ଚାଇନାର ସିନ୍‌ଜିଆଙ୍ଗରେ ନଦର୍ଣ୍ଣ କମାଣ୍ଡ ମୁଖ୍ୟ

ବେଜିଂ: ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ରଣବୀର ସିଂହ ଆଜି ଚାଇନା ଗସ୍ତରେ ଯାଇ ପିଓକେ ସୀମାବର୍ତ୍ତୀ ସିନ୍‌ଜିଆଙ୍ଗ ପହଞ୍ଚିଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର ନିକଟବର୍ତ୍ତୀ ଅଞ୍ଚଳରେ ଜେନେରାଲ ସିଂହଙ୍କ ଉପସ୍ଥିତି ଏକ ବିରଳ ଗସ୍ତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ସିନଜିଆଙ୍ଗ ଉଇଘୁର ଅଟନୋମସ୍‌ ରିଜିଅନ୍‌ ବୋଲି କୁହାଯାଉଥିବା ଏହି ପ୍ରଦେଶ ହିଁ ପାକିସ୍ତାନକୁ ଚାଇନା ସହ ଯୋଡ଼ୁଥିବା ତଥା କଥିତ ସୀମା। ଅର୍ଥାତ ପିଓକେ ଭାରତ ଦଖଲରେ ଆସିଗଲେ ଏହି […]

China

China

Subrat Kumar Nayak
  • Published: Thursday, 09 January 2020
  • Updated: 09 January 2020, 10:59 PM IST

Sports

Latest News

ବେଜିଂ: ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ରଣବୀର ସିଂହ ଆଜି ଚାଇନା ଗସ୍ତରେ ଯାଇ ପିଓକେ ସୀମାବର୍ତ୍ତୀ ସିନ୍‌ଜିଆଙ୍ଗ ପହଞ୍ଚିଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର ନିକଟବର୍ତ୍ତୀ ଅଞ୍ଚଳରେ ଜେନେରାଲ ସିଂହଙ୍କ ଉପସ୍ଥିତି ଏକ ବିରଳ ଗସ୍ତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ସିନଜିଆଙ୍ଗ ଉଇଘୁର ଅଟନୋମସ୍‌ ରିଜିଅନ୍‌ ବୋଲି କୁହାଯାଉଥିବା ଏହି ପ୍ରଦେଶ ହିଁ ପାକିସ୍ତାନକୁ ଚାଇନା ସହ ଯୋଡ଼ୁଥିବା ତଥା କଥିତ ସୀମା। ଅର୍ଥାତ ପିଓକେ ଭାରତ ଦଖଲରେ ଆସିଗଲେ ଏହି ଅଞ୍ଚଳ ପାକିସ୍ତାନ ଓ ଚାଇନାକୁ ଯୋଡ଼ିପାରିବନାହିଁ।

ଚାଇନା ଅଧିକୃତ ସିନ୍‌ଜିଆଙ୍ଗ ପ୍ରଦେଶରେ ବୃହତ ପରିମାଣରେ ଉଇଘୁର ମୁସଲିମ୍‌ ବସବାସ କରନ୍ତି। ସେମାନଙ୍କ ସ୍ଥିତି ସଙ୍ଗିନ ଥିବାନେଇ ବିଭିନ୍ନ ସମୟରେ ଖବର ଆସିଥାଏ। ଏହାର ବିଭିନ୍ନ ଅଞ୍ଚଳ ଚାଇନାର ଦଖଲରେ ଥିଲେ ମଧ୍ୟ ଭାରତ ଏହାକୁ ନିଜର ବୋଲି ଦାବି କରିଆସୁଛି। ବିଶେଷ କର ଅକ୍‌ସାଇ ଚାଇନା ଏପରି ଏକ ଅଞ୍ଚଳ। ସୂଚନାଯୋଗ୍ୟ ଯେ, ସିନ୍‌ଜିଆଙ୍ଗର ଦକ୍ଷିଣ ପଶ୍ଚିମ ଅଞ୍ଚଳରୁ ହିଁ ଚାଇନାର ବୃହତ ନିବେଶରେ ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡର ପ୍ରକଳ୍ପ ଆରମ୍ଭ ହୋଇଛି। ଭାରତ ଏହି ପ୍ରକଳ୍ପରୁ ଦୂରେଇ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଜେନେରାଲ ସିଂହ ଆଜି ଏହି ପ୍ରଦେଶର ରାଜଧାନୀ ଉରୁମକି ପହଞ୍ଚିଥିଲେ। ସେ ଚାଇନାର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ)ର ଶୀର୍ଷ ଅଧିକାରୀଙ୍କୁ ଭେଟିବାର ଅଛି। ଏତଦ୍‌ବ୍ୟତୀତ ଚାଇନାର ଏକ ସେନା ଶିବିର ମଧ୍ୟ ଯିବାର ଅଛି। ଏହା ପୂର୍ବରୁ ସେ ପିଏଲ୍‌ଏ ସ୍ଥଳସେନାର କମାଣ୍ଡର ଜେନେରାଲ ୱିଗୁଓଙ୍କୁ ଭେଟିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story