ସୁଖଜିନ୍ଦର ସିଂହ ରନ୍ଧାୱା ହୋଇପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ବାଜି ମାରିନେଲେ ସୁଖଜିନ୍ଦର ସିଂହ ରନ୍ଧାୱା। ସେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସମସ୍ତଙ୍କୁ ପଛରେ ପକାଇ କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି। ଅନୁମୋଦନ ପାଇଁ ତାଙ୍କ ନାଁକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଯାଇଛି। ତେବେ କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସୋନିଆଙ୍କ ଅନୁମୋଦନ ପରେ ହିଁ ସ୍ପଷ୍ଟ ହୋଇଯିବ। ସେହିପରି ଉପମୁଖ୍ୟମନ୍ତ୍ରୀ ରୂପେ  ଭାରତ ଭୂଷଣଙ୍କ ନାଁ ଆଗରେ ରହିଛି। […]

Sukhjinder singh

Sukhjinder singh

Madhupriya Mistry
  • Published: Sunday, 19 September 2021
  • Updated: 19 September 2021, 06:04 PM IST

Sports

Latest News

ଚଣ୍ଡିଗଡ: ବାଜି ମାରିନେଲେ ସୁଖଜିନ୍ଦର ସିଂହ ରନ୍ଧାୱା। ସେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସମସ୍ତଙ୍କୁ ପଛରେ ପକାଇ କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି। ଅନୁମୋଦନ ପାଇଁ ତାଙ୍କ ନାଁକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଯାଇଛି। ତେବେ କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସୋନିଆଙ୍କ ଅନୁମୋଦନ ପରେ ହିଁ ସ୍ପଷ୍ଟ ହୋଇଯିବ। ସେହିପରି ଉପମୁଖ୍ୟମନ୍ତ୍ରୀ ରୂପେ  ଭାରତ ଭୂଷଣଙ୍କ ନାଁ ଆଗରେ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟନ୍ତ୍ରୀ କିଏ ହେବ ସେନେଇ ହାଇକମାଣ୍ଡ ନିଜ ନିଷ୍ପତି ଜଣାଇପାରନ୍ତି।

ଅମରିନ୍ଦର ସିଂହଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିସାରିଥିବା ସୁଖଜିନ୍ଦର ସିଂହ  କେବେବି କୌଣସି ପଦ ପାଇଁ ତାଙ୍କର ଲାଳସା ନଥିଲା ବୋଲି ରବିବାର କହିଛନ୍ତି।

ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଏହା ଶୁଣି ଆପଣଙ୍କୁ କିଭଳି ଲାଗୁଛି ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଆପଣ ଜଣେ କଂଗ୍ରେସ କର୍ମଚାରୀଙ୍କ ସହ କଥା ହେଉଛନ୍ତି। ମୋର କିମ୍ବା ମୋ ପରିବାରର କୌଣସି ପଦ ପ୍ରତି ଲାଳସା ନାହିଁ ।'

ସୂଚନା ମୁତାବକ,  ଅମରିନ୍ଦର ସିଂହ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ, ବାରମ୍ବାର ବିଧାୟକଙ୍କ ବୈଠକ ଡକାଯିବାକୁ ନେଇ ସେ ନିଜକୁ ଅପମାନିତ ଅନୁଭବ କରିଛନ୍ତି ଏବଂ ଏହା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି।

https://twitter.com/ANI/status/1439525914723827719?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story