କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ, ଲକ୍ଷ୍ୟ ପଞ୍ଜାବ

ନୂଆଦିଲ୍ଲୀ: କଂଗ୍ରେସରେ ମିଶିଲେ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କ ଭଉଣୀ। ତାଙ୍କ ଭଉଣୀ ମାଳବିକା ସୁଦ ଆଜି ବିଦ୍ଧିବଧ ଭାବେ ପଞ୍ଜାବ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁ  ସୋନୁଙ୍କ ବାଷଭବନରେ ପହଞ୍ଚିଥିଲେ। ସୋନୁଙ୍କ ସହ ସିଦ୍ଧୁ ଆଲୋଚନା କରୁଥିବା ଫଟୋ ସୋଶାଲ ମିଡିଆରେ ପହଞ୍ଚିଛି। ଗତ ସପ୍ତାହରେ ସୋନୁଙ୍କୁ ପଞ୍ଜାବ ରାଜ୍ୟ ଆଇକନ ଭାବେ ନିଯୁକ୍ତିକୁ ଭାରତୀୟ ନିର୍ବାଚନ କମିଶନ ବାତିଲ କରିଥିଲେ। ଏହା ପରେ […]

iop11

iop11

Tapas Behera
  • Published: Monday, 10 January 2022
  • Updated: 10 January 2022, 06:29 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ମିଶିଲେ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କ ଭଉଣୀ। ତାଙ୍କ ଭଉଣୀ ମାଳବିକା ସୁଦ ଆଜି ବିଦ୍ଧିବଧ ଭାବେ ପଞ୍ଜାବ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁ  ସୋନୁଙ୍କ ବାଷଭବନରେ ପହଞ୍ଚିଥିଲେ। ସୋନୁଙ୍କ ସହ ସିଦ୍ଧୁ ଆଲୋଚନା କରୁଥିବା ଫଟୋ ସୋଶାଲ ମିଡିଆରେ ପହଞ୍ଚିଛି।

ଗତ ସପ୍ତାହରେ ସୋନୁଙ୍କୁ ପଞ୍ଜାବ ରାଜ୍ୟ ଆଇକନ ଭାବେ ନିଯୁକ୍ତିକୁ ଭାରତୀୟ ନିର୍ବାଚନ କମିଶନ ବାତିଲ କରିଥିଲେ। ଏହା ପରେ ଉକ୍ତ ପଦରୁ ହଟିଯାଇଥିଲେ ସୋନୁ। ସେ କହିଥିଲେ ଯେ, ତାଙ୍କ ଘରର ସଦସ୍ୟ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଯୋଜନା  ରହିଛି। ତେଣୁ ସେ ସ୍ୱେଚ୍ଛାକୃତଭାବେ ଏହି ପଦରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ତାଙ୍କ ଭଉଣୀ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ ହୋଇ ନଥିଲା।  ହଠାତ ଆଜି ତାଙ୍କ ଭଉଣୀ କଂଗ୍ରେସରେ ମିଶିବା ପରେ ସବୁ ଚର୍ଚ୍ଚାର ଅବସାନ ଘଟିଛି।

ସୂଚନାଯୋଗ୍ୟ, ଗତବର୍ଷ ନିର୍ବାଚନ କମିଶନ ସୋନୁ ସୁଦଙ୍କୁ ପଞ୍ଜାବର ଷ୍ଟେଟ ଆଇକନ ଭାବେ ନିଯୁକ୍ତ ଦେଇଥିଲେ। ସୋନୁଙ୍କ ଘର ପଞ୍ଜାବର ମୋଗା ଜିଲ୍ଲାରେ। ମହାମାରୀ କରୋନା ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସେ ନିଜ ଖର୍ଚ୍ଚରେ ଅନେକ ଲୋକଙ୍କୁ ସହଯୋଗ କରିଥିଲେ। ଏଥିପାଇଁ ସାରା ଦେଶରେ ତାଙ୍କୁ ବେଶ ପ୍ରଶଂସା କରାଯାଇଥିଲା।

ତାଙ୍କ ଭଉଣୀ ମାଳବିକା ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସତ, ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ସେକଥା ଜଣାପଡ଼ିନି। ସୋନୁ ସୁଦ କିଛି ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭେଟିଥିଲେ। ସେହିପରି ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ ବୈଠକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story