କୋଭିଡ୍‌ ମୃତକଙ୍କ ପରିବାରକୁ କାହିଁକି ଦେଇନ ୫୦,୦୦୦: ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ ମୃତକଙ୍କ ପରିବାକରକୁ କ୍ଷତିପୂରଣ ପ୍ରଦାନ  ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ସୁପ୍ରିମକୋର୍ଟ।  ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜସ୍ତାନ ସରକାରଙ୍କ ଉପରେ ବିଷୋଦଗାର କରିଛନ୍ତି ସୁପ୍ରିମକୋର୍ଟ। କୋଭିଡ୍ ମୃତକଙ୍କ ପରିବାକରୁ ୫୦,୦୦୦ ଲେଖାଏଁ କ୍ଷତିପୂରଣ ଦେବାକୁ ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ କୋଭିଡ୍‌ ମୃତକଙ୍କ ପରିବାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟସରକାର […]

supremecourt

supremecourt

Tapas Behera
  • Published: Monday, 06 December 2021
  • Updated: 06 December 2021, 08:48 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ ମୃତକଙ୍କ ପରିବାକରକୁ କ୍ଷତିପୂରଣ ପ୍ରଦାନ  ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ସୁପ୍ରିମକୋର୍ଟ।  ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜସ୍ତାନ ସରକାରଙ୍କ ଉପରେ ବିଷୋଦଗାର କରିଛନ୍ତି ସୁପ୍ରିମକୋର୍ଟ।

କୋଭିଡ୍ ମୃତକଙ୍କ ପରିବାକରୁ ୫୦,୦୦୦ ଲେଖାଏଁ କ୍ଷତିପୂରଣ ଦେବାକୁ ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ କୋଭିଡ୍‌ ମୃତକଙ୍କ ପରିବାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟସରକାର ଅବହେଳା କରିବା ସଂକ୍ରାନ୍ତରେ ଆଜି ଜଷ୍ଟିସ ଏମଆର ଶାହ ଏବଂ ବିଭି ନାଗରଥନାର ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ମହାରାଷ୍ଟ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଆମେ ଖୁସି ନୁହଁ । ମହାରାଷ୍ଟ୍ରରେ  କୋଭିଡ୍‌ରେ ୧ ଲକ୍ଷରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। କିନ୍ତୁ କେବଳ ୩୭,୦୦୦ ଆବେଦନପତ୍ର ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ।  ମହାରାଷ୍ଟ୍ର ସରକାରଙ୍କ ଓକିଲକୁ ଏକଥା କହିଛନ୍ତି ସୁପ୍ରିମକୋର୍ଟ। ତେଣୁ  ଆବେଦନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ଓକିଲ ସଚିନ ପାଟିଲ କ୍ଷତିପୂରଣ ବଣ୍ଟନ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଆବେଦନ କରିଥିଲେ। ସେହିପରି କ୍ଷତିପୂରଣ ନେଇ ଆମେ ଖୁବଶୀଘ୍ର ଏକ ସତ୍ୟପାଠ ଦାଖଲ କରିବୁ ବୋଲି ସଚିନ ପାଟିଲ କହିଥିଲେ।  ତେବେ ଜଷ୍ଟିସ ଶାହ ତାଙ୍କୁ ଚେତାବନୀ ଦେଇ କୋର୍ଟ ରାଜ୍ୟ ସରକାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।

ଜଷ୍ଟିସ ଶାହ କହିଥିଲେ ଯେ, “ତୁମର ଏହି ସତ୍ୟପାଠ ନିଜ ପକେଟରେ ରଖ ଏବଂ ଏହାକୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଦେଇଦେବ ବୋଲି କୋର୍ଟ ଭର୍ତ୍ସନା କରିଥିଲେ। ତୁରନ୍ତ  କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ରରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”

ପଶ୍ଚିମବଙ୍ଗ ମାମଲାରେ କୋର୍ଟ କହିଛନ୍ତି ଯେ ୧୯,୦୦୦ରୁ  ଅଧିକ ଲୋକଙ୍କ କୋଭିଡରେ ମୃତ୍ୟୁ ଘଟିଛି। କିନ୍ତୁ ମାତ୍ର  ୪୬୭ଟି ଆବେଦନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଏଯାଏଁ କେବଳ ୧୧୦ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି।

ଅଦାଲତ ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ  ଅଧିକାଂଶ ରାଜ୍ୟ ସରକାର ଡିସେମ୍ବର ୩ ପରେ ଏବାବଦରେ ଅନଲାଇନ୍ ପୋର୍ଟାଲ୍ ଖୋଲିଛନ୍ତି। ରାଜସ୍ତାନକୁ ନେଇ କୋର୍ଟ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୯୦୦୦ କୋଭିଡ ମୃତ୍ୟୁ ରେକର୍ଡ କରାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୫୯୫ଟି ଆବେଦନ ଗ୍ରହଣ କରାଯାଇଛି ଏବଂ ଏପର୍ଯ୍ୟନ୍ତ କାହାକୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ଜଷ୍ଟିସ୍ ଶାହ ରାଜ୍ୟ ସରକାରଙ୍କ ଓକିଲଙ୍କ ଉପରେ ବର୍ଷିଛନ୍ତି।  କହିଛନ୍ତି ତୁମ ସରକାରକୁ ମଣିଷ ହେବାକୁ କୁହ। କ୍ଷତିପୂରଣ ଯୋଜନାକୁ ନେଇ ଖବରକାଗଜ, ଟେଲିଭିଜନ୍ ଏବଂ ରେଡିଓ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ କୋର୍ଟ ଏହି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏଥିପାଇଁ ଅଧିକ ଲୋକେ ସଚେତନ ହେବା ସହ ଆବେଦନ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story