କରୋନା ପରେ ଜିକା ଭୟ, ଏକାଥରେ ୧୪ ସଂକ୍ରମିତ ଚିହ୍ନଟ

ଲକ୍ଷ୍ନୌ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ କମୁଛି। କିନ୍ତୁ ଅନ୍ୟପଟେ ମୁଣ୍ଡ ଟେକିବାରେ ଲାଗିଛି ଆଉ ଏକ ଭୂତାଣୁ। ରାଜ୍ୟରେ ସୃଷ୍ଟି ହୋଇଛି ଜିକା ଭାଇରସ ଭୟ। ଏକା ଥରକେ ୧୪ ଜଣ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ଉତ୍ତର ପ୍ରଦେଶର କାନପୁରରେ ଖୁବ ଦ୍ରୁତ ଗତିରେ ବଢ଼ି ଚାଲିଛି ଜିକା ଭାଇରସ […]

Zika Virus

Zika Virus

Madhupriya Mistry
  • Published: Wednesday, 03 November 2021
  • Updated: 03 November 2021, 02:27 PM IST

Sports

Latest News

ଲକ୍ଷ୍ନୌ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ କମୁଛି। କିନ୍ତୁ ଅନ୍ୟପଟେ ମୁଣ୍ଡ ଟେକିବାରେ ଲାଗିଛି ଆଉ ଏକ ଭୂତାଣୁ। ରାଜ୍ୟରେ ସୃଷ୍ଟି ହୋଇଛି ଜିକା ଭାଇରସ ଭୟ। ଏକା ଥରକେ ୧୪ ଜଣ ଜିକା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।

ଉତ୍ତର ପ୍ରଦେଶର କାନପୁରରେ ଖୁବ ଦ୍ରୁତ ଗତିରେ ବଢ଼ି ଚାଲିଛି ଜିକା ଭାଇରସ ମାମଲା। ଏଠାରେ ନୂଆ ୧୪ ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ ଜିକା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ସେପଟେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଡିଏମ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବୈଠକ ପାଇଁ ଡାକିଛନ୍ତି।

ସୂଚନା ମୁତାବକ, କାନପୁରରେ ପ୍ରଥମେ ନଭେମ୍ବର ୧ ତାରିଖରେ ଜିକା ଭାଇରସର ୬ଟି ମାମଲା ସାମ୍ନାକୁ ଆସିଥିଲା। କାନପୁରର ଚକେରୀ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଥିଲା। ଏହି ୬ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା ଥିଲେ।

ଅନ୍ୟପଟେ ଜିକା ଭୂତାଣୁର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମାମଲାକୁ ଦେଖି ପ୍ରଶାସନ ମଧ୍ୟ ଆକ୍ସନ ମୋଡକୁ ଆସିଛି। ସମସ୍ତ ରୋଗୀମାନେ କାଶିରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜିକା ପାଇଁ ଏଠାରେ ଏକ ଅଲଗା ୱାର୍ଡ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଜିକା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ସମସ୍ତ ପ୍ରମୁଖ ପଦକ୍ଷେପ ନେଉଛି।

ଚଳିତ ବର୍ଷ ଜୁଲାଇରେ କେରଳରେ ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ଥିରୁବନ୍ତପୁରମରେ ରହୁଥିବା ୨୪ ବର୍ଷ ବୟସ୍କା ଜଣେ ଗର୍ଭବତୀ ମହିଳା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ କେରଳ ଏବଂ ମହାରାଷ୍ଟ୍ରରେ ଜିକାର ଅନେକ ମାମଲା ସାମ୍ନାକୁ ଆସିଥିଲା।

ଜିକା ଭାଇରସ୍ ଏଡିସ୍‌, ଏଜିପ୍ଟି ଓ ଅନ୍ୟ ମଶାଙ୍କ ଠାରୁ ବ୍ୟାପୀ ଥାଏ। ଏହି ମଶାଗୁଡ଼ିକ ଦ୍ୱାରା ଚିକନଗୁନିଆ ଓ ଡେଙ୍ଗୁ ମଧ୍ୟ ବ୍ୟାପୀ ଥାଏ।  ଜିକା ଭାଇରସର ଲକ୍ଷଣ ଡେଙ୍ଗୁ ଭଳି। ଜ୍ୱର ହେବା ସହ ଶରୀରରେ ଲାଲା ଦାଗ ପଡିବା ଏବଂ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସବୁ ଜିକା ଭାଇରସର ଲକ୍ଷଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story