ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ଯୋଗୀ ସରକାର ଛାନିଆ, ଆରମ୍ଭ ହେଲା ଗିରଫଦାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାରେ ଆରମ୍ଭ ହୋଇଛି ଗିରଫଦାରି। ଉତ୍ତରପ୍ରଦେଶ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଆଶିଷ ପାଣ୍ଡେ ଏବଂ ଲଭକୁଶ। ଉଭୟଙ୍କୁ ସକାଳେ ପୁଲିସ ଅଟକ ରଖି  ପଚରାଉଚରା କରିଥିଲା। ଭୟଙ୍କଠାରୁ ପୁଲିସ ୨ଟା ଅଫୁଟା ଗୁଳି ଜବତ କରିଛି। ଗିରଫ ବ୍ୟକ୍ତିମାନେ ଘଟଣାରେ ଦାଖଲ ହୋଇଥିବା ଏତଲାରେ ୭ ଜଣଙ୍କ ମଧ୍ୟରେ ଅଛନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।  କେନ୍ଦ୍ର […]

supreme-court

supreme-court

Tapas Behera
  • Published: Thursday, 07 October 2021
  • Updated: 07 October 2021, 09:15 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାରେ ଆରମ୍ଭ ହୋଇଛି ଗିରଫଦାରି। ଉତ୍ତରପ୍ରଦେଶ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଆଶିଷ ପାଣ୍ଡେ ଏବଂ ଲଭକୁଶ। ଉଭୟଙ୍କୁ ସକାଳେ ପୁଲିସ ଅଟକ ରଖି  ପଚରାଉଚରା କରିଥିଲା। ଭୟଙ୍କଠାରୁ ପୁଲିସ ୨ଟା ଅଫୁଟା ଗୁଳି ଜବତ କରିଛି। ଗିରଫ ବ୍ୟକ୍ତିମାନେ ଘଟଣାରେ ଦାଖଲ ହୋଇଥିବା ଏତଲାରେ ୭ ଜଣଙ୍କ ମଧ୍ୟରେ ଅଛନ୍ତି।

ଏହି ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।  କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି । ଶୁକ୍ରବାର ସକାଳ ୧୦ଟାରେ ହାଜର ହେବା ପାଇଁ ପୁଲିସ ଆଶିଷ ମିଶ୍ରାଙ୍କୁ ନୋଟିସ କରିଛି। ସେପଟେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଘଟଣାରେ ଆଜି ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାରେ ପୁଲିସ୍‌ ଓ ସରକାର କେତେ ଜଣଙ୍କୁ ଗିରଫ କରିଛି ? ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।

ଏଥିସହ ଆସନ୍ତାକାଲି ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ। ଏହାପରେ ଘଟିଥିବା ହିଂସାକାଣ୍ଡରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ସାରା ଦେଶରେ ତମ୍ଭିତୋଫାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ଦୁଇ ଜଣ ଓକିଲ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯାଉ ବୋଲି ଦାବି କରି ସଜେଆଇ ଜଷ୍ଟିସ ରମନ୍ନାଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ଗୋଟିଏ ଜନସ୍ୱାର୍ଥ ଆବେଦନ ଭାବେ ଗ୍ରହଣ କରାଯାଇ ସୁପ୍ରିମକୋର୍ଟ ଆଜି ଶୁଣାଣି ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story