ମୋ ଅଫିସରେ ଭଙ୍ଗାରୁଜା କରି ବିଜେପି କେଉଁ ବାର୍ତ୍ତା ଦେବାକୁ ଚାହୁଁଛି : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ। ଏହି ଭଙ୍ଗାରୁଜା ପାଇଁ କେଜ୍ରିୱାଲ ବିଜେପିକୁ ଦାୟୀ କରିଛନ୍ତି। ଦେଶର ସବୁଠାରୁ ବଡ଼ ଜାତୀୟ ଦଳ କୁହାଯାଉଥିବା ବିଜେପି ଏଭଳି ଗୁଣ୍ଡାଗିରି କଣ ବାର୍ତ୍ତା ଦେବାକୁ ଚାହୁଁଛି। ଅରାଜକତା ଓ ଗୁଣ୍ଡାଗିରି କରି ଯୁବପିଢ଼ିଙ୍କୁ ଦଳ କଣ ଶିକ୍ଷା ଦେଉଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହଁ।  ମୁଁ ଦେଶ ପାଇଁ […]

kejriwal

kejriwal

Tapas Behera
  • Published: Thursday, 31 March 2022
  • Updated: 31 March 2022, 02:14 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ। ଏହି ଭଙ୍ଗାରୁଜା ପାଇଁ କେଜ୍ରିୱାଲ ବିଜେପିକୁ ଦାୟୀ କରିଛନ୍ତି। ଦେଶର ସବୁଠାରୁ ବଡ଼ ଜାତୀୟ ଦଳ କୁହାଯାଉଥିବା ବିଜେପି ଏଭଳି ଗୁଣ୍ଡାଗିରି କଣ ବାର୍ତ୍ତା ଦେବାକୁ ଚାହୁଁଛି। ଅରାଜକତା ଓ ଗୁଣ୍ଡାଗିରି କରି ଯୁବପିଢ଼ିଙ୍କୁ ଦଳ କଣ ଶିକ୍ଷା ଦେଉଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହଁ।  ମୁଁ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛି। ଆମକୁ ମିଳିତ ଭାବେ ଦେଶକୁ ପ୍ରଗତି ପଥରେ ଆଗେଇ ନେବାକରୁ ହେବ। ଆମ ଭିତରେ ଲଢ଼େଇ ଲାଗି ୭୫ ବର୍ଷ ନଷ୍ଠ କରିସାରିଲୁଣି ବୋଲି କେଜ୍ରିୱାଲ କହିଛନ୍ତି।

ବୁଧବାର ଅରବିନ୍ଦ କେଜ୍ରୱାଲଙ୍କ ବାସଭବନ ସମ୍ମୁଖରେ ବିଜେପି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। କାଶ୍ମୀର ଫାଇଲସ୍‌କୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟ  ପରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହାତରେ କେଜ୍ରିୱାଲ ବିରୋଧି ପ୍ଲାକାର୍ଡ଼ ଧରି  ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ବାସଭବନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଭଙ୍ଗାରୁଜା ହୋଇଥିଲା। କାଶ୍ମୀର ପଣ୍ଡିତମାନେ ଗଣହତ୍ୟାରେ ଶିକାର ହୋଇ ନଥିବା କେଜ୍ରିୱାଲ ମନ୍ତବ୍ୟ ଦେଇଥିବା ବିଜେପି ଅଭିଯୋଗ ଆଣି ବିକ୍ଷୋଭ  ପ୍ରଦର୍ଶନ କରିଥିଲା। ତେବେ ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୁଲିସ ୮ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story