ଉପ ନିର୍ବାଚନ ଲଢ଼ିବେ ବାବୁଲ ସୁପ୍ରିୟୋ, ମୁଁ ଅଭ୍ୟାସଗତ ଦଳବଦଳକାରୀ ନୁହଁ

କୋଲକାତା: ମୁଁ ସବୁ କିଛି ହୋଇପାରେ। କିନ୍ତୁ ମୁଁ ଅଭ୍ୟାସଗତ ଦଳବଦଳକାରୀ ନୁହଁ। ବୁଧବାର ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ବାବୁଲ ସୁପ୍ରିୟୋ ଏହା କହିଛନ୍ତି। କିଛି ମାସ ପୂର୍ବରୁ ବିଜେପି ଛାଡ଼ି ଟିଏମସିରେ ମିଶିଥିବା ବାବୁଲ କୋଲକାତାର ବାଲ୍ୟଗୁଙ୍ଗେ ବିଧାନସଭା ଆସନରୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ  ଅଭିଯୋଗ ଆଣିବା ପରେ ସେ ଏହାର ଜବାବ ଦେଇଛନ୍ତି।  କେନ୍ଦ୍ରର ବିଜେପି ସରକାରରେ ପୂର୍ବରୁ  ବାବୁଲ […]

Babul-Supriyo

Babul-Supriyo

Tapas Behera
  • Published: Wednesday, 06 April 2022
  • Updated: 06 April 2022, 07:13 PM IST

କୋଲକାତା: ମୁଁ ସବୁ କିଛି ହୋଇପାରେ। କିନ୍ତୁ ମୁଁ ଅଭ୍ୟାସଗତ ଦଳବଦଳକାରୀ ନୁହଁ। ବୁଧବାର ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ବାବୁଲ ସୁପ୍ରିୟୋ ଏହା କହିଛନ୍ତି। କିଛି ମାସ ପୂର୍ବରୁ ବିଜେପି ଛାଡ଼ି ଟିଏମସିରେ ମିଶିଥିବା ବାବୁଲ କୋଲକାତାର ବାଲ୍ୟଗୁଙ୍ଗେ ବିଧାନସଭା ଆସନରୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ତେବେ ତାଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ  ଅଭିଯୋଗ ଆଣିବା ପରେ ସେ ଏହାର ଜବାବ ଦେଇଛନ୍ତି।  କେନ୍ଦ୍ରର ବିଜେପି ସରକାରରେ ପୂର୍ବରୁ  ବାବୁଲ ମନ୍ତ୍ରୀ ଥିଲେ। ପରେ ଗତ ସେପ୍ଟେମ୍ବର ମାସରେ ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ବାଦ ଦିଆଯାଇଥିଲା।  ଫଳରେ  ସେ ଦଳ ଛାଡ଼ି  ଟିଏମସିରେ ଯୋଗ ଦେଇଥିଲେ। ଏବେ ସେ ବାଲ୍ୟଗୁଙ୍ଗେ ବିଧାନସଭା ଆସନରୁ ବିଜେପି ବିରୋଧରେ ଲଢ଼ିବେ। ଏଠାରେ ଆସନ୍ତା ମେ ୧୨ ତାରିଖରରେ ନିର୍ବାଚନ ହେବ। ବାବୁଲ କହିଛନ୍ତି ଯେ, ମୁଁ ବିଜେପି ଛାଡ଼ିଛି ଏବଂ ଏମପି ପଦ ମଧ୍ୟ ଛାଡ଼ିଛି।

ବିଜେପି ଛାଡ଼ି ମୁଁ ଟି‌ଏମସିରେ ଯୋଗ ଦେଇଛି।  ତୁମେ ମୋତେ ଦଳବଦଳକାରୀ କହିପାରିବ ନାହିଁ। ମୁଁ ଯେତେବେଳେ ରାଜନୀତି ଛାଡ଼ିଲି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମୋତେ  ପଦବୀ ଅଫର ଦେଇଥିଲେ। କିନ୍ତୁ ତାଙ୍କ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି। ମୁଁ ବିଜେପିରେ ଆଉ ରହିବାକୁ ଚାହୁଁ ନଥିବା କହିଥିଲି ବୋଲି ବାବୁଲ କହିଛନ୍ତି । ବାଲ୍ୟଗୁଙ୍ଗେ ବ୍ୟତୀତ ଆସନସୋଲରୁ  ଲୋକସଭା ପାଇଁ ଉପନିର୍ବାଚନ ହେବ। ଏହି  ଆସନସୋଲ ଆସନରୁ ବାବୁଲ ଏମପି ଥିଲେ। ତେବେ ସେଇ ଆସନରୁ ଶତ୍ରୁଘ୍ନ ସିହ୍ନା ଟିଏମସିରୁ ଏମପି ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story