ଦୁଇଥର ଟିକା ନେବା ପରେ ପୁଲିସ ଅଧିକାରୀ କରୋନାରେ ସଂକ୍ରମିତ

ଲକ୍ଷ୍ନୌ: ଟିକାର ଦୁଇଟି ଡୋଜ ନେଲେ କରୋନା ସଂକ୍ରମିତ ହେବ ନାହିଁ। ତେଣୁ ସାରା ଦେଶରେ କରୋନାକୁ ରୋକିବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଉଛନ୍ତି ସରକାର। ହେଲେ ଏହାରି ଭିତରେ ଜଣେ ପୁଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଯିଏକି କରୋନାର ଦୁଇଟି ଯାକ ଟିକା ନେଇ ସାରିଛନ୍ତି। ଗତ ମାସରେ ସେ ଦ୍ୱିତୀୟ ଟିକା ନେଇଥିଲେ। ଏବେ ସେ ଏହଂ ତାଙ୍କ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପୁଲିସ ଅଧିକାରୀ ଜଣଙ୍କ ହେଉଛନ୍ତୁ […]

corona-vaccine

corona-vaccine

Subhransu Sekhar
  • Published: Saturday, 03 April 2021
  • Updated: 03 April 2021, 07:25 PM IST

Sports

Latest News

ଲକ୍ଷ୍ନୌ: ଟିକାର ଦୁଇଟି ଡୋଜ ନେଲେ କରୋନା ସଂକ୍ରମିତ ହେବ ନାହିଁ। ତେଣୁ ସାରା ଦେଶରେ କରୋନାକୁ ରୋକିବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଉଛନ୍ତି ସରକାର। ହେଲେ ଏହାରି ଭିତରେ ଜଣେ ପୁଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଯିଏକି କରୋନାର ଦୁଇଟି ଯାକ ଟିକା ନେଇ ସାରିଛନ୍ତି। ଗତ ମାସରେ ସେ ଦ୍ୱିତୀୟ ଟିକା ନେଇଥିଲେ। ଏବେ ସେ ଏହଂ ତାଙ୍କ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ପୁଲିସ ଅଧିକାରୀ ଜଣଙ୍କ ହେଉଛନ୍ତୁ ୟୁପିର ଆଇଜି ରାଜେଶ ପାଣ୍ଡେ। ସେ ଗୁରୁବାର ନିଜ ଫେସବୁକରେ ଏ ସଂକ୍ରାନ୍ତରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ସ୍ତ୍ରୀ ଓ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ସୁରକ୍ଷା କର୍ମୀ କରୋନାରେ ସଂକ୍ରମିତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ତେବେ ପାଣ୍ଡେଙ୍କ ପୁଅ ତିନି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅଫିସର ଜଣଙ୍କ ଆହୁରି କହିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇବା ଦରକାର।

ସେ କରୋନାର ପ୍ରଥମ ଟିକା ଫେବୃଆରୀ ୫ରେ ନେଇଥିଲେ ଦ୍ୱିତୀୟ ଟିକା ମାର୍ଚ୍ଚ ୫ରେ ନେଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ସ୍ତ୍ରୀ ଦ୍ୱିତୀୟ ଟିକା ନେଇଥାନ୍ତେ ବୋଲି ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀ ଦୁଇଟି ଡୋଜ ନେଇସାରିଥିବା ଜଣାପଡ଼ିଛି।

ୟୁପି ପୁଲିସର ଏହି ବରିଷ୍ଠ ଅଧିକାରୀ ଜଣଙ୍କ ଏବେ ବରେଲିରେ ଆଇଜି ଭାବରେ ନିୟୋଜିତ ଅଛନ୍ତି। ଏବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story