ଟିକା ନିଅ କି ନ ନିଅ, କରୋନାରୁ ବଞ୍ଚିବା ପାଇଁ କରନ୍ତୁ ତିନୋଟି କାମ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ଆତଙ୍କ ଜାରି ରହିଛି । ମହାମାରୀରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । କରୋନାକୁ ରୋକିବା ପାଇଁ ଟିକାକୁ ମୁଖ୍ୟଅସ୍ତ୍ର କୁହାଯାଉଛି । ଏପର୍ଯ୍ୟନ୍ତ ଦେଶରେ ୧୮କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଲାଣି । ଯେହେତୁ ବର୍ତ୍ତମାନ ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ୁଛି, ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି […]

corona-vaccine

corona-vaccine

Ranjit Kumar Jena
  • Published: Sunday, 16 May 2021
  • Updated: 16 May 2021, 01:49 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ଆତଙ୍କ ଜାରି ରହିଛି । ମହାମାରୀରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । କରୋନାକୁ ରୋକିବା ପାଇଁ ଟିକାକୁ ମୁଖ୍ୟଅସ୍ତ୍ର କୁହାଯାଉଛି । ଏପର୍ଯ୍ୟନ୍ତ ଦେଶରେ ୧୮କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଲାଣି । ଯେହେତୁ ବର୍ତ୍ତମାନ ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ୁଛି, ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ଚିଫ୍ ସାଇଣ୍ଟିଫିକ୍ ଆଡଭାଇର୍ ବିଜୟ ରାଘବନ ଲୋକଙ୍କ କରୋନାରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ନିୟମର ପାଳନ କରିବାକୁ ଅପିଲ୍ କରିଛନ୍ତି । ଏପରିକି ଜଣେ ଟିକା ନେଇଥାନ୍ତୁ କି ନ ନେଇଥାନ୍ତୁ, ସମସ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ନିହାତି ପିନ୍ଧିବା ଜରୁରୀ ବୋଲି ରାଘବନ କହିଛନ୍ତି । ଟିକାକରଣ ପୂର୍ବରୁ ଓ ପରେ ତିନୋଟି ଜିନିଷକୁ ମାନିବାକୁ ରାଘବନ ଲୋକଙ୍କୁ ଅପିଲ୍ କରିଛନ୍ତି ।

https://twitter.com/PrinSciAdvGoI/status/1393393329023315968?s=20

ରାଘବନ୍ ଟ୍ୱିଟ୍ କରି କହିଛନ୍ତି, ଟିକା ନିଅ କି ନିଅ, କିନ୍ତୁ ମାସ୍କ, ଶାରୀରିକ ଦୂରତା ଓ ଭେଣ୍ଟିଲେସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେହେତୁ କରୋନା ମାମଲା ଲଗାତର ବଢ଼ୁଛି, ତେଣୁ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ଉପରେ ଥିବା ଚାପକୁ କମ୍ କରିବା ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ । ସବୁ ଲୋକେ ବ୍ୟକ୍ତିଗତ ଭାବେ ଏହାର ପାଳନ କରିବା ଦରକାର।

ନିକଟରେ ବିଜୟ ରାଘବନ କରୋନାର ତୃତୀୟ ଲହରକୁ ନେଇ ମତ ରଖିଥିଲେ । ସେ କହିଥିଲେ, କରୋନାର ତୃତୀୟ ଲହର୍ ଆସିପାରେ, କିନ୍ତୁ ଯଦି ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଏ, ତାହେଲେ ଏହାକୁ ରୋକା ଯାଇପାରିବ । ତେବେ ତୃତୀୟ ଲହର କେବେ ଆସିବ, ତାହା ଏବେ କହିହେବ ନାହିଁ। ଏଥିପାଇଁ ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ । ଯେତେ ସଂକ୍ରମଣ ଆଗକୁ ବଢ଼ିବ, ସେତେ ଲୋକଙ୍କ ଭିତରେ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିବ ବୋଲି ରାଘବନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story