଜୟପୁର: ଏବେ ଦେଶରେ ହତ୍ୟା ଏବଂ ଆକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏଥିରୁ ଏବେ ରାଜନେତା ମଧ୍ୟ ବାଦ୍‌ ପଡି ନାହାନ୍ତି। ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କୁ ସର୍ବସମ୍ମୁଖରେ ଛୁରୀରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କୁ ଏହି ଆକ୍ରମଣ କରିଥିବା ଜଣାପଡିଛି।

ବିଜେପି ନେତା ସତୀଶ ପୁନିଆ ରାଜସମନ୍ଦରେ ଚାଲିଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଛୁରୀରେ ଆକ୍ରମଣ ହୋଇଛି। ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନାହିଁ କି ତାଙ୍କୁ ଆଘାତ ମଧ୍ୟ ଲାଗିନାହିଁ।

ଯେତେବେଳେ ତାଙ୍କ ଉପରେ ଆକ୍ରମଣ ହେଲା ସେତେବେଳେ ଦଳୀୟ କର୍ମୀମାନେ ତାଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଯାଇଥିଲେ। ଘଟଣା ପରେ ସତୀଶ ପୁନିଆଙ୍କୁ ସୁରକ୍ଷିତ ଭାବେ କାର୍‌ରେ ବସାଇ ପଠାଇ ଦିଆଯାଇଛି। ତେବେ ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି କିଏ ତାଙ୍କୁ ଗିରଫ କରାଯାଇଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ମୁତାବକ, ସତୀଶ ପୁନିଆ ଆଜି ନଥଦ୍ୱାରରେ ଶ୍ରୀନାଥଜୀଙ୍କ ଦର୍ଶନ କରିଥିଲେ। ଏହାପରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଦି ସରକାରଙ୍କ ୮ ବର୍ଷର ସଫଳ ଉପଲବ୍ଧି ବଖାଣିଥିଲେ।

ଏହା ପୂର୍ବରୁ ମଧ୍ୟ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇସାରିଛି। ଫେବ୍ରୁଆରୀ ମାସରେ କୋଟାରେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଦେଇଥିବା ବୟାନକୁ ନେଇ କଂଗ୍ରେସ ବିରୋଧ କରିଥିଲା। କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥରେ ପୁନିଆଙ୍କ କାର୍‌କୁ ଅଟକାଇ କଳା ପତାକା ଦେଇଥିଲେ। ଏଥିସହ ତାଙ୍କ କାର୍‌ ଉପରକୁ  ପଥର ମାଡ ମଧ୍ୟ ହୋଇଥିଲା। ଏଥିରୁ ପୁନଆଙ୍କୁ ପିଏସ୍‌ଓ ରକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story