କରୋନା ନେଇଗଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ

ଲକ୍ଷ୍ନୌ: କରୋନା ନେଇଗଲା ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ। ତାଙ୍କ ନାଁ କମଳ ରାଣୀ ବରୁଣ। ସେ ଉତ୍ତର ପ୍ରଦେଶ ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ପୂର୍ବରୁ ସାଂସଦ ମଧ୍ୟ ରହିସାରିଥିବା କମଳ ରାଣୀ ବରୁଣ କରୋନାରେ ସଂକ୍ରମିତ ହୋଇ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଚିକିତ୍ସିତ ହେଉଥିଲେ। ଜୁଲାଇ ୧୮ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। […]

kamal2

kamal2

Jitendra Garnayak
  • Published: Sunday, 02 August 2020
  • Updated: 02 August 2020, 12:41 PM IST

ଲକ୍ଷ୍ନୌ: କରୋନା ନେଇଗଲା ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ। ତାଙ୍କ ନାଁ କମଳ ରାଣୀ ବରୁଣ। ସେ ଉତ୍ତର ପ୍ରଦେଶ ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ପୂର୍ବରୁ ସାଂସଦ ମଧ୍ୟ ରହିସାରିଥିବା କମଳ ରାଣୀ ବରୁଣ କରୋନାରେ ସଂକ୍ରମିତ ହୋଇ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଚିକିତ୍ସିତ ହେଉଥିଲେ।

ଜୁଲାଇ ୧୮ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ତେବେ ଆଜି ସକାଳ ସାଢ଼େ ୯ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।

କମଳ ରାଣୀ ବରୁଣଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଲେଖିଛନ୍ତି, ଉତ୍ତର ପ୍ରଦେଶ ସରକାରରେ ମୋ ସହଯୋଗୀ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତୀ କମଳ ରାଣୀ ବରୁଣଙ୍କ ପରଲୋକ ଖବର ବ୍ୟଥିତ କରିଛି। ରାଜ୍ୟ ଆଜି ଜଣେ ସମର୍ପିତ ଜନନେତ୍ରୀଙ୍କୁ ହରାଇଲା।

ଏହା ସହିତ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ୫ ତାରିଖରେ ହେବାକୁ ଥିବା ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ପ୍ରସ୍ତୁତି ଦେଖିବା ପାଇଁ ସେ ସେଠାକୁ ଯାଇଥା’ନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story