ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି : କୋଭିଡ ଟାସ୍କଫୋର୍ସ ମୁଖ୍ୟ

ନୂଆଦିଲ୍ଲୀ:ସମ୍ପ୍ରତି କୋଭିଡ୍ ମାହାମାରୀ ସକ୍ରିୟ ହୋଇପଡ଼ିଥିବା ବେଳେ କିଛି ଦିନ ହେବ ସଂକ୍ରମଣର ବେଗ ବଢ଼ିଯାଇଛି। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ। ଦେଶରେ ଯେଉଁ ମାତ୍ରାରେ ମାମଲା ବଢ଼ୁଛି ସେଥିରେ ତୃତୀୟ ଲହର ପ୍ରବେଶ କରି ସାରିଥିବା ଆକଳନ କରିଛନ୍ତି ବିଶେଷଜ୍ଞ। ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଏନ.କେ. ଆରୋରା କହିଛନ୍ତି । ସେ କହିଛନ୍ତି ଯେ, ଦେଶର ମେଟ୍ରୋ ସହରଗୁଡିକରୁ ଡେଲଟା ଫେରିବା ପରେ ଏବେ ଆସିଛି […]

covid19

covid19

Tapas Behera
  • Published: Monday, 03 January 2022
  • Updated: 03 January 2022, 09:58 PM IST

Sports

Latest News

ନୂଆଦିଲ୍ଲୀ:ସମ୍ପ୍ରତି କୋଭିଡ୍ ମାହାମାରୀ ସକ୍ରିୟ ହୋଇପଡ଼ିଥିବା ବେଳେ କିଛି ଦିନ ହେବ ସଂକ୍ରମଣର ବେଗ ବଢ଼ିଯାଇଛି। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ। ଦେଶରେ ଯେଉଁ ମାତ୍ରାରେ ମାମଲା ବଢ଼ୁଛି ସେଥିରେ ତୃତୀୟ ଲହର ପ୍ରବେଶ କରି ସାରିଥିବା ଆକଳନ କରିଛନ୍ତି ବିଶେଷଜ୍ଞ। ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଏନ.କେ. ଆରୋରା କହିଛନ୍ତି । ସେ କହିଛନ୍ତି ଯେ, ଦେଶର ମେଟ୍ରୋ ସହରଗୁଡିକରୁ ଡେଲଟା ଫେରିବା ପରେ ଏବେ ଆସିଛି ଓମିକ୍ରନ ।

ଜାତୀୟ ଗଣମାଧ୍ୟମକୁ ଡାକ୍ତର ଆରୋରା କହିଛନ୍ତି, ଦେଶରେ ତୃତୀୟ ଲହରି ଆସିଯାଇଛି । ଏବେ ମେଟ୍ରୋ ସହରର ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି।  ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିଲା । ଗତ ସପ୍ତାହରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିଲେ । ଏବେ ଏହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଏବେ ମୋଟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୧,୭୦୦ରେ ପହଞ୍ଚିଛି। ଏଥିସହ  ଏବେ ଦେଶରେ ଆକ୍ଟିଭ କେସ ହେଉଛି ୧୪,୫୫୮୨।

ମୁଖ୍ୟତଃ ଦେଶରେ ଡେଲ୍‌ଟା ପ୍ରଜାତିକୁ ପଛରେ ପକାଇ ଦେଇଛି ଓମିକ୍ରନ୍‌। କରୋନା ସଂକ୍ରମଣ ଏବଂ କରୋନ ପଜିଟିଭ୍‌ ଅନ୍ତର୍ଜାତୀୟ ଯାତ୍ରୀଙ୍କ କ୍ଷେତ୍ରରେ ଡେଲଟାକୁ ଓମିକ୍ରନ୍‌ ପଛରେ ପକାଇଛି। କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ମଧ୍ୟ‌ରେ ୮୦ ପ୍ରତିଶତ ଓମିକ୍ରନ୍‌ ମାମଲା ରହିଛି। କିନ୍ତୁ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ମାମଲାର ୧ ତୃତୀୟାଂଶ ମାମଲାରେ ସାମାନ୍ୟ ସଂକ୍ରମଣ ରହୁଛି ଏବଂ ବାକି ମାମଲାରେ କୌଣସି ଲକ୍ଷଣ ରହୁନାହିଁ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story