ଆଖିବୁଜିଲା ବରିଷ୍ଠ ମାଓନେତା ଆର୍‌.କେ

ନୂଆଦିଲ୍ଲୀ: ଲାଲବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍.କେ.ର ମୃତ୍ୟୁ ହୋଇଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌.କେ.ଆର୍‌ ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲା। ଛତିଶଗଡ଼ ଦକ୍ଷିଣ ବସ୍ତର ଜଙ୍ଗଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୫୮ ବର୍ଷ ବୟସ ହୋଇଥିଲା। ତେବେ ଏନେଇ ମାଓ ସଂଗଠନ ପକ୍ଷରୁ କୌଣସି ପ୍ରେସ […]

Moiest leader RK

Moiest leader RK

Madhupriya Mistry
  • Published: Friday, 15 October 2021
  • Updated: 15 October 2021, 10:32 AM IST

Sports

Latest News

ନୂଆଦିଲ୍ଲୀ: ଲାଲବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍.କେ.ର ମୃତ୍ୟୁ ହୋଇଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌.କେ.ଆର୍‌ ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲା। ଛତିଶଗଡ଼ ଦକ୍ଷିଣ ବସ୍ତର ଜଙ୍ଗଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୫୮ ବର୍ଷ ବୟସ ହୋଇଥିଲା।

ତେବେ ଏନେଇ ମାଓ ସଂଗଠନ ପକ୍ଷରୁ କୌଣସି ପ୍ରେସ ବିଜ୍ଞପ୍ତି ଜାରି କରାଯାଇନି କିମ୍ବା କୌଣସି ସୂଚନା ମିଳିପାରିନି। ପୁଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ କରାଯାଇନି। ୧୯୭୦ରେ ମାଓ ସଂଗଠନରେ ସାମିଲ ହୋଇଥିଲା ଆର୍‌.କେ। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ତା'ସହ ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ୍ କମିଟିର ସମ୍ପାଦକ ଥିଲା। ରାମାଗୁଡ଼ା ଏନ୍କାଉଣ୍ଟର ପରେ ସମ୍ପାଦକ ପଦରୁ ଓହରିଥିଲା ଆର୍.କେ। ଓଡ଼ିଶାରେ ଆର୍.କେ. ନାଁରେ ୨ଶହରୁ ଅଧିକ ମାମଲା ରହିଛି।

ଆର୍‌.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା'ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍‌.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍‌ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲ୍ର ନେତୃତ୍ୱ ନେଇଥିଲା।

ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍‌.କେ ଆହତ ହୋଇଥିଲା। ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା। ସେତେବେଳେ ପୁଲସ ମାଓବାଦୀ ଗୁଳି ବିନିମୟରେ ପ୍ରାୟ ୩୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story