କେନ୍ଦ୍ର ସରକାରଙ୍କ ବିରୋଧରେ ହାଇକୋର୍ଟ ଗଲା ଟ୍ୱିଟର୍‌

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌ ଓ ଭାରତ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ି ଚାଲିଛି। ଭାରତ ସରକାରଙ୍କ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ନିର୍ଦ୍ଦେଶକୁ ବିରୋଧ କରି ଏବେ ଟ୍ୱିଟର୍‌ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। କଣ୍ଟେଣ୍ଟ ସମ୍ବନ୍ଧରେ ସରକାରଙ୍କ କିଛି ଆଦେଶ ପ୍ରତ୍ୟାହାର କରିବାକୁ କମ୍ପାନୀ ଦାବି କରିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ସୂତ୍ରରୁ ପ୍ରକାଶ ଯେ ଅଧିକାରୀଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାରକୁ ଟ୍ୱିଟର ଆଇନଗତ ଭାବରେ ଚ୍ୟାଲେଞ୍ଜ କରି […]

TWITTER

TWITTER

Madhupriya Mistry
  • Published: Tuesday, 05 July 2022
  • Updated: 05 July 2022, 05:55 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌ ଓ ଭାରତ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ି ଚାଲିଛି। ଭାରତ ସରକାରଙ୍କ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ନିର୍ଦ୍ଦେଶକୁ ବିରୋଧ କରି ଏବେ ଟ୍ୱିଟର୍‌ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି।

କଣ୍ଟେଣ୍ଟ ସମ୍ବନ୍ଧରେ ସରକାରଙ୍କ କିଛି ଆଦେଶ ପ୍ରତ୍ୟାହାର କରିବାକୁ କମ୍ପାନୀ ଦାବି କରିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ସୂତ୍ରରୁ ପ୍ରକାଶ ଯେ ଅଧିକାରୀଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାରକୁ ଟ୍ୱିଟର ଆଇନଗତ ଭାବରେ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ସେପଟେ ଟ୍ୱିଟରର ଏହି ଆଇନଗତ ପଦକ୍ଷେପ ସମ୍ପର୍କରେ ଭାରତର ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ଏହାପୂର୍ବରୁ ସୋମବାର ଏକ ସୂତ୍ରୁର ପ୍ରକାଶ ପାଇଥିଲା ଯେ,ଜୁନ୍ ୨୭ରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଚୂଡ଼ାନ୍ତ ବିଜ୍ଞପ୍ତିକୁ ଟ୍ୱିଟର ପୂରଣ କରିସାରିଛି। ଟ୍ୱିଟର୍‌କୁ ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୪ ଯାଏଁ ଡେଡ୍‌ଲାଇନ୍‌ ଦିଆଯାଇଥିଲା।

https://twitter.com/ANI/status/1544276425553096705?s=20&t=isT4P839bHtQFxEotjscdA

ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଆଇଟି ମନ୍ତ୍ରାଳୟ ଟ୍ୱିଟରକୁ କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ପାଳନ ନକରିବା ଘଟଣାରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। ଭାରତୀୟ ଅଧିକାରୀଙ୍କ ତରଫରୁ ଗତ ଏକ ବର୍ଷ ମଧ୍ୟରେ ଏକ ସ୍ୱତନ୍ତ୍ର ସିଖ୍‌ ରାଷ୍ଟ୍ରର ସମର୍ଥନ କୁରଥିବା ଆକାଉଣ୍ଟ ଓ କୋଭିଡ-୧୯ ମହାମାରୀ ନିୟନ୍ତ୍ରଣରେ ସରକାରଙ୍କୁ ସମାଲୋଚନା କରୁଥିବା ଆକାଉଣ୍ଟଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ୱିଟ୍‌ର୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଭଳି କଣ୍ଟେଣ୍ଟକୁ ହଟାଇବା ପାଇଁ ସରକାରଙ୍କ ତରଫରୁ ଟ୍ୱିଟ୍‌ରକୁ ଲଗାତର ନୋଟିସ ଜାରି କରାଯାଇଥିଲା। ନିକଟରେ ଟ୍ୱିଟରକୁ ସରକାରଙ୍କ ତରଫରୁ ଏକ ନୂଆ ନୋଟିସ ଜାରି କରାଯାଇଥିଲା। ନୂତନ ଆଇଟି ନିୟମ ଅନୁଯାୟୀ ଯଦି ଜୁଲାଇ ୪ ତାରିଖ ଭିତରେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶର ପାଳନ ନ କରାଯାଏ ତେବେ ଟ୍ୱିଟର୍‌ ତା'ର ଇଣ୍ଟରମିଡିଏରୀ ଷ୍ଟେଟସ ତଥା ମଦ୍ୟସତ୍ତ୍ୱାଧିକାରୀ ହରାଇପାରେ ବୋଲି କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story