କରୋନା, ମଙ୍କିପକ୍ସ ପରେ ଡରାଇଲାଣି ଆଉ ଏକ ରୋଗ

ନୂଆଦିଲ୍ଲୀ: ଦୁଇ ବର୍ଷରୁ ଅଧିକ ସମୟ ହେଲା କଲବଲ କରୁଛି ମହାମାରୀ କରୋନା। ପୂରା ବିଶ୍ୱ ଏହି ମାରାତ୍ମକ ମହାମାରୀ ସହ କରୁଛି ଲଢ଼େଇ। କରୋନା ମହାମାରୀ ପରେ ମଙ୍କିପକ୍ସ ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇଥିବା ବେଳେ ଏବେ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି। ହାତ, ପାଦ, ମୁହଁ ରୋଗ (HFMD) ବା ଟମୋଟୋ ଫ୍ଲୁ। ଏହି ରୋଗ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି କାରଣ ଏହା ଶିଶୁମାନଙ୍କ ମଧ୍ୟରେ ଦ୍ରୁତଗତିରେ ବ୍ୟାପିବାରେ […]

tomato-Flu

tomato-Flu

Madhupriya Mistry
  • Published: Sunday, 21 August 2022
  • Updated: 21 August 2022, 02:16 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ବର୍ଷରୁ ଅଧିକ ସମୟ ହେଲା କଲବଲ କରୁଛି ମହାମାରୀ କରୋନା। ପୂରା ବିଶ୍ୱ ଏହି ମାରାତ୍ମକ ମହାମାରୀ ସହ କରୁଛି ଲଢ଼େଇ। କରୋନା ମହାମାରୀ ପରେ ମଙ୍କିପକ୍ସ ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇଥିବା ବେଳେ ଏବେ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି। ହାତ, ପାଦ, ମୁହଁ ରୋଗ (HFMD) ବା ଟମୋଟୋ ଫ୍ଲୁ।

ଏହି ରୋଗ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି କାରଣ ଏହା ଶିଶୁମାନଙ୍କ ମଧ୍ୟରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଲାନସେଟ୍‌ ପତ୍ରିକାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୨୦୨୨ ମେ' ୬ରେ କେରଳରେ ଟମାଟୋ ଫ୍ଲୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ସେହିଦିନ ଠାରୁ ବର୍ତ୍ତମାନ ଯାଏ ୮୨ଟି ମାମଲା ସାମ୍ନାକୁ ଆସି ସାରିଲାଣି। ଏହି ରୋଗ ୧ରୁ ୫ ବର୍ଷ ବୟସର ପିଲାମାନଙ୍କୁ ଏବଂ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବୟସ୍କମାନଙ୍କୁ ଆକ୍ରାନ୍ତ କରୁଛି।

ବର୍ତ୍ତମାନ ସୁଦ୍ଧା ରାଜଧାନୀ ଦିଲ୍ଲୀ କା ଏନ୍‌ସିଆର୍‌ରେ ଏହି ରୋଗରେ ସଂକ୍ରମିତ ହୋଇଥିବା କୌଣସି ବି ରୋଗୀ ଚିହ୍ନଟ ହୋଇନାହାନ୍ତି। ବିଶେଷଜ୍ଞଙ୍କ କହିବା ମୁତାବକ, ଟମାଟୋ ଫ୍ଲୁର ଲକ୍ଷଣ ଦେଖାଦେବା ପରେ ପିଲାଙ୍କୁ ୭ ଦିନ ଯାଏଁ କ୍ୱାରେଣ୍ଟାଇନ୍‌ରେ ରଖିବା ଉଚିତ। ଏହି ରୋଗ ବୟସ୍କଙ୍କୁ ମଧ୍ୟ ସଂକ୍ରମିତ କରୁଛି। କରେଳର କଲୋମ ଜିଲ୍ଲାରେ ପ୍ରଥମ ଟମାଟୋ ଫ୍ଲୁ ମାମଲା ଚିହ୍ନଟ ହୋଇଥିଲା। ଏହାପରେ ଏହି ରୋଗ ପୂରା ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ତେବେ ଏହି ରୋଗ ଗୁରୁତର କିମ୍ବା ମାରାତ୍ମକ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ।

ଗବେଷଣା ମୁତାବକ, ଟମାଟୋ ଫ୍ଲୁର ଲକ୍ଷଣ କୋଭିଡ-୧୯ ଭୂତାଣୁ ସହ ସମାନ। କିନ୍ତୁ ଏହା ଭାଇରସ SARS-CoV-2 ସହ ଜଡିତ ନୁହେଁ, ଏହା ସମ୍ପୂର୍ଣ୍ଣ ଭିନ୍ନ। ଚିକୁଙ୍ଗୁନିଆ କିମ୍ବା ଡେଙ୍ଗୁ ଜ୍ୱର ପରେ ପିଲାମାନଙ୍କଠାରେ ଟମାଟୋ ଫ୍ଲୁ ହୋଇପାରେ। ଏହି ଫ୍ଲୁର ନାମ ଟମାଟୋ ଫ୍ଲୁ କାରଣ ଏହା ଶରୀରରେ ଲାଲ ରଙ୍ଗର ଚିହ୍ନ ଏବଂ ଯନ୍ତ୍ରଣାଦାୟକ ଫୁଲା ସୃଷ୍ଟି କରିଥାଏ।  ଏହି ଫୁଲା ଗୁଡିକର ଆକାର ମଧ୍ୟ ଟମାଟୋ ସହିତ ସମାନ ହୋଇପାରେ। ଏହା ବିଶେଷ କରି ହାତ, ଗୋଡ ଓ ମୁହଁରେ ଦେଖାଯାଏ।

ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁ ମାରାତ୍ମକ ନୁହେଁ ବୋଲି ଜଣାପଡିଛି କିନ୍ତୁ ଏହା ଅତ୍ୟନ୍ତ ସଂକ୍ରାମକ। କାହିଁକି ଏହି ରୋଗ ହୁଏ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିଶେଷଜ୍ଞମାନେ ଏହାକୁ ଏକ ବିରଳ ସଂକ୍ରମଣ ବୋଲି କହିଛନ୍ତି। କିଛି ଲୋକ କୁହନ୍ତି ଯେ ଏହି ରୋଗ ଚିକନଗୁନିଆ, ଡେଙ୍ଗୁର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଡାକ୍ତରଙ୍କ କହିବାନୁସାରେ, ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ। ଏଥିରେ ପିଲାମାନଙ୍କର ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story