କୋଭାକ୍ସିନ୍‌ ସପ୍ଲାଏ ଉପରେ ପ୍ରତିବନ୍ଧକ ଲଗାଇଲା 'ହୁ'

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)। କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ COVID-19 କୋଭାକ୍ସିନ ସପ୍ଲାଏ ଉପରେ ରୋକ ଲଗାଯାଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି। ଭାରତ ବାୟୋଟେକ ଦ୍ୱାରା ନିର୍ମିତ COVID-19 ଏହି ଟିକା ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ସପ୍ଲାଏ ହେଉଥିବା ବେଳେ ଏହାକୁ ଉପରେ ପ୍ରତିବନ୍ଧକ ଲଗାଯାଇଛି […]

Covaxin

Covaxin

Madhupriya Mistry
  • Published: Sunday, 03 April 2022
  • Updated: 03 April 2022, 12:20 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)। କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ COVID-19 କୋଭାକ୍ସିନ ସପ୍ଲାଏ ଉପରେ ରୋକ ଲଗାଯାଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି।

ଭାରତ ବାୟୋଟେକ ଦ୍ୱାରା ନିର୍ମିତ COVID-19 ଏହି ଟିକା ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ସପ୍ଲାଏ ହେଉଥିବା ବେଳେ ଏହାକୁ ଉପରେ ପ୍ରତିବନ୍ଧକ ଲଗାଯାଇଛି ହୁ'। ଏନେଇ ଶନିବାର ହୁ' ପକ୍ଷରୁ ସୂଚନା ଦିଆଯାଇଛି।  ଏହାଦ୍ୱାରା ଉତ୍ପାଦକ ସୁବିଧାଗୁଡ଼ିକୁ ଅପ୍‌ଗ୍ରେଡ୍‌ କରିହେବ ଏବଂ ଯାଞ୍ଚରେ ଥିବା ତ୍ରୁଟିର ସମାଧାନ କରାଯାଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ଏହି ଟିକା ପ୍ରସ୍ତୁତ ହେଉଥିବା କାରଖାନାର ଉନ୍ନତିକରଣ ଏବଂ ସେଠାରେ ଥିବା ଅନ୍ୟାନ୍ୟ ଅସୁବିଧା ଦୂର କରିବାକୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ପର୍ଯ୍ୟବେକ୍ଷକ ଟିମ୍‌ ‘ଭାରତ ବାୟୋଟେକ୍‌’କୁ କହିଛି।

ହୁ'ର ବୟାନ ଅନୁଯାୟୀ, ଟିକା ଗ୍ରହଣ କରୁଥିବା ଦେଶମାନଙ୍କୁ WHO ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି, କିନ୍ତୁ କ’ଣ ପଦକ୍ଷେପ ନିଆଯିବ ତାହା କୁହାଯାଇନି। WHO କହିଛି ଯେ, ଏହି ଟିକା ପ୍ରଭାବଶାଳୀ ଅଟେ। ଏହାର ନିରାପତ୍ତାକୁ ନେଇ କୌଣସି ଚିନ୍ତା ନାହିଁ, କିନ୍ତୁ ଏହି ପ୍ରତିବନ୍ଧକ ଲଗାଇବା ଦ୍ୱାରା କୋଭାକ୍ସିନ ଯୋଗାଣରେ ସାମାନ୍ୟ ବାଧା ସୃଷ୍ଟି ହେବ। ତେବେ ମାର୍ଚ୍ଚ ୧୪ ରୁ ୨୨ ପର୍ଯ୍ୟନ୍ତ WHO ପୋଷ୍ଟ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଯାଞ୍ଚର ଫଳାଫଳ ଉତ୍ତରରେ ଏହି ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି। ଟିକା ଉତ୍ପାଦନକାରୀ ବାୟୋଟେକ୍‌ ମଧ୍ୟ ରପ୍ତାନି ପାଇଁ କୋଭାକ୍ସିନ ଉତ୍ପାଦନକୁ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛି।

ହାଇଦ୍ରାବାଦ ସ୍ଥିତ ବାୟୋଟେକ୍‌ କମ୍ପାନୀ କହିଛି ଯେ, ଏହି ରୋକ୍‌ ଦ୍ୱାରା କରୋନା ଟିକା କୋଭାକ୍ସିନର ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଭାବ ପଡିବ ନାହିଁ।

‘ହୁ’ ମଧ୍ୟ କହିଛି ଯେ, ‘ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ ପ୍ରାକ୍ଟିସ୍‌’ (ଜିଏମ୍‌ପି) ନିମନ୍ତେ ଥିବା ଅସୁବିଧା ସୁଧାରିବା ନିମନ୍ତେ କମ୍ପାନି ପ୍ରତିବଦ୍ଧ। ଏଥିପାଇଁ କମ୍ପାନି ଆକ୍‌ସନ୍‌ ପ୍ଲାନ୍‌ କରୁଛି ଯାହାକୁ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ରେ ଦାଖଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story