କରୋନାରେ ଚାଲିଗଲେ ସ୍ୱାମୀ, ଚୀନରୁ ଅନ୍ତିମ ସଂସ୍କାର କଲେ ପତ୍ନୀ

ଭୋପାଲ: ଚାରିଆଡେ କରୋନା ପାଇଁ ହାହାକାର। ୧୦୦ ସ୍ପିଡ୍‌ରେ ମାଡି ଚାଲିଛି ମହାମାରୀ। ପୁରା ଦେଶରେ  ତାଣ୍ଡବ ରଚିଛି ଏହି କିଲର ଭାଇରସ। ମା’ ଠାରୁ ପୁଅକୁ ଛଡାଇ ନେଉଛି ତ ଆଉ କେଉଁଠି ସ୍ୱାମୀକୁ ସ୍ତ୍ରୀ ଠାରୁ ଭିନ୍ନ କରିଦେଇଛି ଏହି କରୋନା। ନିକଟରେ ଏଭଳି ହିଁ କିଛି ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରନ୍ତ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଚୀନ୍‌ରୁ ତାଙ୍କ ପତ୍ନୀ କରିଛନ୍ତି ଅନ୍ତିମ ସଂସ୍କାର। ମଧ୍ୟପ୍ରଦେଶ […]

Husband-last-rite

Husband-last-rite

Madhupriya Mistry
  • Published: Wednesday, 21 April 2021
  • Updated: 21 April 2021, 11:09 AM IST

Sports

Latest News

ଭୋପାଲ: ଚାରିଆଡେ କରୋନା ପାଇଁ ହାହାକାର। ୧୦୦ ସ୍ପିଡ୍‌ରେ ମାଡି ଚାଲିଛି ମହାମାରୀ। ପୁରା ଦେଶରେ  ତାଣ୍ଡବ ରଚିଛି ଏହି କିଲର ଭାଇରସ। ମା’ ଠାରୁ ପୁଅକୁ ଛଡାଇ ନେଉଛି ତ ଆଉ କେଉଁଠି ସ୍ୱାମୀକୁ ସ୍ତ୍ରୀ ଠାରୁ ଭିନ୍ନ କରିଦେଇଛି ଏହି କରୋନା। ନିକଟରେ ଏଭଳି ହିଁ କିଛି ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରନ୍ତ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଚୀନ୍‌ରୁ ତାଙ୍କ ପତ୍ନୀ କରିଛନ୍ତି ଅନ୍ତିମ ସଂସ୍କାର।

ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଛି କରୋନାର ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଖବର। ମଧ୍ୟପ୍ରଦେଶ ସିବନି-ବାଲଘାଟ ବାସିନ୍ଦା ମନୋଜ ଶର୍ମା। ସେ ଚୀନ୍‌ର ଶେନ୍‌ଝେନ୍‌ ବ୍ୟାଙ୍କରେ ଚାକିରି କରୁଥିଲେ। ତିନିମାସ ପୂର୍ବେ ନିଜ ପତ୍ନୀ ଓ ପିଲା ଛୁଆଙ୍କୁ ନେଇ ଘରକୁ ଫେରିଥିଲେ। ଏହି ସମୟରେ ତାଙ୍କ ବାପାଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ଦେଖାରେଖା କରିବା ପାଇଁ ମନୋଜ ଆଉ ଚୀନ୍‌ ନଯାଇ ଗାଁରେ କିଛି ଦିନ ରହିବାକୁ ପଡିଥିଲା। ତେବେ ତାଙ୍କ ପତ୍ନୀ ଓ ପିଲାଙ୍କୁ ସେ ଚୀନ୍‌ ପଠାଇଦେଇଥିଲେ।

ଏହି ସମୟରେ ମନୋଜ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।  ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଇନ୍ଦୋରର ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । କିନ୍ତୁ ଦୀର୍ଘ ୧୨ ଦିନ ଧରି କରୋନା ସହ ଲଢ଼ିବା ପରେ ଶେଷରେ ହାରି ଯାଇଥିଲେ ମନୋଜ। ଚିକିତ୍ସାଧୀନ ଅବସ୍ଥାରେ ଇନ୍ଦୋର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାପରେ ଚୀନ୍‌ରେ ଥିବା ତାଙ୍କ ପତ୍ନୀଙ୍କୁ ସ୍ୱାମୀଙ୍କ ମୃତ୍ୟୁ ଖବର ନେଇ ସୂଚନା ମିଳିଥିଲା। କରୋନାରେ ମୃତ୍ୟୁ ହୋଇଥିବା ଯୋଗୁଁ ମନୋଜଙ୍କ ମୃତଦେହକୁ ଚୀନ୍ ପଠାଇବା ସମ୍ଭବ ନଥିଲା ଏବଂ ତାଙ୍କ ପତ୍ନୀ ମଧ୍ୟ ଭାରତ ଆସିବା ସମ୍ଭବ ନଥିଲା। ଏଭଳି କଠିନ ପରିସ୍ଥିତିରେ ତାଙ୍କ ପତ୍ନୀ ଶେଷ ରୀତିନୀତି ପାଇଁ ସ୍ୱାମୀଙ୍କ ଜଣେ ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲେ। ମୃତ ମନୋଜଙ୍କ ବନ୍ଧୁ ଇନ୍ଦୋରର ସମାଜ ସେବା ସଙ୍ଗଠନ ସହ ଯୋଗାଯୋଗ କରିଥିଲେ। ଏହାପରେ ସେଠାକାର ଏସ୍‌ପିଙ୍କୁ ଏନେଇ ସୂଚନା ଦିଆଯାଇଥିଲା।

ଶେଷରେ ହିନ୍ଦୁ ରିତିନୀତି ଅନୁଯାୟୀ ଏବଂ କରୋନା ପ୍ରଟୋକଲ ମଧ୍ୟରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ମାଇଲ୍‌ ମାଇଲ୍‌ ଦୂରରେ ଥିବା ତାଙ୍କ ସ୍ତ୍ରୀ ଭିଡିଓ କଲ୍‌ ମାଧ୍ୟମରେ ନିଜ ସ୍ୱାମୀଙ୍କ  ଅନ୍ତିମ ସଂସ୍କାର କରିବା ସହ ତାଙ୍କୁ ଅନ୍ତିମ ବିଦାୟ ମଧ୍ୟ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story