ୟାସିନ ମଲିକଙ୍କୁ ଦିଆଯାଉ ଫାଶୀ, NIAର ଦାବି

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ମିଳିବ ନା ଫାଶୀ। ସେ ନେଇ ଜାରି ରହିଛି ସସ୍‌ପେନ୍ସ। ଏହି ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି। ଆଉ କିଛି ସମୟ ପରେ କୋର୍ଟ ନିଜ ରାୟ ଶୁଣାଇବେ। ତେବେ ଏହା ପୂର୍ବରୁ ୟାସିନ ମଲିକଙ୍କୁ ଫାଶୀ ଦିଆଯାଉ ବୋଲି  କୋର୍ଟରେ ଦାବି କରିଛି ଏନ୍‌ଆଇଏ(ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି)। ସେପଟେ ୟାସିନ୍‌ଙ୍କ ସପକ୍ଷ […]

yasin-malik

yasin-malik

Madhupriya Mistry
  • Published: Wednesday, 25 May 2022
  • Updated: 25 May 2022, 02:47 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ମିଳିବ ନା ଫାଶୀ। ସେ ନେଇ ଜାରି ରହିଛି ସସ୍‌ପେନ୍ସ। ଏହି ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି। ଆଉ କିଛି ସମୟ ପରେ କୋର୍ଟ ନିଜ ରାୟ ଶୁଣାଇବେ।

ତେବେ ଏହା ପୂର୍ବରୁ ୟାସିନ ମଲିକଙ୍କୁ ଫାଶୀ ଦିଆଯାଉ ବୋଲି  କୋର୍ଟରେ ଦାବି କରିଛି ଏନ୍‌ଆଇଏ(ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି)। ସେପଟେ ୟାସିନ୍‌ଙ୍କ ସପକ୍ଷ ଦଳ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।

କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କୁ ପୂର୍ବରୁ ହିଁ ଅଦାଲତ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି। ତାଙ୍କୁ ଅତି କମ୍‌ରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ହୋଇପାରେ। ଏହା ବ୍ୟତୀତ ଅଦାଲତା ଜରିମାନା ମଧ୍ୟ ଲଗାଇ ପାରନ୍ତି।

ମେ ୧୯ରେ ଏନଆଇଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂହ, ମଲିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ପଟିଆଲା ହାଉସ ସ୍ଥିତ ବିଶେଷ ଅଦାଲତ ଏନ୍‌ଆଇଏ ଅଧିକାରୀଙ୍କୁ ତାଙ୍କ ସମ୍ପତ୍ତିର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ତାଙ୍କ ଜରିମାନା ରାଶି ନିର୍ଦ୍ଧାରିତ କରାଯାଇପାରିବ।

ଏହାପୂର୍ବରୁ ମେ' ୧୦ରେ ମଲିକ କୋର୍ଟଙ୍କୁ କହିଥିଲେ ଯେ 'ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାଁନ୍ତି। ସେ ନିଜ ଅପରାଧ ସ୍ୱୀକାର କରୁଛନ୍ତି।' ମଲିକ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଥିଲେ।

ୟାସିନ ମଲିକ କଶ୍ମୀର ରାଜନୀତରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଭଡକାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ୟାସିନ ମଲିକ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସହିତ ଜଡିତ। ୨୦୧୯ରେ କେନ୍ଦ୍ର ସରକାର JKLF ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୟାସିନଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ସ୍ୱୀକାର କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story