ଏହି ମନ୍ଦିରର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଦେବେ କେଜିଏ ସୁନା

ହାଇଦ୍ରାବାଦ : ଯଦାଦ୍ରି ମନ୍ଦିରର ନବକଳେବର ପାଇଁ  ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କ ପରିବାର ତରଫରୁ କେଜିଏ ୧୬ ତୋଳା ସୁନା ଦାନ କରିବାକୁ ଘୋଷଣା କରିଛନ୍ତି। ୨୦୨୨ ମାର୍ଚ୍ଚ ୨୮ ତାରିଖରେ ସର୍ବସାଧାରଣ ପାଇଁ ଏହି ମନ୍ଦିର ଖୋଲା ଯାଇଥିଲା।  ଯଦାଦ୍ରି ନାମରେ ପରିଚିତ  ଶ୍ରୀ ଲକ୍ଷ୍ମୀ ନରସିଂହ ମନ୍ଦିର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିର ଭଳି ଏଠାରେ ‘ବିମାନ ଗୋପୁରମ୍’ର ସୁନା ଆବରଣ ପାଇଁ ୧୨୫ […]

temple

temple

Tapas Behera
  • Published: Wednesday, 20 October 2021
  • Updated: 20 October 2021, 06:33 PM IST

ହାଇଦ୍ରାବାଦ : ଯଦାଦ୍ରି ମନ୍ଦିରର ନବକଳେବର ପାଇଁ  ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କ ପରିବାର ତରଫରୁ କେଜିଏ ୧୬ ତୋଳା ସୁନା ଦାନ କରିବାକୁ ଘୋଷଣା କରିଛନ୍ତି। ୨୦୨୨ ମାର୍ଚ୍ଚ ୨୮ ତାରିଖରେ ସର୍ବସାଧାରଣ ପାଇଁ ଏହି ମନ୍ଦିର ଖୋଲା ଯାଇଥିଲା।  ଯଦାଦ୍ରି ନାମରେ ପରିଚିତ  ଶ୍ରୀ ଲକ୍ଷ୍ମୀ ନରସିଂହ ମନ୍ଦିର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିର ଭଳି ଏଠାରେ ‘ବିମାନ ଗୋପୁରମ୍'ର ସୁନା ଆବରଣ ପାଇଁ ୧୨୫ କିଲୋଗ୍ରାମ ସୁନା ଆବଶ୍ୟକ।

ଏହି  ସୁନା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ରୁ କିଣା ଯିବ। ଏଥିସହ ଟିଆରଏସର ଜଣେ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମାନେ ୧୪ କିଲୋଗ୍ରାମ ସୁନା ଦାନ କରିବାକୁ ଘୋଷଣା କରିଛନ୍ତି।  ୧୨୫ କିଲୋଗ୍ରାମ ସୁନା ସଂଗ୍ରହ ଲକ୍ଷରେ ପହଞ୍ଚିବା ପାଇଁ ସମଗ୍ର ତେଲେଙ୍ଗାନା ଏଥିରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି  ଯେ, ଅନେକ ଦାତା ସୁନା ଦାନ କରିବାର ପ୍ରତିଶ୍ରୁତି ନେଇ ଆଗକୁ ଆସୁଛନ୍ତି। ଶ୍ରମମନ୍ତ୍ରୀ ମାଲା ରେଡ୍ଡୀ ତାଙ୍କ ବ୍ୟକ୍ତିଗତ କ୍ଷମତା ଅନୁଯାୟୀ ମନ୍ଦିରକୁ  ୧ କେଜି  ସୁନା ଦାନ କରିବାରକୁ ଘୋଷଣା କରିଛନ୍ତି । ନଗରକୁନରୁଲ  ବିଧାୟକ ମେରି ଜନାର୍ଦ୍ଦନ ରେଡ୍ଡୀ ୨ କିଲୋଗ୍ରାମ ସୁନା ଦାନ କରିଥିବାବେଳେ ଭାସ୍କର ରାଓ ୧ କିଲୋଗ୍ରାମ ସୁନା ଦେବେ। ମନ୍ଦିରର ପୁନଃ ଖୋଲିବା କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ମଙ୍ଗଳବାର କେସିଆର ମନ୍ଦିରର ପୁନ ନିର୍ମାଣ କାର୍ଯ୍ୟ ଓ ମୁଖ୍ୟ ମନ୍ଦିର କାର୍ଯ୍ୟର ଯାଞ୍ଚ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story