ଇଡିରେ ହାଜର ପାଇଁ ଦିଲ୍ଲୀରେ ପହଞ୍ଚିଲେ ରାହୁଲ ଗାନ୍ଧି !

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ନୋଟିସ କରିଛି। ନ୍ୟାଶନାଲ ହେରାଲଡ୍‌ ଖବର କାଗଜ ସମ୍ପର୍କିତ ମନି ଲଣ୍ଡରି ମାମାଲାରେ ରାହୁଲ ଗାନ୍ଧିଙ୍କୁ ଶୁକ୍ରବାର ନୋଟିସ୍‌ ହୋଇଛି। ଜୁନ ୧୩ରେ ତାଙ୍କୁ ଇଡି ନିକଟରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି।  ପୂର୍ବରୁ ଜୁନ୍‌ ୨ ତାରିଖରେ ଇଡି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା। ଯେହେତୁ ସେ ଦେଶ ବାହାରେ ଥିଲେ ତେଣୁ  ଅଲଗା ତାରିଖ ପାଇଁ ଆବେଦନ କରିଥିଲେ ରାହୁଲ […]

Rahul gandhi

Rahul gandhi

Tapas Behera
  • Published: Saturday, 04 June 2022
  • Updated: 04 June 2022, 08:33 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ନୋଟିସ କରିଛି। ନ୍ୟାଶନାଲ ହେରାଲଡ୍‌ ଖବର କାଗଜ ସମ୍ପର୍କିତ ମନି ଲଣ୍ଡରି ମାମାଲାରେ ରାହୁଲ ଗାନ୍ଧିଙ୍କୁ ଶୁକ୍ରବାର ନୋଟିସ୍‌ ହୋଇଛି। ଜୁନ ୧୩ରେ ତାଙ୍କୁ ଇଡି ନିକଟରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି।  ପୂର୍ବରୁ ଜୁନ୍‌ ୨ ତାରିଖରେ ଇଡି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା। ଯେହେତୁ ସେ ଦେଶ ବାହାରେ ଥିଲେ ତେଣୁ  ଅଲଗା ତାରିଖ ପାଇଁ ଆବେଦନ କରିଥିଲେ ରାହୁଲ ଗାନ୍ଧି। ଏବେ ହାଜର ପାଇଁ ଇଡି ଧାର୍ଯ୍ୟ କରିଥିବା ତାରିଖର ସପ୍ତାହ ଆଗରୁ ଦିଲ୍ଲୀରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି।  ଶୁକ୍ରବାର ରାତିରେ ରାହୁଲ ଗାନ୍ଧି ଦିଲ୍ଲୀରେ ପହଞ୍ଚି ଥିବ ଜଣାପଡ଼ିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଇଡି ନୋଟିସ୍ କରିଛି। ଜୁନ୍୮ରେ ସୋନିଆ ଗାନ୍ଧିଙ୍କୁ ଇଡିରେ ହାଜର ପାଇଁ ନୋଟିସ୍ ହୋଇଛି। ଇତିମଧ୍ୟରେ ସଥନିଆ ଗାନ୍ଧି କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ତଥାପି ନିର୍ଦ୍ଧାରିତ ତାରିଖରେ ସୋନିଆ ଗାନ୍ଧି ଇଡିରେ ହାଜର ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା।

ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି।

ସୁବ୍ରମନିୟନ୍‌ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଥିଲେ।

ସେ ଆହୁରି କହିଥିଲେ ଯେ ଏଜେଏଲ କଂଗ୍ରେସ ପାର୍ଟି ଠାରୁ ୯୦.୨୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲା। ଏହାକୁ ଅସୁଲ କରିବାର ଅଧିକାର ହାସଲ କରିବାକୁ ୟଙ୍ଗ ଇଣ୍ଡିଆ ଲିଃ ଉକ୍ତ କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା। ନ୍ୟାଶନାଲ ହେରାଲ୍ଡ ଖବର କାଗଜର କାମ ଆରମ୍ଭ କରିବା ପାଇଁ ଏପରି ଋଣ ନେଇଥିଲା। ଋଣ ପ୍ରଦାନ ମଧ୍ୟ ବେଆଇନ। କାରଣ ଏହା ପାର୍ଟି ଫଣ୍ଡରୁ ଦିଆଯାଇଥିଲା ବୋଲି ସେ କହିଛନ୍ତି।

୨୦୧୪ରେ ଇଡି ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story