ଦିଲ୍ଲୀ ହିଂସା: ୧୦ ଦିନିଆ ପୁଲିସ ହେପାଜତରେ ଜେଏନ୍‌ୟୁର ପୂର୍ବତନ ଛାତ୍ର

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦିଲ୍ଲୀରେ ହିଂସା ହୋଇଥିଲା। ଏହି ଘଟଣାରେ ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ସୋମବାର ଦିଲ୍ଲୀ କୋର୍ଟରେ ହାଜର କରି ୧୦ ଦିନ ପାଇଁ ନିଜ ହେପାଜତକୁ ନେଇଛି ଦିଲ୍ଲୀ ପୁଲିସ। ରବିବାର ୧୧ ଘଣ୍ଟା ଧରି ଉମର ଖାଲିଦଙ୍କୁ ପୁଲିସ ମାରାଥନ ଜେରା କରିଥିଲା। ଏହାପରେ ରାତି ଅଧରେ ତାଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌। ତାଙ୍କ ମୋବାଇଲ୍ ଫୋନ୍‌କୁ […]

khalid

khalid

Subhransu Sekhar
  • Published: Monday, 14 September 2020
  • Updated: 14 September 2020, 08:28 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦିଲ୍ଲୀରେ ହିଂସା ହୋଇଥିଲା। ଏହି ଘଟଣାରେ ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ସୋମବାର ଦିଲ୍ଲୀ କୋର୍ଟରେ ହାଜର କରି ୧୦ ଦିନ ପାଇଁ ନିଜ ହେପାଜତକୁ ନେଇଛି ଦିଲ୍ଲୀ ପୁଲିସ। ରବିବାର ୧୧ ଘଣ୍ଟା ଧରି ଉମର ଖାଲିଦଙ୍କୁ ପୁଲିସ ମାରାଥନ ଜେରା କରିଥିଲା। ଏହାପରେ ରାତି ଅଧରେ ତାଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌। ତାଙ୍କ ମୋବାଇଲ୍ ଫୋନ୍‌କୁ ମଧ୍ୟ ପୁଲିସ ଜବତ କରିଛି।

ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାଭଙ୍ଗି କରିବା ଅଭିଯୋଗରେ ଉମରଙ୍କୁ ଗିରଫ କରାଯାଇଛି। ପୁଲିସ ତାଙ୍କ ବିରୋଧରେ UAPA ଆକ୍ଟ ଲଗାଇଛି।

ତେବେ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି। ସେ କହିଛନ୍ତି ଯେ ଯଦି ଜଣେ ଜେଲ୍ ଯାଉଛି, ତାହେଲେ ତାଙ୍କର ଅପରାଧ ଅପେକ୍ଷା ଧର୍ମକୁ ଦେଖାଯାଉଛି। ଯାହାକି ବିବାଦ ସୃଷ୍ଟି କରିଛି।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉମର ଖାଲିଦ ଏବଂ ସଫୋରା ଜାରଗରଙ୍କୁ ଦିଲ୍ଲୀ ପୁଲିସ ଜେଲ୍କୁ ପଠାଇଛି। ହେଲେ କପିଲ ମିଶ୍ରା ଏବଂ କୋମଲ ଶର୍ମାଙ୍କ ପରି ଲୋକମାନେ ବାହାରେ ବୁଲୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story