କେନ୍ଦ୍ର ସରକାରଙ୍କୁ ଅନ୍ଧାର ଚିନ୍ତା, କୋଇଲା ଖଣିରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କୋଇଲା ସଙ୍କଟଜନିତ ବ୍ଲାକଆଉଟ୍‌ ଚିନ୍ତା ନେଇ ଚଡ଼କ ପଡ଼ିବା ପରେ ତତ୍ପର ହୋଇଛି କେନ୍ଦ୍ର। ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଛତିଶଗଡର କୋରବା ଜିଲ୍ଲାର ଦିପ୍‌କା କୋଇଲା ଖଣି ପରିଦର୍ଶନ କରିଛନ୍ତି।  ସେଠାରେ ତ୍ୱାରାନ୍ନିତ ବେଗରେ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଭାରତର ଅନ୍ୟତମ ଏହି ବୃହତ୍ତମ କୋଇଲା ଖଣିକୁ ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ କିଛି ଫଟୋ ସେୟାର କରି ପ୍ରହଲ୍ଲାଦ […]

coal

coal

Tapas Behera
  • Published: Wednesday, 13 October 2021
  • Updated: 13 October 2021, 05:15 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ସଙ୍କଟଜନିତ ବ୍ଲାକଆଉଟ୍‌ ଚିନ୍ତା ନେଇ ଚଡ଼କ ପଡ଼ିବା ପରେ ତତ୍ପର ହୋଇଛି କେନ୍ଦ୍ର। ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଛତିଶଗଡର କୋରବା ଜିଲ୍ଲାର ଦିପ୍‌କା କୋଇଲା ଖଣି ପରିଦର୍ଶନ କରିଛନ୍ତି।  ସେଠାରେ ତ୍ୱାରାନ୍ନିତ ବେଗରେ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଭାରତର ଅନ୍ୟତମ ଏହି ବୃହତ୍ତମ କୋଇଲା ଖଣିକୁ ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଘଟଣାସ୍ଥଳରୁ କିଛି ଫଟୋ ସେୟାର କରି ପ୍ରହଲ୍ଲାଦ ଯୋଶୀ ଟ୍ୱିଟ୍‌  କରିଛନ୍ତି।  କହିଛନ୍ତି ଆଗି ଦିପକା  କୋଇଲା ଖଣି ପରିଦର୍ଶନ କରିଛି। ଏହା ଛତିଶଗଡର କୋରବା ଜିଲ୍ଲାର ଭାରତର ବୃହତ୍ତମ କୋଇଲା ଖଣି।  ଏଠାରୁ ବାର୍ଷିକ ୩୫ ନିୟୁତ ଟନ୍ କୋଇଲା ଉତ୍ପାଦନର କ୍ଷମତା ରହିଛି ବୋଲି ସେ କହିଛନ୍ତି। ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ସେ ଖଣିର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ କୋଇଲା ଉତ୍ପାଦନ ଏବଂ ଯୋଗାଣ ପାଇଁ ସେମାନଙ୍କୁ ଅନୁରୋଧ କରିଛନ୍ତି। ସୂଚନାନୁସାରେ, ପ୍ରହଲ୍ଲାଦ ଯୋଶୀ ମଧ୍ୟ ଗୁରୁବାର ରାଞ୍ଚି ସ୍ଥିତ କୋଇଲା ଖଣି ପରିଦର୍ଶନ କରିବେ।
https://twitter.com/JoshiPralhad/status/1448231440336900101?s=20

କୋଇଲା ଅଭାବରୁ ତାପଜ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ନେଇ  କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଦିଲ୍ଲୀ ସମେତ ଅନେକ ରାଜ୍ୟ କେନ୍ଦ୍ରକକୁ ଅବଗତ କରିଥିଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ କୋଇଲା ଖଣି ପରିଦର୍ଶନ କରିବା କୁହାଯାଉଛି।

ଅପରପକ୍ଷରେ  କୋଇଲା ଅଭାବର ଦାବିକୁ କେନ୍ଦ୍ର ଖଣ୍ଡନ କରିଛି। ଏଥିରେ କୁହାଯାଇଛି ଯେ ଗତ କିଛି ଦିନ ମଧ୍ୟରେ କୋଇଲା ଉତ୍ପାଦନକୁ 1.94 ନିୟୁତ ଟନ୍‌କୁ ବୃଦ୍ଧି କରାଯାଇଛି।  ଆସନ୍ତା ୫ ଦିନ ମଧ୍ୟରେ ଏହା 2 ନିୟୁତ ଟନ୍ରେ ପହଞ୍ଚିବ ଏବଂ ଶେଷରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ହେବାର ସମାଧାନ ହେବ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ଟାର୍ଗେଟ କରିଛନ୍ତି। କହିଛନ୍ତି କୋଇଲା ଅଭାବ ନାହିଁ ବୋଲି କେନ୍ଦ୍ର ଦାବି କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ କୋଇଲା ପାଇଁ ବିଳାସପୁର ଗସ୍ତ କରୁଛନ୍ତି। ଭୂପେଶ ବାଗେଲ କହିଛନ୍ତି ଯେ, ଏହା ପୂର୍ବରୁ କେନ୍ଦ୍ର ସରକାର ଅମ୍ଳଜାନର ଅଭାବ ନାହିଁ ବୋଲି କହିଥିଲେ। ବର୍ତ୍ତମାନ କୋଇଲା ଯୋଗାଣରେ ମଧ୍ୟ ସମାନ ଘଟଣା ଘଟୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story