ହସପିଟାଲରୁ ବାହାରିଲେ ସୋନିଆ ଗାନ୍ଧି, ଇଡିରେ ହାଜର ହେବେ !

ନୂଆଦିଲ୍ଲୀ: କୋଭିଡରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି।  ଆଜି ଦିଲ୍ଲୀରେ ତାଙ୍କୁ ଗଙ୍ଗାରାମ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଗତ  ଜୁନ୍‌ ୧୨ ତାରିଖରେ କୋଭିଡ୍‌ ଜଟିଳତାରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ସୋନିଆ ଗାନ୍ଧି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।  ସୋନିଆ ଗାନ୍ଧିଙ୍କୁ ଘରେ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜୟରାମ ଟ୍ୱିଟ୍‌ କରି […]

sonia

sonia

Tapas Behera
  • Published: Monday, 20 June 2022
  • Updated: 21 June 2022, 12:36 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି।  ଆଜି ଦିଲ୍ଲୀରେ ତାଙ୍କୁ ଗଙ୍ଗାରାମ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଗତ  ଜୁନ୍‌ ୧୨ ତାରିଖରେ କୋଭିଡ୍‌ ଜଟିଳତାରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ସୋନିଆ ଗାନ୍ଧି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।  ସୋନିଆ ଗାନ୍ଧିଙ୍କୁ ଘରେ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜୟରାମ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏବେ ସୁସ୍ଥ ହେବା ପରେ ସେ ଇଡିରେ ହାଜାର ହୋଇପାରନ୍ତି। ନ୍ୟାସନାଲ ହେରାଲଡ୍‌ ମାମଲାରେ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଜୁନ୍‌ ୮ ତାରିଖରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କୋଭିଡରେ ସଂକ୍ରମିତ ହୋଇ ସମୟ ମାଗିଥିଲେ। ପରେ ଇଡି ପକ୍ଷରୁ ଜୁନ୍‌ ୨୩ ତାରିଖରେ ହାଜର ପାଇଁ  ଧାର୍ଯ୍ୟ କରାଯାଇଛି। ଇତି ମଧ୍ୟରେ ତାଙ୍କ ପୁଅ ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି। ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା।

https://twitter.com/Jairam_Ramesh/status/1538866192433041408?s=20&t=QGLv7fAqy64ic2gWmkidUw

ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି। ସୁବ୍ରମନିୟନ୍‌ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଥିଲେ।

ସେ ଆହୁରି କହିଥିଲେ ଯେ ଏଜେଏଲ କଂଗ୍ରେସ ପାର୍ଟି ଠାରୁ ୯୦.୨୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲା। ଏହାକୁ ଅସୁଲ କରିବାର ଅଧିକାର ହାସଲ କରିବାକୁ ୟଙ୍ଗ ଇଣ୍ଡିଆ ଲିଃ ଉକ୍ତ କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା। ନ୍ୟାଶନାଲ ହେରାଲ୍ଡ ଖବର କାଗଜର କାମ ଆରମ୍ଭ କରିବା ପାଇଁ ଏପରି ଋଣ ନେଇଥିଲା। ଋଣ ପ୍ରଦାନ ମଧ୍ୟ ବେଆଇନ। କାରଣ ଏହା ପାର୍ଟି ଫଣ୍ଡରୁ ଦିଆଯାଇଥିଲା ବୋଲି ସେ କହିଛନ୍ତି। ୨୦୧୪ରେ ଇଡି ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story