ଜେଲ ଗଲେ ତେଲେଙ୍ଗାନା ରାଜ୍ୟ ବିଜେପି ମୁଖ୍ୟ

ହାଇଦ୍ରାବାଦ: ତେଲେଙ୍ଗାନା ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ବାଣ୍ଡି  ସଞ୍ଜୟ କୁମାରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ବାଣ୍ଡି  ସଞ୍ଜୟ ଏକ ବକ୍ଷୋଭ ପ୍ରଦର୍ଶନରେ ନେତୃତ୍ୱ ନେଉଥିବା ବେଳେ କୋଭିଡ୍ ନିୟମ  ଉଲ୍ଲଂଘନ ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ସେ କହଛନ୍ତି ଯେ, ବାଣ୍ଡି ସଞ୍ଜୟଙ୍କୁ ଅମାନବୀୟ ଭାବେ ଗିରଫ କରାଯାଇଥିବା ବେଳେ ଏହା ଗଣତନ୍ତ୍ରର ହତ୍ୟା […]

bjp-1

bjp-1

Tapas Behera
  • Published: Monday, 03 January 2022
  • Updated: 03 January 2022, 06:12 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନା ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ବାଣ୍ଡି  ସଞ୍ଜୟ କୁମାରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ବାଣ୍ଡି  ସଞ୍ଜୟ ଏକ ବକ୍ଷୋଭ ପ୍ରଦର୍ଶନରେ ନେତୃତ୍ୱ ନେଉଥିବା ବେଳେ କୋଭିଡ୍ ନିୟମ  ଉଲ୍ଲଂଘନ ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ସେ କହଛନ୍ତି ଯେ, ବାଣ୍ଡି ସଞ୍ଜୟଙ୍କୁ ଅମାନବୀୟ ଭାବେ ଗିରଫ କରାଯାଇଥିବା ବେଳେ ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି ।

ଏନେଇ ଜେପି ନଡ୍ଡା ଏକ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି । ସେଥିରେ ସେ କହିଛନ୍ତି ଯେ,  କେସିଆରଙ୍କ ଚାପରେ ପଡ଼ି ତେଲେଙ୍ଗାନା ପୁଲିସ  ବାଣ୍ଡି ସଞ୍ଜୟ କୁମାରଙ୍କୁ ଅଫିସକୁ ଧସେଇ ପଶିଥିଲା। ଏଥିସହ ସେଠାରେ ହିଂସାରକାଣ୍ଡ ଘଟାଇ ଲାଠିଚାର୍ଜ କରି ତାଙ୍କୁ  ଗିରଫ କରିଛି। ସୂଚନା ଅନୁଯାୟୀ, ତେଲେଙ୍ଗାନାରେ  ୩୧୭ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ପଦାବନତି ନେଇ  ଏକ ନିର୍ଦ୍ଦଶନାମା ଜାରି କରିଛନ୍ତି ସରକାର। ଏହି ନିଷ୍ପତ୍ତିକୁ ବିରୋଧକରି ସମ୍ପୃକ୍ତ ଶକ୍ଷକ ଓ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି।

ସେମାନେ ଏନେଇ ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ। ପରେ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ବାଣ୍ଡି  ସଞ୍ଜୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନଶନ କରିଥିଲେ । ତେବେ ସେଠାରେ କୋଭିଡ୍‌ ଗାଇଡଲାଇନ୍ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ଆଣି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story