ଚୀନକୁ ଜବାବ ଦେବ ଭାରତୀୟ ସେନାର ତ୍ରିଶୂଳ

ନୂଆଦିଲ୍ଲୀ: LACରେ ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା ।  ସୀମାନ୍ତରେ ସେନାର ମୁକାବାଲି ପାଇଁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର ।  ଡ୍ରାଗନ ସେନାକୁ ମାତ ଦେବାକୁ ଭାରତୀୟ ଯବାନଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି। ତ୍ରିଶୁଳ, ବଜ୍ର ଓ ଅତ୍ୟାଧୁନିକ ଗ୍ଲୋବ୍ସ ଦ୍ୱାରା ଶତ୍ରୁ ପକ୍ଷର ଯବାନଙ୍କୁ ଶକ୍ତ ବିଜୁଳି ଝଟକା ଲାଗିବ।   ମୁହାଁମୁହିଁ ସ୍ଥିତିରେ ଭାରତୀୟ ଯବାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ସହାୟକ  […]

6nm

6nm

Tapas Behera
  • Published: Monday, 18 October 2021
  • Updated: 18 October 2021, 08:58 PM IST

Sports

Latest News

ନୂଆଦିଲ୍ଲୀ: LACରେ ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା ।  ସୀମାନ୍ତରେ ସେନାର ମୁକାବାଲି ପାଇଁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର ।  ଡ୍ରାଗନ ସେନାକୁ ମାତ ଦେବାକୁ ଭାରତୀୟ ଯବାନଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି।

ତ୍ରିଶୁଳ, ବଜ୍ର ଓ ଅତ୍ୟାଧୁନିକ ଗ୍ଲୋବ୍ସ ଦ୍ୱାରା ଶତ୍ରୁ ପକ୍ଷର ଯବାନଙ୍କୁ ଶକ୍ତ ବିଜୁଳି ଝଟକା ଲାଗିବ।   ମୁହାଁମୁହିଁ ସ୍ଥିତିରେ ଭାରତୀୟ ଯବାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ସହାୟକ  ହେବ। ଉତ୍ତରପ୍ରଦେଶ ନୋଏଡାର ଏକ ଘରୋଇ କମ୍ପାନୀ ଏହି ଅତ୍ୟାଧୁନିକ ତ୍ରିଶୁଳ, ବଜ୍ର, ଢାଲ ଏବଂ ଗ୍ଲୋଭସ୍ ପ୍ରସ୍ତୁତ କରିଛି।   ଏହି ଅଣ ଘାତକ ଅସ୍ତ୍ରଶସ୍ତ୍ର ଚୀନ ସେନାକୁ ଜବାବ ଦେବାକୁ ପୁରାପୁରି ସକ୍ଷମ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଗତ ବର୍ଷ ଏଲ୍ଏସିରେ ଭାରତୀୟ ସୀମାର ଗଲଓ୍ୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା ।  ଭାରତୀୟ ସେନା ବିନା ଅସ୍ତ୍ରଶସ୍ତ୍ରରେ ଥିବାବେଳେ ଚିନ ସେନା କଣ୍ଟା ତାର ଗୁଡ଼ା ହୋଇଥିବା ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ ।   ଲୁହା କଣ୍ଟା ପୂର୍ଣ୍ଣ ଠେଙ୍ଗା, ଟିଜର ଗନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ।  ଏଲ୍ଏସିରେ ଉତ୍ତେଜନା କମ କରିବାକୁ ଦୁଇ ଦେଶ ମଧ୍ୟରେ ୧୩ତମ ଆଲୋଚନା ଶେଷ ସତ୍ୱେ ସମାଧାନର ବାଟ ବାହାରି ପାରିନାହିଁ।   ଚୀନ ସୀମାରେ ହଜାର ହଜାର ସଂଖ୍ୟାରେ ଯବାନଙ୍କୁ ଠୁଳ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story