ଆମକୁ ଫାଶୀ ହେବ କି? କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ଘାରିଲାଣି ମୃତ୍ୟୁ ଭୟ

ଜୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଘାରିଲାଣି ମୃତ୍ୟୁ ଭୟ। ତାଙ୍କୁ ଫାଶୀ ହୋଇଯିବ କି? ଏହି ଚିନ୍ତାରେ ଏବେ ଗସ୍‌ ମହମ୍ମଦ ଓ ରିଆଜ ଅତ୍ତାରୀ। ଜେଲ ଭିତରେ ତାଙ୍କ ନିଦ ହଜିଯାଇଛି। ଆଖିକୁ ନିଦ ନାହିଁ କି ପେଟକୁ ଆଉ ଭୋକ ନାହିଁ। ଦିନରାତି କେବଳ ଗୋଟିଏ ଚିନ୍ତା ଘାରିଛି, ସେ ହେଉଛି ଫାଶୀ। ବାରମ୍ବାର ତଦନ୍ତଅଧିକାରୀଙ୍କୁ ଆମକୁ କେଉଁ ଦଣ୍ଡ ମିଳିବ ବୋଲି ପ୍ରଶ୍ନ ପଚାରି ଚାଲିଛନ୍ତି। ଦିନ ଦ୍ୱିପହରେ ଗସ୍‌ […]

riyaz-attari-and-ghous-mohammed

riyaz-attari-and-ghous-mohammed

Madhupriya Mistry
  • Published: Wednesday, 06 July 2022
  • Updated: 06 July 2022, 04:09 PM IST

Sports

Latest News

ଜୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଘାରିଲାଣି ମୃତ୍ୟୁ ଭୟ। ତାଙ୍କୁ ଫାଶୀ ହୋଇଯିବ କି? ଏହି ଚିନ୍ତାରେ ଏବେ ଗସ୍‌ ମହମ୍ମଦ ଓ ରିଆଜ ଅତ୍ତାରୀ। ଜେଲ ଭିତରେ ତାଙ୍କ ନିଦ ହଜିଯାଇଛି। ଆଖିକୁ ନିଦ ନାହିଁ କି ପେଟକୁ ଆଉ ଭୋକ ନାହିଁ। ଦିନରାତି କେବଳ ଗୋଟିଏ ଚିନ୍ତା ଘାରିଛି, ସେ ହେଉଛି ଫାଶୀ। ବାରମ୍ବାର ତଦନ୍ତଅଧିକାରୀଙ୍କୁ ଆମକୁ କେଉଁ ଦଣ୍ଡ ମିଳିବ ବୋଲି ପ୍ରଶ୍ନ ପଚାରି ଚାଲିଛନ୍ତି।

ଦିନ ଦ୍ୱିପହରେ ଗସ୍‌ ଏବଂ ରିଆଜ ଗ୍ରାହକ ସାଜି ଆସି ଉଦୟପୁର ହିନ୍ଦୁ ଦରଜି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ତଦନ୍ତ ଏବେ ଏନ୍‌ଆଇଏ କରୁଛି। ଦୁଇ ଅଭିଯୁକ୍ତଙ୍କୁ ଏନ୍‌ଆଇଏ ପଚରାଉଚରା ଜାରି ରଖିଛି। ଏହାରି ଭିତରେ ଏହି ଦୁଇ ଆତଙ୍କବାଦୀ ଏନ୍‌ଆଇଏ ଅଧିକାରୀଙ୍କୁ ତାଙ୍କର ଦୋଷ ପାଇଁ ତାଙ୍କୁ କୋର୍ଟ ଫାଶୀ ଦେବ ନା ଆଜୀବନ କାରାଦଣ୍ଡ ଦେବ? ସେ ନେଇ ପ୍ରଶ୍ନ କରି ଚାଲିଛନ୍ତି।

ଉଦୟପୁରରେ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟଣାରେ ଯାଞ୍ଚ ଯେତିକି ବଢିଚାଲିଛି ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଷଡଯନ୍ତ୍ରରେ ଅନେକ ରୋଚକ କଥା ବର୍ତ୍ତମାନ ଗୋଟି ଗୋଟି କରି ଖୁଲାସା ହେଉଛି। ଯେଉଁଦିନ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିଲା ସେହିଦିନ ଆଉ ଦୁଇ ଜଣଙ୍କୁ ମଧ୍ୟ ହତ୍ୟାକରିବା ପାଇଁ ଯୋଜନା ହୋଇଥିଲା। ତାଲିବାନୀ ଷ୍ଟାଇଲରେ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ସେହି ଦୁଇଜଣଙ୍କର ସନ୍ଧାନ ଆଉ ସ୍ଥାନ ଠିକ୍ ନଥିବାରୁ ତାଙ୍କୁ ହତ୍ୟା କରାଯାଇପାରିନଥିଲା। ଅନ୍ୟ ୪ ଜଣଙ୍କୁ ଏହି ଦୁଇ ଜଣଙ୍କ ହତ୍ୟା ପାଇଁ ଦାୟିତ୍ୱ ଦିଆଯାଇଥିବା ଏବେ ତଦନ୍ତରୁ ଖୁଲାସା ହୋଇଛି।

ଏନ୍‌ଆଇଏ ସୁତ୍ରରୁ ଜଣାପଡିଛି, କହ୍ନେୟାଲାଲଙ୍କ ହତ୍ୟାର ଷଡଯନ୍ତ୍ର ବଡଧରଣର ଥିଲା। ଏଥିପାଇଁ ଗୋଟିଏ ଦିନରେ ତିନି ଜଣ ଲୋକଙ୍କୁ ତାଲିବାନୀ ଢ଼ଙ୍ଗରେ ଗଳାକାଟି ହତ୍ୟା ପାଇଁ ଯୋଜନା ହୋଇଥିଲା। ତେବେ କେବଳ କହ୍ନେୟାଲାଲଙ୍କୁ ହିଁ ହତ୍ୟା କରାଯାଇପାରିଥିଲା। ଅନ୍ୟ ଦୁଇ ଜଣ ସେହିସ୍ଥାନରେ ନଥିବାରୁ ଯୋଜନା ପଣ୍ଡ ହୋଇଥିଲା।

ନୂପୁର ଶର୍ମାଙ୍କୁ ନେଇ ସୋସିଆଲ ମିଡିଆରେ ଟିପ୍ପଣୀ କରିବା ପରେ ଏହି ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା। ୧୭ ଜୁନରେ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ ପାଇଁ ବୈଠକ ହୋଇଥିଲା। ଜୁନ ୨୦ରେ ଉଦୟପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୂପୁରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ପରେ ରିଆଜ ଅତ୍ତାରି ଏବଂ ଗସ ମହମ୍ମଦଙ୍କ ସହ ମିଶି ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା।

କେଉଁଭଳି ହତ୍ୟା କରାଯିବ ସେନେଇ ପୂରା ଖସଡା ପ୍ରସ୍ତୁତ ହେବା ପରେ ଜୁନ ୨୮ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ନିଜ କରିଥିବା ଅପରାଧକୁ ନେଇ କୌଣସି ଅନୁତାପ ନଥିବା ବେଳେ  ଏବେ କିନ୍ତୁ ଗସ ଓ ରିଆଜଙ୍କୁ କୋର୍ଟ ଶୁଣାଇବାକୁ ଯାଉଥିବା ଦଣ୍ଡକୁ ନେଇ ଚିନ୍ତା ଘାରିଛି। ଏହି ମାମଲାରେ ଏନ୍‌ଆଇଏ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story