ୟୁରୋପୀୟ ଦେଶ ଉପରେ ଆକ୍ରମଣ କରିବାକୁ ଆଇଏସ୍‌ର ଯୋଜନା

ୱାଶିଂଟନ୍: ୟୁରୋପୀୟ ରାଷ୍ଟ୍ରରେ ଖ୍ରୀଷ୍ଟମାସ ଓ ଶୀତଛୁଟି ସମୟରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି। ଏଥିସହ ଆମେରିକା ପକ୍ଷରୁ ନିଜ ଦେଶର ନାଗରିକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି, ଇସଲାମିକ୍ ଷ୍ଟେଟ୍‌ (ଆଇଏସ) ଏବଂ ଅଲକାଏଦା ଆତଙ୍କବାଦୀ  ସଂଗଠନ ଆକ୍ରମଣ ଯୋଜନା କରିଛନ୍ତି। ତେଣୁ କୌଣସି ଉତ୍ସବ ପାଳନ ବେଳେ ସତର୍କ ରହିବାକୁ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି।

isis

isis

Rakesh Mallick
  • Published: Wednesday, 23 November 2016
  • Updated: 04 May 2017, 03:44 PM IST

ୱାଶିଂଟନ୍: ୟୁରୋପୀୟ ରାଷ୍ଟ୍ରରେ ଖ୍ରୀଷ୍ଟମାସ ଓ ଶୀତଛୁଟି ସମୟରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି। ଏଥିସହ ଆମେରିକା ପକ୍ଷରୁ ନିଜ ଦେଶର ନାଗରିକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି, ଇସଲାମିକ୍ ଷ୍ଟେଟ୍‌ (ଆଇଏସ) ଏବଂ ଅଲକାଏଦା ଆତଙ୍କବାଦୀ  ସଂଗଠନ ଆକ୍ରମଣ ଯୋଜନା କରିଛନ୍ତି। ତେଣୁ କୌଣସି ଉତ୍ସବ ପାଳନ ବେଳେ ସତର୍କ ରହିବାକୁ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story