ଆଗକୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବ!

ନୂଆଦିଲ୍ଲୀ: ଆଗାମୀ ଦିନରେ କରୋନାର ହଟସ୍ପଟ ହେବ ଦେଶରେ ଥିବା ଗ୍ରାମାଞ୍ଚଳ। ସହରରେ ରହୁଥିବା ପ୍ରବାସୀ ଏବେ ଗାଁରେ ପହଞ୍ଚିଛନ୍ତି, ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବ। ସରକାରଙ୍କ ଦ୍ୱାରା ସାତୋଟି ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ଏହା ଜଣାପଡ଼ିଛି। ବୁଧବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ହେଲେ ଆଗାମୀ ସପ୍ତାହେ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ହେବ ବୋଲି ସର୍ଭେରେ ଜଣାପଡ଼ିଛି। ଏପିଡେମିଲୋଜିଷ୍ଟ ତଥା ଚିକିତ୍ସକ […]

corona1

corona1

Subhransu Sekhar
  • Published: Thursday, 04 June 2020
  • Updated: 04 June 2020, 10:25 PM IST

ନୂଆଦିଲ୍ଲୀ: ଆଗାମୀ ଦିନରେ କରୋନାର ହଟସ୍ପଟ ହେବ ଦେଶରେ ଥିବା ଗ୍ରାମାଞ୍ଚଳ। ସହରରେ ରହୁଥିବା ପ୍ରବାସୀ ଏବେ ଗାଁରେ ପହଞ୍ଚିଛନ୍ତି, ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବ। ସରକାରଙ୍କ ଦ୍ୱାରା ସାତୋଟି ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ଏହା ଜଣାପଡ଼ିଛି।

ବୁଧବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ହେଲେ ଆଗାମୀ ସପ୍ତାହେ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ହେବ ବୋଲି ସର୍ଭେରେ ଜଣାପଡ଼ିଛି। ଏପିଡେମିଲୋଜିଷ୍ଟ ତଥା ଚିକିତ୍ସକ ଡକ୍ଟର ନମନ ଶାହ କହିଛନ୍ତି, କେନ୍ଦ୍ରୀୟ ଟାସ୍କ ଫୋର୍ସ ଏବେ ଗାଁ ଗୁଡିକରେ ଆବଶ୍ୟକ ଡାକ୍ତର ଏବଂ ସ୍ୱାସ୍ଥ୍ୟା ସୁବିଧା ଉପରେ ଧ୍ୟାନ ଦେବା ଦରକାର। ଯେଉଁଠି ନାହିଁ ସେଠାରେ ଶୀଘ୍ର କିଭଳି ସ୍ୱାସ୍ଥ୍ୟାବସ୍ଥା ଯୋଗାଇ ହେବ ସେ ନେଇ ଗୁରୁତ୍ୱ ଦେବା ଦରକାର।

ଜୁନ୍ ୧ ସୁଦ୍ଧା ବିହାରରେ ୩,୮୭୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨,୭୪୩ ଜଣ ପ୍ରବାସୀଙ୍କ ଲିଙ୍କରେ ଆସିଥିବା ଜଣାପଡ଼ିଛି। ଏହି ପ୍ରବାସୀ ଶ୍ରମିକମାନେ ମେ’୩ ପରେ ଆସିଥିବା ଜଣାପଡ଼ିଛି। ଏହି ସମସ୍ତ ଶ୍ରମିକ ସରକାରଙ୍କ ବସ୍ ଏବଂ ଟ୍ରେନରେ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story