ଆମେ ଜିତିଲେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ଓ ସ୍କୁଟି ଦିଆଯିବ: ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ନେତ୍ରୀ  ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ଆଉ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଦଳ କ୍ଷମତାକୁ ଫେରେ ତେବେ ସମସ୍ତ ଦ୍ୱାଦଶ ପାସ୍‌ ଛାତ୍ରୀଙ୍କୁ  ମାଗଣାରେ ସ୍ମାଟଫୋନ୍‌ ଏବଂ ସମସ୍ତ ସ୍ନାତକ ପାସ୍‌ ଝିଅମାନଙ୍କୁ  ଇଲେକ୍‌ଟ୍ରିକ୍‌ ଚାଳିତ  ସ୍କୁଟି ଦିଆଯିବ। ସେ କହିଛନ୍ତି ଯେ, ଗତକାଲି ମୁଁ କିଛି  ଛାତ୍ରୀମାନଙ୍କୁ ଭେଟିଥିଲି। ସେମାନେ […]

priyanka

priyanka

Tapas Behera
  • Published: Thursday, 21 October 2021
  • Updated: 21 October 2021, 06:23 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ନେତ୍ରୀ  ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ଆଉ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଦଳ କ୍ଷମତାକୁ ଫେରେ ତେବେ ସମସ୍ତ ଦ୍ୱାଦଶ ପାସ୍‌ ଛାତ୍ରୀଙ୍କୁ  ମାଗଣାରେ ସ୍ମାଟଫୋନ୍‌ ଏବଂ ସମସ୍ତ ସ୍ନାତକ ପାସ୍‌ ଝିଅମାନଙ୍କୁ  ଇଲେକ୍‌ଟ୍ରିକ୍‌ ଚାଳିତ  ସ୍କୁଟି ଦିଆଯିବ। ସେ କହିଛନ୍ତି ଯେ, ଗତକାଲି ମୁଁ କିଛି  ଛାତ୍ରୀମାନଙ୍କୁ ଭେଟିଥିଲି। ସେମାନେ କହିଥିଲେ ଯେ, ସେମାନଙ୍କ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ଦରକାର। ମୁଁ ଅତ୍ୟନ୍ତ ଖୁସି ଯେ ଆଜି ୟୁପି କଂଗ୍ରେସ ନିର୍ବାଚନ ଇସ୍ତାହାର କିମଟି ସହ ଆଲୋଚନା କରିଥିଲା।  ନିଷ୍ପତ୍ତି ଅନୁଯାୟୀ ଯଦି ଆସନ୍ତା ବର୍ଷ କଂଗ୍ରେସ ଶାସନକୁ ଫେରେ ତେବେ ଝିଅମାନଙ୍କୁ ଇଲେକଟ୍ରିକ୍‌ ଚାଳିତ  ସ୍କୁଟି ଏବଂ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯିବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି।

ଆସନ୍ତା ନିର୍ବାଚନରେ ​​ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବା ଘୋଷଣା ପରେ ଏହା  ଦଳର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସର ଏହି ପଦକ୍ଷେପ ରାଜ୍ୟର ମହିଳାମାନଙ୍କୁ ସୁରକ୍ଷା ଓ ସଶକ୍ତ କରାଇବାରେ ସହାୟକ ହେବ ବୋଲି କୁହାଯାଇଛି।  ଦୁଇ ଦିନ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୦ ପ୍ରତିଶତ ଟିକେଟ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବ ବୋଲି ଘୋଷଣା କରିଥିଲେ ପ୍ରିୟଙ୍କା।

ପ୍ରିୟଙ୍କା କହିଥିଲେ ଯେ, ଉତ୍ତରପ୍ରଦେଶର ଯେଉଁ ମହିଳା ପରିବର୍ତ୍ତନ ଚାହାନ୍ତି । ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମହିଳାମାନେ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ମହିଳାଙ୍କୁ ଗୁରୁତ୍ୱ ଦେଇ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story