ଦେଶରେ ବଢ଼ୁଛି ଅରବପତିଙ୍କ ସଂଖ୍ୟା; ତାଲିକାରେ ଏଣ୍ଟ୍ରି କଲେ ୫୧ ଧନୀ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗରୀବ ଅଧିକ ଗରୀବ ହୋଇ ଯାଇଥିବା ବେଳେ ଧନୀଙ୍କ ଧନ ବଢ଼ିବାରେ ଲାଗିଛି। ଏଥିସହ ଧନୀଙ୍କ ତାଲିକା  ମଧ୍ୟ ବେଶ୍‌ ଲମ୍ବା ହେବାରେ ଲାଗିଛି। ଭାରତ ପରି ପ୍ରଗତିଶୀଳ ଦେଶରେ ଦେଖିବାକୁ ମିଳିଛି ପରି ଚିତ୍ର, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଧନୀ-ଗବେଷଣା ପତ୍ରିକା ‘Hurun’ ରେ  ବାହାରିଥିବା ତଥ୍ୟ ଅନୁଯାୟୀ, ଗତ ବର୍ଷ ଭାରତରେ ଅରବପତି ତାଲିକାରେ ଏଣ୍ଟ୍ରି  କରିଛନ୍ତି ୫୧ ଜଣ। ଏଥିସହ ଭାରତରେ ଅରବପତିଙ୍କ ସଂଖ୍ୟା […]

rich state

rich state

Niharika Rout
  • Published: Friday, 25 March 2022
  • Updated: 25 March 2022, 11:46 AM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗରୀବ ଅଧିକ ଗରୀବ ହୋଇ ଯାଇଥିବା ବେଳେ ଧନୀଙ୍କ ଧନ ବଢ଼ିବାରେ ଲାଗିଛି। ଏଥିସହ ଧନୀଙ୍କ ତାଲିକା  ମଧ୍ୟ ବେଶ୍‌ ଲମ୍ବା ହେବାରେ ଲାଗିଛି। ଭାରତ ପରି ପ୍ରଗତିଶୀଳ ଦେଶରେ ଦେଖିବାକୁ ମିଳିଛି ପରି ଚିତ୍ର, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଧନୀ-ଗବେଷଣା ପତ୍ରିକା ‘Hurun’ ରେ  ବାହାରିଥିବା ତଥ୍ୟ ଅନୁଯାୟୀ, ଗତ ବର୍ଷ ଭାରତରେ ଅରବପତି ତାଲିକାରେ ଏଣ୍ଟ୍ରି  କରିଛନ୍ତି ୫୧ ଜଣ। ଏଥିସହ ଭାରତରେ ଅରବପତିଙ୍କ ସଂଖ୍ୟା ୨୫୦ ଅତିକ୍ରମ କରି ଯାଇଛି। ଏହି ମାମଲାରେ ସମଗ୍ର ବିଶ୍ୱରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏହା ଆଗରେ କେବଳ ଆମେରିକା ଓ ଚୀନ ହିଁ ରହିଛନ୍ତି। ଏହି ରିପୋର୍ଟରେ ଏପରି ତଥ୍ୟ ସାମନାକୁ ଆସିଛି ତାହାକୁ ଆପଣଙ୍କୁ ଚକିତ କରିଦେବ।  ଭାରତର ଫାଇନାଲସିଆଲ ରାଜଧାନୀ ମୁମ୍ବାଇକୁ ଅଧିକ ଅରବପତି ପସନ୍ଦ କରୁଥିବା ବେଳେ ଅମ୍ବାନୀ, ଅଦାନୀଙ୍କ ରାଜ୍ୟ ଗୁଜୁରାଟ ତଥା ଲକ୍ଷ୍ନୌରେ ଜଣେ ବି ଅରବପତି ନାହାନ୍ତି।

Henley & Partners ପକ୍ଷରୁ ଭାରତୀୟ ବିଲେନିୟରଙ୍କୁ ନେଇ ସଦ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତର କେଉଁ ସହରରରେ କେତେ ଅରବପତି ଅଛନ୍ତି, ସେ ସମ୍ପର୍କରେ ଏହି ରିପୋର୍ଟରେ ସବିଶେଷ ତଥ୍ୟ ଦିଆଯାଇଛି।

[caption id="attachment_722726" align="aligncenter" width="650"]rich Representational Image[/caption]

ଏହି ରିପୋର୍ଟ ଅନୁଯାୟୀ, ମୁମ୍ବାଇକୁ ଅଧିକ ଅରବପତି ପସନ୍ଦ କରୁଛନ୍ତି। ଏହି ସହରରେ କେବଳ ୩୧ ବିଲେନିୟର ଓ ୨୪୯ ସେଣ୍ଟିମିଲେନିୟର ରହୁଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୩୧ ସୁଦ୍ଧା ମୁମ୍ବାଇରେ ଅଧିକ ଆୟବର୍ଗର ଲୋକଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ ହେବାର ଅନୁମାନ କରାଯାଉଛି।

