ମିସାଇଲ ମାଡ଼ରେ ୟୁକ୍ରେନର ବିମାନ ଖସାଇଥିଲା ଇରାନ୍

ତେହରାନ: ୟୁକ୍ରେନ ବିମାନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି। ଯଦିଓ ପ୍ରଥମେ ଇରାନ ବିମାନର ବ୍ଲାକବକ୍ସ ଦେବନି ବୋଲି କହିଥିଲା। ହେଲେ ଏବେ ଅଷ୍ଟ୍ରେଲିଆ, କାନାଡା ଓ ବ୍ରିଟେନ ଭଳି ଦେଶର ଚାପ ଫଳରେ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି। ଇରାନ ସରକାର ଆଜି ବିମାନ ଦୁର୍ଘଟଣା ବାବଦରେ ସ୍ପଷ୍ଟୀକରଣ ରଖିଛି। ଦୁର୍ଘଟଣା ପାଇଁ ଇରାନ ନିଜକୁ ଦାୟୀ କରିଛି। ୟୁକ୍ରେନର ଯାତ୍ରୀବାହୀ ବିମାନଟି ଆକାଶରେ ଉଡ଼ୁଥିବା ବେଳେ ଏକ ଇରାନୀ ମିସାଇଲ ଭୁଲରେ ବିମାନଟିକୁ […]

UKRANE FLIGHT ACCIDENT

UKRANE FLIGHT ACCIDENT

Subhransu Sekhar
  • Published: Saturday, 11 January 2020
  • Updated: 11 January 2020, 04:00 PM IST

Sports

Latest News

ତେହରାନ: ୟୁକ୍ରେନ ବିମାନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି। ଯଦିଓ ପ୍ରଥମେ ଇରାନ ବିମାନର ବ୍ଲାକବକ୍ସ ଦେବନି ବୋଲି କହିଥିଲା। ହେଲେ ଏବେ ଅଷ୍ଟ୍ରେଲିଆ, କାନାଡା ଓ ବ୍ରିଟେନ ଭଳି ଦେଶର ଚାପ ଫଳରେ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି। ଇରାନ ସରକାର ଆଜି ବିମାନ ଦୁର୍ଘଟଣା ବାବଦରେ ସ୍ପଷ୍ଟୀକରଣ ରଖିଛି। ଦୁର୍ଘଟଣା ପାଇଁ ଇରାନ ନିଜକୁ ଦାୟୀ କରିଛି। ୟୁକ୍ରେନର ଯାତ୍ରୀବାହୀ ବିମାନଟି ଆକାଶରେ ଉଡ଼ୁଥିବା ବେଳେ ଏକ ଇରାନୀ ମିସାଇଲ ଭୁଲରେ ବିମାନଟିକୁ ଟାର୍ଗେଟ କରିଥିଲା। ଫଳରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହାକୁ ମାନବୀୟ ଭୁଲ୍ ବୋଲି କହିଛି ଇରାନ୍।

୮ ଜାନୁଆରୀରେ ୟୁକ୍ରେନ ଅନ୍ତର୍ଜାତୀୟ ବିମାନ ବୋଇଂ ୭୩୭-୮୦୦ ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ବିମାନର କ୍ର୍ୟୁ ସଦସ୍ୟ ସହିତ ମୋଟ୍ ୧୭୬ ଜଣ ଯାତ୍ରୀ ଥିଲେ। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ଦେଶର ନାଗରିକ ଅଧିକାଂଶ ଥିଲେ। ମିସାଇଲ ମାଡ଼ ପାଇଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ପ୍ରଥମେ ଆକଳନ କରାଯାଉଥିଲା। ହେଲେ ଇରାନ ଏହାକୁ ସ୍ୱୀକାର କରିନଥିଲା।

ଏହାପରେ ଅଷ୍ଟ୍ରେଲିଆ ଏବଂ କାନାଡା ସରକାର ଇରାନ ଉପରେ ନିରନ୍ତର ଚାପ ପକାଇଥିଲା। ବ୍ରିଟେନ ଏବଂ କାନାଡା ସରକାର ଦୁର୍ଘଟଣାର କାରଣ ଇରାନର ମିସାଇଲ ମାଡ଼ ପାଇଁ ହୋଇଛି ବୋଲି କହିଥିଲେ। ଏହାପରେ ଆଜି ଇରାନ ବିଳମ୍ୱରେ ସତ ସ୍ୱୀକାର କରିଛି।

ସୂଚନାଯୋଗ୍ୟ, ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍ ଯୋଗେ ହତ୍ୟା କରିଛି। ଏହାପରେ ଇରାକରେ ଥିବା ଆମେରିକାର ଦୂତବାସ ଏବଂ ଏୟାରବେସ ପାଇଁ ଇରାନ ମିସାଇଲ ସାହାଯ୍ୟରେ ଆକ୍ରମଣ କରୁଛି। ଏହି ଆକ୍ରମଣ କରିବା ବେଳେ ୟୁକ୍ରେନର ବିମାନଟି ଆକାଶରେ ଉଡ଼ୁଥିବା ଦେଖି ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story