ସଂପୂର୍ଣ୍ଣ ଲକଡାଉନ ସପକ୍ଷରେ ମୁଖ୍ୟମନ୍ତ୍ରୀ, କିନ୍ତୁ..

ମୁମ୍ବାଇ: ମହାମାରୀ କରୋନାର ଉଗ୍ର ରୂପର ସମ୍ମୁଖୀନ ହେଉଥିବା ମହାରାଷ୍ଟ୍ରକୁ ସଂପୂର୍ଣ୍ଣ ଲକଡାଉନ କରିବା ସପକ୍ଷରେ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ଠାକରେଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏହି ସମୟରେ ସେ କିଛି ଦିନ ପାଇଁ ରାଜ୍ୟକୁ ସଂପୂର୍ଣ୍ଣ ଲକଡାଉନ କରିବାକୁ ମତ ଦେଇଥିବା ଜଣାପଡ଼ିଛି। ଦେଶର ୫୦% ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଲାଗୁ […]

lockdown.jpg1

lockdown.jpg1

Hemant Lenka
  • Published: Saturday, 10 April 2021
  • Updated: 10 April 2021, 09:02 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ଉଗ୍ର ରୂପର ସମ୍ମୁଖୀନ ହେଉଥିବା ମହାରାଷ୍ଟ୍ରକୁ ସଂପୂର୍ଣ୍ଣ ଲକଡାଉନ କରିବା ସପକ୍ଷରେ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ଠାକରେଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏହି ସମୟରେ ସେ କିଛି ଦିନ ପାଇଁ ରାଜ୍ୟକୁ ସଂପୂର୍ଣ୍ଣ ଲକଡାଉନ କରିବାକୁ ମତ ଦେଇଥିବା ଜଣାପଡ଼ିଛି।

ଦେଶର ୫୦% ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଲାଗୁ କରିଛନ୍ତି। କିନ୍ତୁ କରୋନା ସଂକ୍ରମଣର ଚେନ୍‌ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ପୂରା ଲକଡାଉନ କରିବାକୁ ଚାହୁଁଛନ୍ତି। ତେବେ ସରକାରରେ ଥିବା ଶିବସେନା, କଂଗ୍ରେସ ଓ ଏନସିପିର ସବୁ ସଦସ୍ୟ ଲକଡାଉନ ସପକ୍ଷରେ ନାହାନ୍ତି। ବିରୋଧୀ ବିଜେପି ମଧ୍ୟ ସିଧାସଳଖ ସଂପୂର୍ଣ୍ଣ ଲକଡାଉନ ପ୍ରସ୍ତାବକୁ ସମର୍ଥନ କରିନାହିଁ।

ମନ୍ତ୍ରୀ ଅଶୋକ ଚୌହାନ କହିଛନ୍ତି, କିଛି ଦିନ ପାଇଁ ଲକଡାଉନ ଜରୁରୀ। ଏହାପରେ କଟକଣା କୋହଲ କରାଯିବ। ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତ୍ତି ନେବା ପାଇଁ ରାଜ୍ୟ କୋଭିଡ ଟାକ୍ସ ଫୋର୍ସ ସହ ଆସନ୍ତାକାଲି ଆଲୋଚନା କରିବେ ବୋଲି ସେ କହିଛନ୍ତି। ବୈଠକରେ ଯୋଗଦେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, “ଯଦି ଆପଣ(ସରକାର) ଲକଡାଉନ ଜାରି କରିବେ, ତା’ହେଲେ ଲୋକଙ୍କ ରାଗ ବଢ଼ିବ। ବ୍ୟବସାୟ ଠପ ହୋଇଯିବ। ତେଣୁ ଏହା ଉପରେ ଆଉ ଥରେ ଭାବିବା ଉଚିତ।”

ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, “ବିଜେପି ଲକଡାଉନ ବିରୋଧରେ ନାହିଁ। କିନ୍ତୁ ଏହି ପର୍ଯ୍ୟାୟରେ ପ୍ରବେଶ କରିବା ପୂର୍ବରୁ ଉପଯୁକ୍ତ ଯୋଜନା କରିବାକୁ ପଡ଼ିବ। ଯୋଜନା ଅନୁସାରେ ଲକଡାଉନ କାର୍ଯ୍ୟକାରୀ କରାଯାଉ।”

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସବୁଠାରୁ ଭୟଙ୍କର ରୂପ ଧାରଣ କରିଛି। ଗତକାଲି ଏଠାରେ ପ୍ରାୟ ୫୯ ହଜାର ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ରାଜ୍ୟରେ ମୋଟ ୩୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫୭,୩୨୯ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story