ପଟିଆଲା ହିଂସା: ହଟିଲେ ୩ ବରିଷ୍ଠ ପୁଲିସ ଅଧିକାରୀ, ଇଣ୍ଟରନେଟ ବନ୍ଦ

ଚଣ୍ଡିଗଡ଼: ପଟିଆଲାରେ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଦିନକ ପରେ ପଞ୍ଜାବ ସରକାର ଆକ୍ସନ୍‌ମୋଡକୁ ଆସିଛନ୍ତି।  ରାଜ୍ୟ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।  ହିଂସାକୁ ରୋକିବାରେ ବିଫଳ ହୋଇଥିବାରୁ  ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି ପଞ୍ଜାବ ସରକାର।  ପୁଲିସ ଇନ୍ସପେକ୍ଟର ଜେନେରାଲ(ପଟିଆଲା), ବରିଷ୍ଠ ପୁଲିସ ସୁପରିଟେଣ୍ଡେଣ୍ଟ  ଏବଂ ପଟିଆଲା ଏସିପଙ୍କୁ  ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ହିଂସାକୁ ରୋକିବାରେ ବିଫଳ […]

patiala

patiala

Tapas Behera
  • Published: Saturday, 30 April 2022
  • Updated: 30 April 2022, 11:02 AM IST

Sports

Latest News

ଚଣ୍ଡିଗଡ଼: ପଟିଆଲାରେ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଦିନକ ପରେ ପଞ୍ଜାବ ସରକାର ଆକ୍ସନ୍‌ମୋଡକୁ ଆସିଛନ୍ତି।  ରାଜ୍ୟ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।  ହିଂସାକୁ ରୋକିବାରେ ବିଫଳ ହୋଇଥିବାରୁ  ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି ପଞ୍ଜାବ ସରକାର।  ପୁଲିସ ଇନ୍ସପେକ୍ଟର ଜେନେରାଲ(ପଟିଆଲା), ବରିଷ୍ଠ ପୁଲିସ ସୁପରିଟେଣ୍ଡେଣ୍ଟ  ଏବଂ ପଟିଆଲା ଏସିପଙ୍କୁ  ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ହିଂସାକୁ ରୋକିବାରେ ବିଫଳ ହୋଇଥିବା ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ପଟିଆଲାରେ ମୋବାଇଲ ଇଣ୍ଟରନେଟ୍‌, ଏସଏମଏସ ସର୍ଭିସ ବନ୍ଦ କରାଯାଇଛି। ଆଜି ସକାଳ ୯ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସେବା ବନ୍ଦ କରାଯାଇଛି। କେବଳ ଭଏସ କଲକୁ ଅନୁମତି ମିଳିଛି। ହିଂସାକୁ ନେଇ ଗୁଜବ ବ୍ୟାପିବା ଆଶଙ୍କା ଥିବାରୁ ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ଉପରେ  ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣା ଥିବା ପୁଲିସ କହିଛି । ସାମୟିକ ଭାବେ ମୋବାଇଲ ଇଣ୍ଟରନେଟକୁ ବନ୍ଦ କରାଯାଛି। ଗତକାଲିର ଘଟଣାକୁ ନେଇ ୩ଟି ମାମଲା ରୁଜୁ କରାଯାଇଛି।

ହିଂସା ବେଳେ ମିଳିଥିବା ଭିଡିଓରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।  ଗତକାଲି ସକାଳେ ଶିବସେନା ପକ୍ଷରୁ ପିଟିଆଲାରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହାକୁ ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ପଟିଆଲାର କାଳୀ ମାତା ମନ୍ଦିର ନିକଟରେ ସଂଘର୍ଷ ଦେ‌ଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ମଧ୍ୟ ଫାଙ୍କା ଗୁଳି ଚାଳନା କରିଥିଲା ପଞ୍ଜାବ ଶିବସେନା (ବାଲ ଠାକରେ)ର କାର୍ଯ୍ୟକାରୀ ସଭାପତି ହରିଶ ସିଙ୍ଗଲାଙ୍କ ନେତୃତ୍ୱରେ ହିଁ ପୁଲିସ୍‌ର ବିନା ଅନୁମତିରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲେ। ଶୋଭାଯାତ୍ରା ଚାଲିଥିବା ବେଳେ ଗୋଟିଏ ଶିଖ୍‌ ଗୋଷ୍ଠୀ ଏହାକୁ ବିରୋଧ କରିଥିଲା। ଏହାକୁ ନେଇ ଶିବସେନା କର୍ମୀଙ୍କ ସହ ସେମାନଙ୍କର ମାରପିଟ ହୋଇଥିଲା। ସ୍ଥିତି ଏପରି ହୋଇଥିବା ଯେ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀର ସଦସ୍ୟମାନେ ଖଣ୍ଡା ବୁଲାଇବା ସହ ପରସ୍ପରକୁ ଟେକାପଥର ମାଡ଼ କରିଥିଲେ। ସ୍ଥିତି ଅଣାୟତ ହେବାକୁ ପୁଲିସ୍‌ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥିସହ ସେମାନଙ୍କୁ ହିଂସାରୁ ବିରତ ରହିବାକୁ ଫାଙ୍କା ଗୁଳିମାଡ଼ କରିଥିଲା। ଘଟଣା ପରେ ଗତକାଲି କର୍ଫ୍ୟୁ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story