ସିବିଆଇ ଏବଂ ଇଡି ମୁଖ୍ୟଙ୍କୁ ନେଇ ଆଜି ସଂସଦ କମ୍ପିବ !

ନୂଆଦିଲ୍ଲୀ: ଆଜି ସଂସଦର ଝଡ଼ ସୃଷ୍ଟି ହୋଇପାରେ। କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)ର ନିର୍ଦ୍ଦେଶକ ଏବଂ ସିବିଆଇ ନିର୍ଦ୍ଦଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଲ ସଂକ୍ରାନ୍ତରେ ଆଜି ଲୋକସଭାରେ ଆଲୋଚନା ହୋଇପାରେ । ସେପଟେ  ରାଜ୍ୟ ସଭାରୁ ୧୨ ଜଣ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି ଆଜି ବିରୋଧୀମାନେ ଦିନସାରା ଆନ୍ଦୋଳନ କରିପାରନ୍ତି।  ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ  ଜିତେନ୍ଦ୍ର ସିଂ  କେନ୍ଦ୍ର ଭିଜିଲାନ୍ସ କମିଶନ ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧ ଏବଂ  ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସ୍ ଆମେଣ୍ଡମେଣ୍ଟ ବିଲ […]

Parliament session

Parliament session

Tapas Behera
  • Published: Wednesday, 08 December 2021
  • Updated: 08 December 2021, 08:52 AM IST

Sports

Latest News

ନୂଆଦିଲ୍ଲୀ: ଆଜି ସଂସଦର ଝଡ଼ ସୃଷ୍ଟି ହୋଇପାରେ। କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)ର ନିର୍ଦ୍ଦେଶକ ଏବଂ ସିବିଆଇ ନିର୍ଦ୍ଦଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଲ ସଂକ୍ରାନ୍ତରେ ଆଜି ଲୋକସଭାରେ ଆଲୋଚନା ହୋଇପାରେ । ସେପଟେ  ରାଜ୍ୟ ସଭାରୁ ୧୨ ଜଣ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି ଆଜି ବିରୋଧୀମାନେ ଦିନସାରା ଆନ୍ଦୋଳନ କରିପାରନ୍ତି।  ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ  ଜିତେନ୍ଦ୍ର ସିଂ  କେନ୍ଦ୍ର ଭିଜିଲାନ୍ସ କମିଶନ ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧ ଏବଂ  ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସ୍ ଆମେଣ୍ଡମେଣ୍ଟ ବିଲ ୨୦୨୧ ଉପସ୍ଥାପନ କରିଥିଲେ।

ଏହି ଦୁଇଟି  ଗୁରତ୍ୱପୂର୍ଣ୍ଣ ବିଲ ଉପରେ ଆଜି ସାଂସଦରେ ତର୍ଜମା ହୋଇପାରେ। ଏହି ଦୁଇଟି ଆଇନର ସଂଶୋଧନ ଅଗଣାତାନ୍ତ୍ରିକ ବୋଲି ପୂର୍ବରୁ ବିରୋଧୀମାନେ ଅଭିଯୋଗ କରିସାରିଛନ୍ତି। ଏହି ଦୁଇଟି ବିଲର ସଂଶୋଧନ ପଛରେ କେନ୍ଦ୍ର ସରକାରଙ୍କ ନ୍ୟସ୍ତ ସ୍ୱାର୍ଥ ରହିଛି ବୋଲି ଟିମଏମସି ପକ୍ଷରୁ କୁହାଯାଛି। ଏହି ବିଲ ବିରୋଧରେ ପୂର୍ବରୁ  ୨୪ ଜଣ ବିରୋଧୀ ଏମପି ଏକ ବୈଧାନକି ପ୍ରସ୍ତାବ ଆଣିସାରିଛନ୍ତି। ସେହିପରି ଉକ୍ତ ବିଲକୁ ନେଇ କଂଗ୍ରେସର ରଣଦୀପ ସୁରଜେୱଲା ସୁପ୍ରିମକୋର୍ଟକୁ ଯାଇଛନ୍ତି। କେନ୍ଦ୍ର ସରକାର  ସିବିଆଇ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଦୁଇ ବର୍ଷ ପର୍ଯ୍ୟନ୍ତ ଇଡି ଏବଂ ସିବିଆଇର ମୁଖ୍ୟମାନଙ୍କୁ ନିଯୁକ୍ତ କରାଯାଉଥିଲା। ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ୨୦୨୧ ନାମକ ଏହି ନିୟମକୁ କେନ୍ଦ୍ର ସରକାର ଆଣିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ ମଞ୍ଜୁର କରିଛନ୍ତି ।

ଏହାକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ଆଇନ ପ୍ରଣୟନ କରିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଅନୁସନ୍ଧାନକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଦୁଇ ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧରି ନିଯୁକ୍ତ କରାଯାଇଥାଏ । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ହଟାଇ ଦିଆଯାଇପାରିବନାହିଁ। ସରକାର ଚାହିଁଲେ ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢାଇପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story