ଯେଉଁ ଧନକୁବେରଙ୍କ ପାଖରେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ଅଛି ତାଙ୍କୁ ଅର୍ବୁଦ୍ଦପତି ବା ଅରବପତି (ବିଲେନିୟର) କୁହାଯାଇଥାଏ। ଏହାବାଦ ଯାହା ପାଖରେ ଶହେ ନିୟୁତ ବା ୧୦ କୋଟି ଡଲାରରୁ ୧୦୦ କୋଟି ଡଲାର ପର୍ଯ୍ୟନ୍ତ ସମ୍ପତ୍ତି ଥିବ ସେମାନଙ୍କୁ ସେଣ୍ଟିମିଲେନିୟର ବା କୋଟିପତି କୁହାଯାଇଥାଏ।

ଦେଶର ରାଜଧାନୀ ଦିଲ୍ଲୀ ଧନକୁବେରଙ୍କ ପସନ୍ଦ ତାଲିକାରେ ଦ୍ୱିତୀୟରେ ରହିଛି। ଏଠାରେ ଦେଶର ୧୫ ବିଲେନିୟର ଓ ୧୨୨ ସେଣ୍ଟିମିଲେନିୟର, ୨ ହଜାରରୁ ଅଧିକ ମଲ୍ଟିମିଲେନିୟର ଓ ୩୦.୫୦୦ HNWI(High-Net-Worth Individual) ଅଧିକ ଅର୍ଥ ରୋଜଗାର କରୁଥିବା ଲୋକ ରହୁଛନ୍ତି।

ଦେଶର କଲଚରାଲ କ୍ୟାପିଟାଲ କୋଲକତାରେ ୬ ବିଲେନିୟର  ଓ ୫୦ ସେଣ୍ଟିମିଲେନିୟର ଅଛନ୍ତି। ଏହାବାଦ ଏହି ସହରରେ ୮ଶହରୁ ଅଧିକ  HNWI ରହୁଛନ୍ତି ।

[caption id="attachment_722727" align="aligncenter" width="650"]rich Representational Image[/caption]

ଭାରତର ସିଲିକନ ଭ୍ୟାଲି ନାମରେ ପରିଚିତ ବେଙ୍ଗାଲୁର ବି ଅରବପତିଙ୍କ ଅନ୍ୟତମ ପସନ୍ଦ। ଏହି ସହରରେ ଏବେ ୬ ବିଲେନିୟର  ଓ ୪୬ ସେଣ୍ଟିମିଲେନିୟର ଅଛନ୍ତି। ଏହି ଟେକ୍‌ ସିଟିରେ ଏବେ ୧୧,୭୦୦ HNWI ରହୁଥିବା ବେଳେ ଆସନ୍ତା ଦଶ ବର୍ଷରେ ଏହି ସଂଖ୍ୟାର ୯୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଭାରତର ଏହି ସହର ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।

ଏହାବାଦ ହାଇଦ୍ରାବାଦରେ ୫ ବିଲେନିୟର, ୪୬ ସେଣ୍ଟିମିଲେନିୟର ଓ ପାଖାପାଖି ୭୪୦ ମଲ୍ଟିମିଲେନିୟର ରହୁଛନ୍ତି। ଏହା ପରେ ତାଲିକାରେ ରହିଛି ପୁନେ। ଏହି ସହରରେ ୩ ମିଲେନିୟର ଓ ୨୮ ସେଣ୍ଟିମିଲେନିୟର ବସବାସ କରୁଛନ୍ତି।

ଅଟୋମୋବାଇଲ ହବ୍‌ ଚେନ୍ନାଇରେ ୪ ବିଲେନିୟର ଓ ୩୦ ସେଣ୍ଟିମିଲେନିୟର ରହୁଛନ୍ତି। ଏହାବାଦ ଦିଲ୍ଲୀର ଏନସିଆର ଗୁରୁଗ୍ରାମରେ ୨ ବିଲେନିୟର ଓ ୧୮ ସେଣ୍ଟିମିଲେନିୟର ରହୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ହେଉଛି, ଅମ୍ବାନୀ, ଅଦାନୀ ପରି କୁବେରଙ୍କ ରାଜ୍ୟ ଗୁଜୁରାଟ ଏହି ତାଲିକାରେ ସ୍ଥାନ ପାଇପାରିନାହିଁ। ଏହି ରାଜ୍ୟର ରାଜଧାନୀ ଅହମଦାବାଦରେ ଜଣେ ବି ବିଲେନିୟର ବାସ କରୁ ନାହାନ୍ତି। ଉତ୍ତର ଭାରତରେ ମଧ୍ୟ ଦିଲ୍ଲୀ-ଏନସିଆରକୁ ବାଦ ଦେଲେ ଅନ୍ୟ କେଉଁ ରାଜ୍ୟରେ ବିଲେନିୟର ଥିବା ଜଣାପଡ଼ିନି। ସେହିପରି ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ବିଲେନିୟରଙ୍କ ସଂଖ୍ୟା ଶୂନ ଅଟେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story