ବାପ ସାଜିଲା ସୈତାନ: ନିଜ ଝିଅକୁ ଦୁଷ୍କର୍ମ କଲା, ଗରାଖ ଥିଲେ ୨୭

ଲକ୍ଷ୍ନୌ: ବାପ ସାଜିଲା ସୈତାନ। ନିଜ ଝିଅକୁ ନିଜେ ଦୁଷ୍କର୍ମ କଲା ଏବଂ ଅନ୍ୟ ଯୁବକଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏହି ଘଟଣାରେ ପୁଲିସ ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର  ଲଳିତପୁର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ବାପ ସମାଜବାଦି ପାର୍ଟିର ଜିଲ୍ଲା ସଭାପତି ହୋଇଥିବା ବେଳେ ଅନ୍ୟ ୨୮ ଜଣ ହେଉଛନ୍ତି ସମାଜବାଦିପାର୍ଟି ଏବଂ ବହୁଜନ ସମାଜବାଦି ପାର୍ଟିର କର୍ମୀ ବୋଲି ଅଭିଯୋଗ ହୋଇଛି। […]

Misbehave

Misbehave

Tapas Behera
  • Published: Wednesday, 13 October 2021
  • Updated: 13 October 2021, 04:53 PM IST

Sports

Latest News

ଲକ୍ଷ୍ନୌ: ବାପ ସାଜିଲା ସୈତାନ। ନିଜ ଝିଅକୁ ନିଜେ ଦୁଷ୍କର୍ମ କଲା ଏବଂ ଅନ୍ୟ ଯୁବକଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏହି ଘଟଣାରେ ପୁଲିସ ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର  ଲଳିତପୁର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ବାପ ସମାଜବାଦି ପାର୍ଟିର ଜିଲ୍ଲା ସଭାପତି ହୋଇଥିବା ବେଳେ ଅନ୍ୟ ୨୮ ଜଣ ହେଉଛନ୍ତି ସମାଜବାଦିପାର୍ଟି ଏବଂ ବହୁଜନ ସମାଜବାଦି ପାର୍ଟିର କର୍ମୀ ବୋଲି ଅଭିଯୋଗ ହୋଇଛି।  ୧୧ ବର୍ଷୀୟ ନାବାଳିକା ଜଣକ ଅଭିଯୋଗ କରିବା ପରେ ପୁଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ତାଙ୍କ ବାପା ତାକୁ ପ୍ରଥମଥର ପାଇଁ ଦୁଷ୍କର୍ମ କରିଥିଲେ । ସେବେଠାରୁ ତାଙ୍କ ବାପା ଏକାଧିକ ଥର ତାଙ୍କ ସହ ଯୌନ ଶୋଷଣ କରିଛନ୍ତି ।

ଖାଲି ସେତିକି ନୁହଁ ନାବାଳିକା ଜଣକ ଆହୁରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ବ୍ୟବସାୟ ଉଦ୍ଦେଶ୍ୟରେ ତାଙ୍କ ବାପା ବାହାର ଲୋକଙ୍କୁ ଡାକନ୍ତି ଏବଂ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଅଭିଯୁକ୍ତ ବାପା ହେଉଛନ୍ତି ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ତିଲକ ଯାଦବ। ସେହିପରି ବିଏସପି ଜିଲ୍ଲା ସଭାପତି ଦୀପକ ଅହିରଭାର ସହ ତାଙ୍କ ୩ ଭାଇ ଏବଂ ବିଏସପି ଉପାଧ୍ୟକ୍ଷ  ନୀରଜ ତିୱାରୀ ଏବଂ ତାଙ୍କ ପରିବାରର କିଛି ସଦସ୍ୟ ଏହି ଘୃଣ୍ୟକାମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି।  ତେବେ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ପୀଡ଼ିତାଙ୍କ ବାପା ଧମକ ଦେଥିଲେ। ଯଦି କେଉଁଠି ପ୍ରକାଶ କରେ ତେବେ ମୋ ମା’କୁ ହତ୍ୟା କରିଦେବେ ବୋଲି ବାପା ଧମକ ଦେଇଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି।  ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ 354, 376D, 323, 328, 506, 120B ଆଧାରରେ ମାମଲା ରୁଜୁ କରିଛି।

ଲଲିତପୁର ଏଏସପି ଗିରିଜେଶ କୁମାର କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ୨୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୀଡ଼ିତା ଜଣକ ନାବାଳିକା ହୋଇଥିବା ବେଳେ ତାଙ୍କର ଜଣେ ଭାଇ ଅଛନ୍ତି ବୋଲି ସେ କହିଛନ୍ତି ।  ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଯାଞ୍ଚ କରାଯାଉଛି। ନାବାଲିକାଙ୍କ ବୟାନ ରେକର୍ଡ଼ କରାଯାଇଛି। ସେହିପରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ ସରିଛି। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story